ଭୂକମ୍ପ: ଥରିଲା ଦିଲ୍ଲୀ

ନୂଆଦିଲ୍ଲୀ: ଆଜି ପୁଣି ଦିଲ୍ଲୀରେ ଭୂକମ୍ପ ଅନୁଭୂତ ହୋଇଛି | ରିକ୍ଟର ସ୍କେଲରେ ଏହାର ତୀବ୍ରତା ୨.୧ ନେଇ ଭାରତ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ କୁହାଯାଇଛି | କୌଣସି କ୍ଷୟକ୍ଷତି , ଜୀବନହାନୀ ହୋଇନଥିବା ଜଣା ପଡିଛି | ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ, ମଧ୍ୟାହ୍ନ ୧ ସମୟରେ ଏହି ଭୂକମ୍ପ ଘଟିଛି। ଭୂକମ୍ପର କେନ୍ଦ୍ର ଦିଲ୍ଲୀ-ଗୁରୁଗାଓଁ ସୀମାର ୧୮ କିଲୋମିଟର ଗଭୀରରେ ଥିଲା । ଏପ୍ରିଲଠାରୁ ଦିଲ୍ଲୀରେ ୧୪ଟି ମୃଦୁ ଭୂମିକମ୍ପ ହୋଇଛି |  ଦିଲ୍ଲୀରେ କରୋନା ମାମଲା ବଢୁଥିବା ବେଳେ ବାରମ୍ବାର ଭୂମିକମ୍ପ ନେଇ ଲୋକଙ୍କ ମନରେ ଭୟ ସୃଷ୍ଟି କରିଛି` 

Leave A Reply

Your email address will not be published.

20 + five =