Browsing Category

ପ୍ରମୁଖ ଖବର

୨୪ ଘଣ୍ଟାରେ ୯୪ ନୂଆ କରୋନା ପଜିଟିଭ

ଭୁବନେଶ୍ୱର : ରାଜ୍ୟରେ କିଛି ଦିନରେ ପଜିଟିଭ ସଂଖ୍ୟା ୮୦ ମଧ୍ୟରେ ସୀମତି ରହୁଥିବା ବେଳେ ଏଥିରେ ଏବେ କିଛି ପରିମାଣରେ ବୃଦ୍ଧି ହେଉଥିବା ଦେଖାଯାଉଛି। ୨୪ ଘଣ୍ଟାରେ ଆଉ ୯୪ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧରୁ ୫୬, ସ୍ଥାନୀୟ ୩୮। ମୋଟ ପଜିଟିଭ ସଂଖ୍ୟା ୩,୩୭,୦୧୮ରେ ପହଞ୍ଚିଛି।
Read More...

ସାଇବର ଠକେଇ ପାଇଁ ‘ସ୍ବତନ୍ତ୍ର କଲ୍‌ ସେଣ୍ଟର’

ଭୁବନେଶ୍ବର : କ୍ରମବର୍ଦ୍ଧିଷ୍ଣୁ ସାଇବର ଅପରାଧ ଏବେ ସବୁଠାରୁ ଚିନ୍ତାର ବିଷୟ ହୋଇଛି। ନୂଆ ନୂଆ ଉପାୟରେ ନିର୍ଦିଷ୍ଟ କିଛି କଲ୍‌ସେଣ୍ଟରରୁ ଏହା ପରିଚାଳିତ ହେଉଥିବା କମିସନରେଟ ପୁଲିସ ସନ୍ଦେହ କରୁଛି। କିଛି ନିର୍ଦିଷ୍ଟ ଗ୍ୟାଙ୍ଗ ବିଭିନ୍ନ ୱେବ୍‌ସାଇଟ୍‌ ଏବଂ ଅନ୍‌ଲାଇନ୍‌ ସପିଙ୍ଗ ସାଇଟ୍‌ରୁ
Read More...

ବିଧାନସଭା ପ୍ରଶ୍ନକାଳରେ ବାଲିତାତି

ଭୁବନେଶ୍ବର: ଆଜି ବିଧାନସଭା ପ୍ରଶ୍ନକାଳରେ ବାଲି ତାତି ଦେଖିବାକୁ ମିଳିଛି। ଆଜି ବିଧାନସଭାରେ ବାଲିନୀତିକୁ ନେଇ ସରଗରମ ଆଲୋଚନା ହୋଇଛି। ରାଜ୍ୟରେ ବ୍ୟାପକ ବାଲି ଚୋରି ହେଉଥିବା ଅଭିଯୋଗ ଆଣି ବାଲି ନୀତି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଉଭୟ କଂଗ୍ରେସ ଓ ବିଜେପି ଘେରିଛନ୍ତି। ରାଜ୍ୟରେ ବ୍ୟାପକ
Read More...

ଏଲଓସିରେ ଅସ୍ତ୍ରବିରତି ପାଇଁ ଭାରତ-ପାକିସ୍ତାନ ପୁଣି ସମ୍ମତ

ନୂଆଦିଲ୍ଲୀ : ଜାମ୍ମୁ-କାଶ୍ମୀର ନିୟନ୍ତ୍ରଣ ରେଖା(ଏଲ୍‌ଓସି)ରେ ଗୁଳିଗୋଳା ବନ୍ଦ ପାଇଁ ଭାରତ ଓ ପାକିସ୍ତାନ ଗୁରୁବାର ସମ୍ମତ ହୋଇଛନ୍ତି। ଉଭୟ ରାଷ୍ଟ୍ରର ମିଲିଟାରୀ ଅପରେସନର ଡାଇରେକ୍ଟର ଜେନେରାଲ (ଡିଜିଏମ୍‌ଓ)ଙ୍କ ମଧ୍ୟରେ ହୋଇଥିବା ହଟଲାଇନ୍ ଆଲୋଚନାରେ ଏହି ସମ୍ମତି ପ୍ରକାଶ ପାଇଛି। ଉଭୟ
Read More...

ଆଜି ଭାରତ ବାଣିଜ୍ୟ ବନ୍ଦ

ଭୁବନେଶ୍ବର : ଦ୍ରବ୍ୟ ଓ ସେବା କର(ଜିଏସଟି)ରେ ବାରମ୍ବାର ପରିବର୍ତ୍ତନକୁ ବିରୋଧ କରି ସର୍ବଭାରତୀୟ ବ୍ୟବସାୟ ସଂଗଠନ ଶୁକ୍ରବାର ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ‘ଭାରତ ବାଣିଜ୍ୟ ବନ୍ଦ’ ଡାକରା ଦେଇଛି। ଏହି ବାଣିଜ୍ୟ ବନ୍ଦକୁ ସର୍ବଭାରତୀୟ ବ୍ୟବସାୟୀ ସଂଗଠନ ଓଡ଼ିଶା ଶାଖା ପକ୍ଷରୁ
Read More...

