ପାର୍ଲାମେଂଟରେ ଯୋଗ ଦେଉ ନାହାନ୍ତି ରାହୁଲ ଗାନ୍ଧୀ: ଜେ.ପି ନଡ୍ଡା

ନୂଆଦିଲ୍ଲୀ- କଂଗ୍ରେସ ମୁଖ୍ୟ ରାହୁଲ ଗାନ୍ଧୀ ସଂସଦରେ ଯୋଗ ଦେଉ ନାହିଁନ୍ତି ବୋଲି ରାଷ୍ଟ୍ର ଅଧ୍ୟକ୍ଷ ଜେ.ପି ନଡ୍ଡା କହିଛନ୍ତି । ରାହୁଲ ଗାନ୍ଧୀ କଂଗ୍ରେସର ସମସ୍ତ କାର୍ଯ୍ୟ ତୁଳାଉଛନ୍ତି । କିନ୍ତୁ ସଂସଦରେ ଯୋଗ ନଦେଇ ଦେଶବାସୀଙ୍କୁ ବିଭ୍ରାନ୍ତି କର ତଥ୍ୟ ଦେଉଛନ୍ତି । ସେ ଜଣେ ଅଧ୍ୟକ୍ଷ ହୋଇ ମଧ୍ୟ ସଂସଦର କୈଣସି ଘଟଣା ବିଷୟରେ ଅବଗତ ନୁହଁନ୍ତି ବୋଲି ନଡ୍ଡା ଦୁଃଖ ପ୍ରକାଶ କରି କହିଛନ୍ତି ।

Leave A Reply

Your email address will not be published.

2 + 16 =