ପ୍ଲାଜମା ଥେରାପି କାର୍ଯ୍ୟ ଆରମ୍ଭ: ଅରବିନ୍ଦ କେଜ୍ରିୱାଲ

ନୂଆଦିଲ୍ଲୀ- କରୋନାରେ ସୁସ୍ଥ ହୋଇ ଘରକୁ ଫେରୁଥିବା ରୋଗୀଙ୍କୁ ପ୍ଳାଜାମା ଦେବା ପାଇଁ ଦିଲ୍ଲୀ ମୁଖ୍ୟ ମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି । ଯେଉଁ ଆକ୍ରାନ୍ତ ସୁସ୍ଥ ହୋଉଛନ୍ତି ସେମାନଙ୍କର ସଂପୂର୍ଣ୍ଣ ଡାଟା ଚିକିତ୍ସିତ ହେଇଥିବା କୋଭିଡ ହସ୍ପିଟାଲରୁ ଆଣି କାଉନସିଲିଂ କରିବା ପାଇଁ କୁହାଯାଇଛି । ପ୍ଲାଜମା ଦେବା ପାଇଁ ଡରିବାର କୈଣସି କାରଣ ନାହିଁ ଏହା ଦାନ କଲେ ଯନ୍ତ୍ରଣା କି ଆପଣ ଅସୁସ୍ଥ ହେବାର ସମ୍ଭାବନା ମଧ୍ୟ ନାହିଁ । ଏହା ଅନ୍ୟ ଆକ୍ରାନ୍ତଙ୍କ ସହଯୋଗରେ ଆସିପାରିବ । ତେଣୁ ଯେଉଁ ମାନଙ୍କୁ ଫୋନ କଲ ଯିବ ସେମାନେ ମନା ନ କରିବା ପାଇଁ ଅନୁରୋଧ କରିଛନ୍ତି । କେଜ୍ରିୱାଲଙ୍କ ପ୍ରଚେଷ୍ଟା ବଳରେ ଦିଲ୍ଲୀରେ ପ୍ରଥମେ ପ୍ଲାଜମା ଥେରାପି ଆରମ୍ଭ ହୋଇଛି ।

Leave A Reply

Your email address will not be published.

4 × 4 =