ପରୀକ୍ଷା ବାତିଲ ପାଇଁ ୟୁଜିସିକୁ ରାହୁଲ ଗାନ୍ଧୀଙ୍କ ଅନୁରୋଧ

ନୂଆଦିଲ୍ଲୀ-କରୋନା ମହାମାରୀ ସମୟରେ ପରୀକ୍ଷା ନ କରିବାକୁ ୟୁଜିସିକୁ ଅନୁରୋଧ କରିଛନ୍ତି କଂଗ୍ରୋସ ଅଧ୍ୟକ୍ଷ ରାହୁଲି ଗାନ୍ଧୀ । ଯଦି ଏଭଳି ପରୀସ୍ଥିତିରେ ପରୀକ୍ଷା କରାଯାଏ ତେବେ ଛାତ୍ରଛାତ୍ରୀ ଆନ୍ଦୋଳନ କରିବେ ବୋଲି ସୂଚାଇ ଦେଇଛନ୍ତି ରାହୁଲ । ପରୀକ୍ଷା ହେଲେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ବିପଦରେ ପଡିବେ । ପୂର୍ବରୁ କରୋନାର ଭୟାବହତା ଦେଖି ସମସ୍ତ ପରୀକ୍ଷାକୁ ବାତିଲ କରିଥିଲା ୟୁଜିସି । କିନ୍ତୁ ପୁଣି ଥରେ ସେପ୍ଟେମ୍ବର ମାସରେ ପରୀକ୍ଷା କରିବା ପାଇଁ ୟୁଜିସି ପକ୍ଷରୁ କୁହାଯାଇଛି । ଏହା ଠିକ ନୁହେଁ ବୋଲି ରାହୁଲ ଦର୍ଶାଇଛନ୍ତି । ପରୀକ୍ଷା ବାତିଲ କରି ପୂର୍ବ ମାର୍କ ଅନୁସାରେ ଛାତ୍ରଛାତୀଙ୍କୁ ନମ୍ବର ଦେବା ପାଇଁ ରାହୁଲ ଗାନ୍ଧୀ କହିଛନ୍ତି ।

Leave A Reply

Your email address will not be published.

thirteen + 15 =