ବିଶ୍ୱର ବଡ ନେତା ଓ ଶିଳ୍ପପତିଙ୍କ ଟ୍ୱିିଟର ଆକାଉଂଟ ହ୍ୟାକ

ନୂଆଦିଲ୍ଲୀ- ବିଶ୍ୱର ବଡ ବଡ ନେତା ଓ ଶିଳ୍ପପତିଙ୍କ ଟ୍ୱିଟର ଆକାଉଂଟ ହ୍ୟାକ । ସେମାନଙ୍କ ମଧ୍ୟରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା, ଇ-କମର୍ସ ସଂସ୍ଥା ଆମାାଜନ ସିଇଓ ଜେଫ ବେଜୋସ,ମାଇକ୍ରୋସଫଟର ସହ- ପ୍ରତିଷ୍ଠାତା ବିଲ ଗେଟ୍ସ, ଟେଲ୍ସା ସିଇଓ ଏଲନ ମସ୍କ, ଆପଲ ଓ ଉବେରଙ୍କ ଟ୍ୱିଟର ଆକାଉଂଟ ହ୍ୟାକ ହୋଇଛିି । ହଜାରେ ଡଲାର ଦେଲେ ୨ ହଜାର ଡଲାର ପାଇବେ ବୋଲି ହ୍ୟାକର ଲେଖିଛନ୍ତି । ଟ୍ୱିଟରରେ ଥିବା ସମସ୍ତ ତଥ୍ୟ ସୁରକ୍ଷିତ ଅଛି ବୋଲି ସୂଚନା ମିଳିଛି । । ସେମାନେ ନିଜ ନିଜର ଆକାଉଂଟ ଡିଲିଟ କରିଦେଇଛନ୍ତି ।

Leave A Reply

Your email address will not be published.

three × two =