ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୧୯୦୫୩୫

ନୂଆଦିଲ୍ଲୀ- ଦେଶରେ ଗତ ୨୪ଘଂଟା ମଧ୍ୟରେ ସର୍ବାଧିକ ୮,୩୯୨ କରୋନା ଆକ୍ରାନ୍ତଙ୍କ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୯୦୫୩୫ ପାର ହୋଇଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି । ଏଯାବତ୍ ୮୬୯୮୩ ସୁସ୍ଥ ହୋଇଥିବା ବେଳେ ୫୩୯୪ ଜଣଙ୍କ ମୃତୁ୍ୟ ହେଇଛି । ସକ୍ରିୟ ସଂଖ୍ୟା ୯୩୩୨୨ ରହିଛି ।

Leave A Reply

Your email address will not be published.

fifteen + eleven =