ହଟ୍‌ସ୍ପଟ୍‌ ଅଞ୍ଚଳରେ ଗୋଷ୍ଠୀ ସଂକ୍ରମଣ ଆଶଙ୍କା

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଅନେକ ସ୍ଥାନରେ କରୋନା କଟକଣା ହଟାଇ ଅନ୍‌ଲକ୍‌-୧ରେ ଦୋକାନ ବଜାର ଓ ମାର୍କେଟ୍‌ କ​‌େ​‌ମ୍ପ୍ଲକ୍ସ ଖୋଲିବା ପାଇଁ ଅନୁମତି ଦେଇଛନ୍ତି ।  ପ୍ରତିଦିନ କରୋନା ଆକାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଦେଶର କୌଣସି ସ୍ଥାନରେ ଗୋଷ୍ଠୀ ସଂକ୍ରମଣ ଦେଖାଦେଇନାହିଁ। ବର୍ତ୍ତମାନ ସପିଂମଲ୍, ଧାର୍ମିକସ୍ଥଳ, ହୋଟେଲ୍‌, ରେସ୍ତୋରାଁ ଖୋଲିବ। ବହୁ ଲୋକଙ୍କ ସମାଗମ ହେବ। ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ବଜାୟ ରଖି କରୋନା ସଂକ୍ରମଣକୁ ରୋକାଯାଇପାରିବ। ଦେଶର ହଟ୍‌ସ୍ପଟ୍‌ ସ୍ଥାନରେ ଗୋଷ୍ଠୀ ସଂକ୍ରମଣ ହୋଇପାରେ ବୋଲି ଅଲ୍‌ ଇଣ୍ଡିଆ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ମେଡ଼ିକାଲ୍‌ ସାଇନ୍ସ(ଏମ୍ସ) ନିର୍ଦେଶକ ରଣଦୀପ ଗୁଲେରିଆଙ୍କ ସୂଚନା ଦେଇଛନ୍ତି।

Leave A Reply

Your email address will not be published.

18 − 17 =