Browsing Category

ପ୍ରମୁଖ ଖବର

ବସ୍‍-ଅଟୋ ମୁହାଁମୁହିଁ ଧକ୍କା: ଜଣେ ମୃତ, ୩ ଗୁରୁତର

କଟକ: କଟକ ସ୍ଥିତ ଗତିରାଉତପାଟଣା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବସ୍‍-ଅଟୋ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ଘଟିବା ସହ ୩ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଗୁରୁତରମାନଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ମିଳିଥିବା ସୂଚନା
Read More...

ଚତୃର୍ଥ ଦିନ ପାଇଁ ବି ଭୁବନେଶ୍ୱର ସବୁଠୁ ଉପ୍ତତ ସହର

ଭୁବନେଶ୍ୱର: ଆଜି ବି ରାଜଧାନୀ ଭୁବନେଶ୍ୱର ରାଜର ସବୁଠାରୁ ଉତପ୍ତ ସହର ପରିଗଣିତ ହୋଇଛି । ଆଜି ଭୁବନେଶ୍ୱରର ସର୍ବୋଚ୍ଚ ତାପମାତ୍ରା ୪୦.୪ ଡିଗ୍ରି ସେଲସିୟସ୍ ରେକର୍ଡ କରାଯାଇଛି । ଅପରପକ୍ଷରେ ଫୁଲବାଣୀରେ ତାପମାତ୍ରା ସବୁଠାରୁ କମ୍ ରହିଛି । ଏଠାରେ ତାପମାତ୍ରା ୧୩ ଡିଗ୍ରୀ ସେଲସିୟସ୍
Read More...

ମାର୍ଚ୍ଚ ୩୧ ଯାଏ ବିଦେଶକୁ ଉଡ଼ିବନି ବିମାନ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ପୁଣି ବୃଦ୍ଧି ପାଉଥିବାରୁ ଅନ୍ତର୍ଜାତୀୟ ବିମାନ ସେବା ଉପରେ ଲାଗିଥିବା କଟକଣାକୁ ୩୧ ମାର୍ଚ୍ଚ ଯାଏ ବୃଦ୍ଧି କରାଯାଇଛି । ଏହାର ଅର୍ଥ ଆସନ୍ତା ୩୧ ଯାଏ ଭାରତରୁ କୌଣସି ଅନ୍ତର୍ଜାତୀୟ ବିମାନ ସେବା ଉପଲବ୍ଧ ହେବନାହିଁ । ଏ ସମ୍ପର୍କରେ ଡିଜିସିଏ ପକ୍ଷରୁ
Read More...

୭ଦିନ ଗୃହ ପୃଥକ ବାସରେ ରହିବେ ୫ ରାଜ୍ୟ ଫେରନ୍ତା

ଭୁବନେଶ୍ୱର: ୫ଟି ରାଜ୍ୟ ତଥା ମହାରାଷ୍ଟ୍ର, କେରଳ, ତାମିଲନାଡ଼ୁ, ଛତିଶଗଡ଼ ଓ ମଧ୍ୟପ୍ରଦେଶରୁ ଫେରନ୍ତା ଯାତ୍ରୀମାନେ ଏଣିକି କଡା ନଜରରେ ରହିବେ । ସେମାନଙ୍କୁ ବିମାନବନ୍ଦର ଓ ରେଳ ଷ୍ଟେସନରେ ଥର୍ମାଲ ସ୍କ୍ରିନିଂ ସହ ରାପିଡ୍ ଆଣ୍ଟିଜେନ୍ କିଟ୍ ପରୀକ୍ଷା କରାଯିବ । ଏହି ନିଦେ୍ର୍ଧଶନାମା
Read More...

ବିଧାନସଭାରେ ଶ୍ରୀ ମନ୍ଦିର ପରିକ୍ରମା ସଂକଳ୍ପ ପାରିତ

ଭୁବନେଶ୍ୱର: ବିଶ୍ୱପ୍ରସିଦ୍ଧ ଶ୍ରୀମନ୍ଦିର ପରିକ୍ରମା ଯୋଜନା ଆଜି ବିଧାନସଭାରେ ସର୍ବସମ୍ମତି କ୍ରମେ ଗୃହିତ ହୋଇଛି । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ବିଧାନସଭାରେ ଶ୍ରୀମନ୍ଦିର ପରିକ୍ରମା ଯୋଜନା ସଂକଳ୍ପ ବିଧାନସଭାରେ ଆଗତ କରିଥିଲେ । ସଂକଳ୍ପକୁ ବିରୋଧି ଦଳ ନେତା ଶ୍ରୀପ୍ରଦୀପ
Read More...

