ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୮,୦୦୦ ଟପିଲା ଦେଶ By Nyayabati Live Last updated May 14, 2020 62 0 1205778418 ନୂଆଦିଲ୍ଲୀ- ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୭୮,୦୦୦ ପାର ହୋଇଛି । ଚବିଶି ଘଂଟରରେ ୩,୭୨୨ ଜଣ ସଂକ୍ରମିତ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ୨୬୨୩୪ ସୁସ୍ଥ ହୋଇଥିବା ବେଳେ ୨୫୪୯ ଜଣଙ୍କ ମୃତୁ୍ୟ ଘଟିଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । 0 62 Share