ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କୁ କରୋନା

ଗାନ୍ଧୀନଗର: ଗୁୁଜୁରାଟର ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ କରୋନା ଭୂତାଣୁରେ ଆକ୍ରାନ୍ତ ହୋଇଛନ୍ତି । ତାଙ୍କ ରକ୍ତ ନମୂନା ପରୀକ୍ଷାରୁ ସେ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି ତାଙ୍କୁୁ ଚିକିତ୍ସାଲାଗି ଗାନ୍ଧୀନଗର ହସ୍ପିଟାଲରେ ମେଡିକାଲ୍ କଜେଲ୍ରେ ଭତର୍୍ି କରାଯାଇଛି । ଗତକାଲି ବରୋଦାରେ ଭାଷଣ ଦେଉଥିଲା ବେଳେ ସେ ବୁଲାଇବା ଯୋଗୁଁ ମଞ୍ଚରୁ ଖସିପଡିଥିଲେ । ତେବେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ହସ୍ପିଟାଲରୁ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.

seventeen + 19 =