ମଧ୍ୟପ୍ରଦେଶ କ୍ୟାବିନେଟ ମନ୍ତ୍ରୀ ଅରବିନ୍ଦ ଭୋଦରିଆ କରୋନାରେ ଆକ୍ରାନ୍ତ


ଭୋପାଲ- ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୈହାନଙ୍କ କ୍ୟାବିନେଟର ମନ୍ତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ରିପୋର୍ଟ ପଜିଟିଭ ଆସିଥିବାରୁ ତାଙ୍କୁ କୋଭିଡ ହସ୍ପିଟାଲରେ ଭର୍ତି କରାଯାଇଛି । ଭୋଦିରିଆ ସଂକ୍ରମଣ ହେବାପରେ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି । ବୁୁଧବାର କ୍ୟାବିନେଟ ବୈଠକରେ ମନ୍ତ୍ରୀ ଯୋଗ ଦେଇଥିଲେ । ସେହିପରି ରାଜ୍ୟପାଳ ଲାଲାଜୀ ଟଣ୍ଡନଙ୍କ ଅନ୍ତିମ ସଂସ୍କାରରେ ମଧ୍ୟ ସେ ଯୋଗ ଦେଇଥିଲେ । ମନ୍ତ୍ରୀଙ୍କ ସଂସ୍ପଶୟରେ ଆସିଥିବା ଲୋକଙ୍କୁ ପ୍ରଶାସନ ଚିହ୍ନଟ କରିବା ସହ ଏକାଧିକ ସ୍ଥାନକୁୁ ବିଶୋଧନ କରାଯାଉଛି ।

Leave A Reply

Your email address will not be published.

twenty − 7 =