Browsing Category

ପ୍ରମୁଖ ଖବର

କରୋନା ଟିକା ନେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର କରୋନା ଟିକା ନେଇଛନ୍ତି। ବିଧାନସଭା ପରିସର ଚିକିତ୍ସାଳୟରେ ମୁଖ୍ୟମନ୍ତ୍ରୀ କୋଭାକ୍ସିନ ଟିକା ନେଇଛନ୍ତି। ଟିକା ନେବା ପରେ ଟ୍ୱିଟ ଯୋଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିକ୍ରିୟା ଦେଇଛନ୍ତି। ଯୋଗ୍ୟ ବ୍ୟକ୍ତିଙ୍କୁ ଟିକା ନେବାକୁ
Read More...

ରାଜ୍ୟରେ ଦିନକରେ ଆଉ ୮୬ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ରେ ସୀମିତ ରହିଛି। ଦିନକରେ ଆଉ ୮୬ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧରୁ ୫୦, ସ୍ଥାନୀୟ ୩୬। ମୋଟ ପଜିଟିଭ ସଂଖ୍ୟା ୩,୩୭,୨୭୭ରେ ପହଞ୍ଚିଛି। ୩,୩୪,୫୭୧ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୭୩୭ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ
Read More...

ଦେଶରେ ୧୫,୫୧୦ ନୂଆ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ : ଦେଶରେ କିଛି ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଦେଖାଯାଉଛି। ୨୪ ଘଣ୍ଟାରେ ଆଉ ୧୫,୫୧୦ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ମୋଟ ପଜିଟିଭ ସଂଖ୍ୟା ୧,୧୦,୯୬,୭୩୧କୁ ବୃଦ୍ଧି ପାଇଛି। ଚିିକିତ୍ସାଧୀନ ଅବସ୍ଥାରେ ୧୦୬ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ
Read More...

ଓଡ଼ିଆ ଯୁବକଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତାଙ୍କ ‘ମନ କି ବାତ୍’ କାର୍ଯ୍ୟକ୍ରମରେ ଓଡ଼ିଶାର ଜଣେ ଯୁବକଙ୍କୁ ପ୍ରଶଂସା କରିଛନ୍ତି । ସେହି ଯୁବକ ଜଣକ ହେଉଛନ୍ତି ବେଶ୍ ଜଣାଶୁଣା ଜଗତସିଂହପୁରର ସିଲୁ ନାୟକ ଓରଫ୍ ନାୟକ ସାର୍, ଯାହାଙ୍କ ଠାରୁ ଅନେକ ଯୁବକ ଟ୍ରେନିଂ ପାଇଁ ସେନାରେ ଭର୍ତି
Read More...

ଭିସୁଟ୍ ସଟ୍ ଡାଉନ୍

ସମ୍ବଲପୁର: ଶଟ୍ ଡାଉନ ଘୋଷଣା ହେଲା ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ ଟେକ୍ନୋଲୋଜୀ (ଭିସୁଟ୍) କରୋନା ସଂକ୍ରମଣ ବୃଦ୍ଧି ପାଇବା ପରେ ବୁର୍ଲା ସ୍ଥ୍ିତ ଭିସୁଟ୍କୁ ଶଟଡାଉନ୍ ଘୋଷଣା କରିଛି ଜିଲ୍ଲା ପ୍ରଶାସନ । ଅନ୍ୟାଦେଶ ପର୍ଯ୍ୟନ୍ତ ଏହି ଅନୁଷ୍ଠାନକୁ ବନ୍ଦ ରଖାଯାଇଛି । ଭିସୁଟ୍ର ୧୧ଟି
Read More...

