‘ସିଏପିଏଫ୍’ କ୍ୟାଣ୍ଟିନ୍‌ରେ ବିକ୍ରି ହେବ କେବଳ ସ୍ବଦେଶୀ ଜିନିଷ

ନୂଆଦିଲ୍ଲୀ: ବୁଧବାର ଦିନ କେନ୍ଦ୍ର ଗୃହ ବ୍ୟାପାର ମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ ସମସ୍ତ ସେଣ୍ଟ୍ରାଲ୍ ଆର୍ମଡ୍ ପୋଲିସ୍ ଫୋର୍ସେସ୍ (ସିଏପିଏଫ୍) କ୍ୟାଣ୍ଟିନ୍‌ରେ ଏବେ କେବଳ ସ୍ବଦେଶୀ ଜିନିଷ ବିକ୍ରୟ ହେବ। ଟୁଇଟ୍ କରି ଶାହା କହିଛନ୍ତି ଯେ ୨୦୨୦ ଜୁନ୍ ୧ ତାରିଖ ଠାରୁ ଦେଶରେ ଥିବା ସମସ୍ତ ‘ସିଏପିଏଫ୍’ କ୍ୟାଣ୍ଟିନ୍‌ ପାଇଁ ଏହି ବ୍ୟବସ୍ଥା ଲାଗୁ କରାଯିବ।

ସେ ଆହୁରି କହିଛନ୍ତି ଯେ ଏଥିଯୋଗୁଁ ପ୍ରାୟ ୧୦ ଲକ୍ଷ ‘ସିଏପିଏଫ୍’ କର୍ମଚାରୀଙ୍କ ୫୦ ଲକ୍ଷ ପରିବାର ସଦସ୍ୟଙ୍କୁ ସ୍ବଦେଶୀ ସାମଗ୍ରୀ ବ୍ୟବହାର କରିବେ।

Leave A Reply

Your email address will not be published.

twenty − 13 =