ଜୁଲାଇ ୧୧ରେ ମହାନଦୀ ଜଳ ବିବାଦ ମାମଲାର ଶୁଣାଣି ରାଜ୍ୟ By Nyayabati Live Last updated May 9, 2020 32 0 ନୂଆଦିଲ୍ଲୀ-ଘୁଂଚିଲା ମହାନଦୀ ଜଳ ବିବାଦ ମାମଲାର ଶୁଣାଣି । ମେ ୧୬ ତାରିଖ ଦିନ ଏହି ମାମାଲାର ଶୁଣାଣି ହେବାର ଥିଲା ।ତେବେ ଲକଡାଉନ ଯୋଗୁଁ ଜୁଲାଇ ୧୧ ତାରିଖକୁ ଧାର୍ଯ୍ୟ କରାଯାଇଛି । ଏନେଇ ଟ୍ରିବୁ୍ୟନାଲ ବିଜ୍ଞପ୍ତି ପ୍ରକାଶ ପାଇଛି । 0 32 Share