ମହାରାଷ୍ଟ୍ର ସରକାରଙ୍କ କଡା ନିଷ୍ପତି

ମୁମ୍ବାଇ-ସର୍ବସାଧାରଣ ସ୍ଥାନରେ ଛେପ ପକାଇବା,ନାକ ସଫା କରିବା କିମ୍ବା ଧୁମପାନ କଲେ କଠୋର କାର୍ଯ୍ୟାନୁଷ୍ଠାନ ।ମହାରାଷ୍ଟ୍ର ସରକାର ଜାରି କରିଛନ୍ତି ଏହି କଟକଣା । ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଥିବାରୁ ସରକାରଙ୍କ ପକ୍ଷରୁ ଏହି ପଦକ୍ଷେପ ନିଆ ଯାଇଛି । ଏହି ନିର୍ଦେଶ ଅମାନ୍ୟ କଲେ ଛଅ ମାସ ଜେଲ ଓ ବାରମ୍ବାର ଧରା ପଡିଲେ ଦୁଇ ବର୍ଷ ଜେଲ ଭୋଗିବାକୁ ପଡିବ ।

Leave A Reply

Your email address will not be published.

1 − one =