୧୮୩ ଘରୋଇ ହସ୍ପିଟାଲକୁ ମିଳିଲା ଟିକାଦାନ ଅନୁମତି

ଭୁବନେଶ୍ୱର : ଓଡିଶାର ୧୮୩ଟି ଘରୋଇ ହସ୍ପିଟାଲରେ କୋଭିଡ୍ -୧୯ ଟୀକାକରଣ ହେବ । ଏଥିପାଇଁ ରାଜ୍ୟକୁ ଅନୁମତି ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ । ଏହି ଅନୁମତି ପାଇଁ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କେନ୍ଦ୍ର ସ୍ୱାସ୍ଥ୍ୟ
Read More...

ଧାନ ସଂଗ୍ରହ କେନ୍ଦ୍ରରେ ବିଷ ପିଇଲେ ଚାଷୀ

ଭଦ୍ରକ: ଟୋକାନ ପରେ ଧାନ କିଣା ନ ହେବାରୁ ସରକାରୀ ଧାନସଂଗ୍ରହ କେନ୍ଦ୍ର ଆଗରେ ବିଷ ପିଇଲେ ଚାଷୀ। ଗୁରୁତର ଅବସ୍ଥାରେ ତାଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ଭଦ୍ରକ ବ୍ଲକ ବନ୍ଧଗାଁ ପଞ୍ଚାୟତରେ ବାବା ରାମେଶ୍ୱର ମହିଳା ଗୋଷ୍ଠିକୁ ଧାନ କିଣା ପାଇଁ ନିର୍ଦେଶ
Read More...

ପୁଲିସ ଡିଏସ୍‌ପି ପଦ​ରେ‌ ନିଯୁକ୍ତି ପାଇଲେ ହିମା

ଦିସପୁର୍‌ : ଆସାମ ପୁଲିସ ବିଭାଗରେ ଡିଏସ୍‌ପି ପଦରେ ଶୁକ୍ରବାର ନିଯୁକ୍ତି ପାଇଛନ୍ତି ତାରକା ମହିଳା ସ୍ପ୍ରିଣ୍ଟର୍‌ ହିମା ଦାସ। ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନାୱାଲ୍‌ ଶୁକ୍ରବାର ହିମାଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଥିଲେ। ଏହି ଅବସରରେ ଆସାମ ପୁଲିସ ବିଭାଗର ମହାନିର୍ଦେଶକ
Read More...

୫ ରାଜ୍ୟ ଫେରନ୍ତାଙ୍କ ଉପରେ କଡା ନଜର ରଖିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର : କିଛି ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ଦେଖାଯାଉଛି। ତେଣୁ ସାମ୍ଭାବ୍ୟ ସଂକ୍ରମଣ ବୃଦ୍ଧି ଆଶଙ୍କାକୁ ନେଇ ଓଡିଶା ସରକାର ୫ ରାଜ୍ୟ ଫେରନ୍ତାଙ୍କ ଉପରେ କଡା ନଜର ରଖିବାକୁ ଶନିବାର ନିର୍ଦ୍ଦେଶ ଦେଇଛନ୍ତି।। ସମସ୍ତ ଜିଲ୍ଲାପାଳ, ପୌରାଞ୍ଚଳ କମିଶନଙ୍କୁ ନଜର ରଖିବାକୁ
Read More...

ଶନି ଓ ରବିବାର ଟିକାକରଣ ବନ୍ଦ

ନୂଆଦିଲ୍ଲୀ : ଫେବୃଆରୀ ୨୭ (ଶନିବାର) ଓ ୨୮ ତାରିଖ (ରବିବାର) ଦୁଇଦିନ ପାଇଁ ଦେଶରେ କରୋନା ଟିକାକରଣ ଅଭିଯାନକୁ ବନ୍ଦ ରଖାଯିବ। କୋ-ୱିନ ଡିଜିଟାଲ ପ୍ଲାଟଫର୍ମକୁ କୋ-ୱିନ ୧.୦ରୁ କୋ-ୱିନ ୨.୦କୁ ଅପଗ୍ରେଡେସନ ଲାଗି ଆଇଟି ସିଷ୍ଟମ୍ ଟ୍ରାଞ୍ଜିସନ କରାଯିବାକୁ ଥିବାରୁ ଏହି ଦୁଇଦିନ ଟିକାକରଣ
Read More...