ଅନ୍ତର୍ଜାତୀୟ ନ୍ୟାୟ ଦିବସ

୨୦୧୧ରୁ ପ୍ରତି ବର୍ଷ ଜୁଲାଇ ୧୭ରେ ପାଳନ କରାଯାଉଛି ‘ଅନ୍ତଜାର୍ତୀୟ ନ୍ୟାୟ ଦିବସ’ । ଏହି ଦିନଟିକୁ ବଛାଯିବାର କାରଣ , ୧୯୯୮ ଏହି ଦିନରେ ‘ରୋମ୍ ଷ୍ଟାଚୁ୍ୟଟ’ ଲାଗୁହୋଇଥିଲା । ଏହାର ସୁଫଳ ସ୍ୱରୂପ ୧ ଜୁଲାଇ ୨୦୦୨ରେ ‘ଅନ୍ତର୍ଜାତୀୟ ଫୈାଜଦାରୀ ଅଦାଲତ’ ସ୍ଥାପିତ ହୋଇଥିଲା । ୧ ଜୁନ୍ ୨୦୧୦ରେ ଉଗାଣ୍ଡାରା କାଂପାଲାରେ ‘ରୋମ୍ ଷ୍ଟାଚ୍ୟୁଟ୍’ର ସମୀକ୍ଷା ଅବସରରେ ପ୍ରତି ବର୍ଷ ଜୁଲାଇ ୧୭କୁ ‘ଅନ୍ତର୍ଜାତୀୟ ନ୍ୟାୟ ଦିବସ’ ଭାବେ ପାଳିବା ପାଇଁ ସଦସ୍ୟ ରାଷ୍ଟଗୁଡିକ ନିଷ୍ପତି ନେଇଥିଲେ । ସଂପ୍ରତି ‘ରୋମ୍ ଷ୍ଟାଚ୍ୟୁଟ୍’ର ସଦସ୍ୟ ରାଷ୍ଟ୍ର ସଂଖ୍ୟା ୧୨୩ । ଗଣହତ୍ୟା ବା ନରସଂହାର ଭଳି ଭୟଙ୍କର ଅପରାଧ ବିରୋଧରେ ଜନସଚେତନତା ସୃଷ୍ଟି କରିବା, ଏହି ଦିବସର ପାଳନର ଲକ୍ଷ୍ୟ ।

Leave A Reply

Your email address will not be published.

4 × 4 =