ଚିନ୍ତା ବଢ଼ାଇଲାଣି ୮ ରାଜ୍ୟ

ନୂଆଦିଲ୍ଲୀ: ଦେଶର ୮ ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ମହାରାଷ୍ଟ୍ର ଓ କେରଳରେ ଦୈନିକ ସଂକ୍ରମଣ ହାର ୭୬ ପ୍ରତିଶତ ରହିଥିବା ବେଳେ ରାଜଧାନୀ ଦିଲ୍ଲୀରେ ମଧ୍ୟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି । ଦେଶରେ ଗତ ୨୪ ଘଂଟାରେ ୧୬,୪୮୮ ନୂଆ ସଂକ୍ରମତି ହୋଇଥିଲାବେଳେ ୧୧୩ ଜଣ
Read More...

ଖରିଫ ଧାନସଂଗ୍ରହ ୫୮ଲକ୍ଷ ମେଟ୍ରିକ ଟନ ଟପିଲା

ଭୁବନେଶ୍ବର : ରାଜ୍ୟରେ ଗତ ନଭେମ୍ବର ପ୍ରଥମ ସପ୍ତାହରୁ ଆରମ୍ଭ ହୋଇଥିବା ଖରିଫ ଧାନସଂଗ୍ରହ ପ୍ରକ୍ରିୟାରେ ଆଜିସୁଦ୍ଧା ୫୮ଲକ୍ଷ ୧୭ହଜାର ମେଟ୍ରିକ ଟନ ଧାନ ସଂଗ୍ରହ କରାଯାଇଛି। ଏହି ପ୍ରକ୍ରିୟା ଆସନ୍ତା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ।ଏଥର ଖରିଫ ଧାନସଂଗ୍ରହ ପାଇଁ ଧାର୍ଯ୍ୟ ସମୟର
Read More...

୨୪ ଘଣ୍ଟାରେ ୧୬ ହଜାର ୭୫୨ ଜଣ ନୂଆ ଆକ୍ରାନ୍ତ

ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧୬ ହଜାର ୭୫୨ ଜଣ ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ମୋଟ ସଂକ୍ରମଣ ୧ କୋଟି ୧୦ ଲକ୍ଷ ୯୬ ହଜାର ୭୩୧ରେ ପହଂଚିଛି। ସେହିପରି ୧୧ ହଜାର ୭୧୮ ଜଣ ସଂକ୍ରମିତ ସୁସ୍ଥ ହେବା ପରେ ମୋଟ କରୋନା ଜନିତ ଆରୋଗ୍ୟ ସଂଖ୍ୟା ୧ କୋଟି ୭ ଲକ୍ଷ ୭୫ ହଜାର ୧୬୯କୁ ବୃଦ୍ଧି ପାଇଥିବା
Read More...

ସାତକୋଶିଆ ଇକୋ-ରିଟ୍ରିଟରେ ଅଗ୍ନିକାଣ୍ଡ

କଟକ ଜିଲ୍ଲା ସାତକୋଶିଆ ବାଲିପୁଟ ସ୍ଥିତ ଇକୋ ରିଟ୍ରିଟରେ ଆଜି ଭୋର ୫ଟାରେ ଇଲେକ୍ଟ୍ରିକ ସର୍ଟ ସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟିବ ଫଳରେ ସେଠାରେ ପର୍ଯ୍ୟଟକଙ୍କ ପାଇଁ ଉଦ୍ଦିଷ୍ଟ ୩ଟି କଟେଜ ସମ୍ପୂର୍ଣ୍ଣ ଭସ୍ମୀଭୂତ ହୋଇଯାଇଛି। ତେବେ ସମସ୍ତ ପର୍ଯ୍ୟଟକ ସୁରକ୍ଷିତ ଥିବା ସୂଚନା ମିଳିଛି। ଆଜି
Read More...

ରାଜ୍ୟରେ ୮୭ ନୂଆ କରୋନା ପଜିଟିଭ୍ ଚିହ୍ନଟ

ବହୁଦିନ ଧରି ରାଜ୍ୟରେ ଦୈନିକ ସଂକ୍ରମଣ ଆଶାତୀତ ଭାବେ ହ୍ରାସ ପାଇବା ପରେ ଏବେ ତାହା ପୁଣି ଧୀରେ ଧୀରେ ବୃଦ୍ଧି ହେଉଛି। ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୮୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ
Read More...