ଦେଶରେ ଉତ୍ପାଦିତ ଦ୍ରବ୍ୟ କିଣିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ନିବେଦନ

ନୂଆଦିଲ୍ଲୀ ଦେଶରେ ଉତ୍ପାଦିତ ଦ୍ରବ୍ୟ କିଣିବା ପାଇଁ ନିବେଦନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ।  ଆମେ ଯଦି ସ୍ଥାନୀୟ ଉତ୍ପାଦ କିଣିବା ତେବେ ଦେଶକୁ ଶକ୍ତିଶାଳୀ କରିବାରେ ଭୂମିକା ଗ୍ରହଣ କରିପାରିବ ଏହା ମଧ୍ୟ ଦେଶ ପାଇଁ ଏକ ପ୍ରକାର ସେବା ।  ଦେଶ ପାଇଁ ସମସ୍ତଙ୍କର ସେବା କରିବାର ସୁଯୋଗ ରହିଛି। ‘ମନ୍ କି ବାତ’ର ୬୬ତମ ଭାଗରେରେ ଦେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପ୍ରତିରକ୍ଷା ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଭାରତ ଆଗକୁ ବଢିବା ପାଇଁ ନିରନ୍ତର ଉଦ୍ୟମ କରୁଛି।   ଭାରତ ଆତ୍ମନିର୍ଭରଶୀଳତା ଆଡକୁ ଗତି କରୁଛି । ଭାରତର ସଂକଳ୍ପ ହେଉଛି ଏହାର ଆତ୍ମ ସମ୍ମାନ ଏବଂ ସାର୍ବଭୌମତ୍ବ ରକ୍ଷା କରିବା। ଭାରତର ପରମ୍ପରା ହେଉଛି ବିଶ୍ୱାସ ଏବଂ ବନ୍ଧୁତା। ଭାରତର ଆତ୍ମା ​​ଭ୍ରାତୃଭାବ ବୋଲି ସେ କହିଛନ୍ତି। ପ୍ରତିରକ୍ଷା କ୍ଷେତ୍ରରେ ଆମ ପଛରେ ଥିବା କିଛି ଦେଶ ଆମଠାରୁ ଆଗରେ ଅଛନ୍ତି। ସ୍ୱାଧୀନତା ପରେ ଆମେ ଆମ ଅନୁଭୂତିର ଲାଭ ଉଠାଇ ପାରିଲୁ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.

20 − nineteen =