ଦିଲ୍ଲୀ ପୋଷାକ କାରଖାନାରେ ଅଗ୍ନିକାଣ୍ଡ
ନୂଆଦିଲ୍ଲୀ : ଦିଲ୍ଲୀର ପ୍ରତାପନଗରସ୍ଥିତ ଏକ ପୋଷାକ କଳକାରଖାନାରେ ଆଜି ସକାଳ ସମୟରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ନେଇ ଖବର ମିଳିଛି। ଖବର ପାଇବା ମାତ୍ରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ଖୁବ ଚେଷ୍ଟା କରି ନିଆଁକୁ ଆୟତ୍ତ କରିଛନ୍ତି। ଏହାସହ ସେଠାରେ ଉଦ୍ଧାର କାର୍ଯ୍ୟ ମଧ୍ୟ ଜାରି ରହିଛି।!-->…
Read More...
Read More...