ଦେଶରେ ସଂକ୍ରମଣ ହାର ୮୭୮୨୫୪

ନୂଆଦିଲ୍ଲୀ- ଦେଶରେ କରୋନା ସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ଗତ ୨୪ ଘଂଟାରେ ୨୮,୭୦୧ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି । ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୭୮୨୫୪ରେ ପହଂଚିଥିବା ବେଳେ ୫୫୩୪୭୦ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଯାବତ୍ ୩୦୧୬୦୯ ଆକଟିଭ ମାମଲା ରହିଛି । ୨୩୧୭୪ ଜଣଙ୍କ ମୃତ୍ୟୁହୋଇଛି । ମୃତକଙ୍କ ମଧ୍ୟରେ ଆନ୍ଧ୍ରପ୍ରଦେଶର ୩୨୮, ଅରୁଣାଚଳପ୍ରଦେଶ ୨, ଆସାମର ୩୫, ବିହାର ୧୪୩, ଚଣ୍ଡିଗଡ ୮, ଛତିଶଗଡ ୧୯, ଦିଲ୍ଲୀ ୩୩୭୧, ଗୋଆ ୧୪, ଗୁଗୁରାଟ ୨୦୪୫, ହରିୟାଣା ୩୦୧. ହିମାଚଳପ୍ରଦେଶ ୧୧, ଜାମ୍ମୁକକାଶ୍ମୀର ୧୭୯, ଝାଡଖଣ୍ଡ ୩୦, କର୍ଣ୍ଣାଟକ ୬୮୪, କେରଳ ୩୧, ଲଦାଖ ୧, ମଧ୍ୟପ୍ରଦେଶ ୬୫୩୩, ମହାରାଷ୍ଟ୍ର ୧୦୨୮୯, ମେଘାଳୟ ୨, ଓଡିଶା ୬୪, ପଣ୍ଡୁଚରୀ ୧୮, ପଞ୍ଜାବ ୧୯୯, ରାଜସ୍ଥାନ ୫୧୦, ତାମିଲନାଡୁ ୧୯୬୬, ତେଲେଙ୍ଗାନା ୩୫୬, ତ୍ରିପୁରା ୨, ଉତରାଖଣ୍ଡ ୪୭, ଉତରପ୍ରଦେଶ ୯୩୪ ଓ ପଶ୍ଚିମବଙ୍ଗରୁ ୯୩୨ ରହିଛି ।

Leave A Reply

Your email address will not be published.

4 + twelve =