ଅଂଶୁଘାତ ପାଇଁ ସତର୍କ ସୂଚନା ଜାରି

ଭୁବନେଶ୍ୱର : ରାଜ୍ୟରେ ଧିରେ ଧିରେ ଖରାର ପ୍ରଭାବ ବୃଦ୍ଧି ହେଉଛି। ଅଂଶୁଘାତ ପାଇଁ ସତର୍କ ରହିବାକୁ ଡେପୁଟି ଏସଆରସି ପରାମର୍ଶ ଦେଇଛନ୍ତି। କେଉଁ ଗାଁ, ପଡାରେ ଜଳାଭାବ ରହିଛି ସେନେଇ ଜିଲ୍ଲାପାଳଙ୍କୁ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ସ୍କୁଲ ପିଲାଙ୍କୁ ପାଣି ବୋତଲ ସାଥୀରେ ଦେବାକୁ
Read More...

ଓଟିଟି ଫ୍ଲାଟଫର୍ମ ଓ ସାମାଜିକ ଗଣମାଧ୍ୟମ ପାଇଁ ଜାରି ହେଲା ଗାଇଡଲାଇନ

ନୂଆଦିଲ୍ଲୀ: ସୋଶାଲ ମିଡିଆ ଓ ଷ୍ଟ୍ରିମିଂ ପ୍ଲାଟଫର୍ମ ପାଇଁ ଆଜି କେନ୍ଦ୍ର ସରକାର ନୂଆ ଗାଇଡଲାଇନ ଜାରି କରିଛନ୍ତି। ଅନେକ ସମୟରେ ଓଟିଟି ପ୍ଲାଟଫର୍ମ ଓ ସାମାଜିକ ଗଣମାଧ୍ୟମରେ ଆପତ୍ତିଜନକ ବିଷୟବସ୍ତୁ ପ୍ରକାଶିତ ହେଉଥିବାରୁ, ଏହାକୁ ନିୟନ୍ତ୍ରଣ କରିବା ପାଇଁ ଗାଇଡଲାଇନରେ ସ୍ୱତନ୍ତ୍ର
Read More...

ପଶ୍ଚିମବଙ୍ଗ: ବିଧାନସଭା ନିର୍ବାଚନ ପୂର୍ବରୁ ପଦ୍ମ ଧରିଲେ ଅଭିନେତ୍ରୀ ପାୟଲ ସରକାର

କଲକତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ସମସ୍ତ ରାଜନୈତିକ ଦଳ ନିଜକୁ ମଜବୁତ କରିବାରେ ଲାଗିଛନ୍ତି। ନିର୍ବାଚନ ଜିତିବା ପାଇଁ ବିଜେପି ମଧ୍ୟ ନିଜର ସମ୍ପୂର୍ଣ୍ଣ ଶକ୍ତି ଲଗାଇଦେଇଛି। ପ୍ରାର୍ଥୀମାନେ ମଧ୍ୟ ନିର୍ବାଚନ ପୂର୍ବରୁ ନିଜ ପ୍ରିୟ ଦଳ ଆଡ଼କୁ ମୁହାଁଉଛନ୍ତି। ଇତି ମଧ୍ୟରେ
Read More...

କଟକ ବମ୍ଫକୁଦ ଫାର୍ମ ହାଉସ ନିକଟରେ ଅଗ୍ନିକାଣ୍ଡ

କଟକ : କଟକ ଜିଲା ସଦର ଥାନା ବମ୍ଫକୁଦ ଫାର୍ମ ହାଉସ ନିକଟରେ ଗୁରୁବାର ଅଗ୍ନିକାଣ୍ଡ ଘଟିଛି। ଫାର୍ମ ହାଉସ ପାଖରେ ଥିବା ବୁଦୁବୁଦିଆ ଜଙ୍ଗଲରେ ନିଆଁ ଲାଗିବା ସହ ନିକଟରେ ଥିବା ପେଟ୍ରୋଲ ପମ୍ପକୁ ନିଆଁ ବ୍ୟାପିବା ନେଇ ଆଶଙ୍କା ରହିଛି। ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁ
Read More...

ଇକ୍ୱେଡର କାରାଗାରରେ ସଂଘର୍ଷ: ୭୫ କଏଦୀ ମୃତ

ଗୁଆକ୍ବିଲ: ଦକ୍ଷିଣ ଆମେରିକୀୟ ରାଷ୍ଟ୍ର ଇକ୍ୱେଡର କାରାଗାରରେ କଏଦୀଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଘଟି ୭୫ ଜଣଙ୍କର ମୃତ୍ୟୁ ଘଟିଛି ଓ ବହୁ କଏଦୀ ଆହତ ହୋଇଛନ୍ତି। ଦେଶର କାରାଗାରଗୁଡ଼ିକରେ ଆବଶ୍ୟକତା ତୁଳନାରେ ବହୁ ଅଧିକ କଏଦୀ ଅବସ୍ଥାନ କରୁଥିବାବେଳେ ବିଭିନ୍ନ କାରଣରୁ ସେମାନଙ୍କ ମଧ୍ୟରେ
Read More...