Browsing Category

ପ୍ରମୁଖ ଖବର

ସନ୍‌ ହସ୍ପିଟାଲ ସାମୟିକ ବନ୍ଦ

କଟକ: କଟକ ଜିଲା ତୁଳସୀପୁରରେ ସ୍ଥିତ ସନ୍ ହସ୍ପିଟାଲକୁ ସାମୟିକ ଭାବେ ବନ୍ଦ କରାଯାଇଛି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଏହି ହସ୍ପିଟାଲକୁ ବନ୍ଦ କରାଯାଇଥିବା ସୂଚନା। ଅଗ୍ନିକାଣ୍ଡ ପରେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ସୋ କଜ୍ ନୋଟିସ୍ ହୋଇଥିଲା। ସନ୍ତୋଷଜନକ ଉତ୍ତର ନ ମିଳିବାରୁ ସାମୟିକ
Read More...

ନାଳକକୁ ପୁଣି କଟିଲା ୩୫ ହଜାର ଟଙ୍କାର ଫାଇନ

ରାଜ୍ୟରେ ଚାଲିଛି ଟ୍ରାଫିକ ଧରପଗଡ । କଡାକଡି କରାଯାଉଛି ଯାଂଚ । ଅମାନିଆ ଗାଡି ଚାଳକକୁ ପଡୁଛି ମୋଟା ଅଙ୍କର ଜରିମନା । ଏହି କ୍ରମରେ ନାବାଳକକୁ ଗାଡି ଚଳାଇବା ପାଇଁ ୩୫ ହଜାର ଟଙ୍କା ଫାଇନ କରାଯାଇଛି । ଏପରି ଘଟଣା ଘଟିଛି ପୁରୀ ଜିଲ୍ଲା ଟାଉନ ଥାନା ମାର୍କେଣ୍ଡଶ୍ୱର ସାହି ନୂଆାଟଣାରେ
Read More...

ଉତ୍ତରାଖଣ୍ଡ ହିମସ୍ଖଳନ ବିପର୍ଯ୍ୟୟ ପଛରେ ନିଖୋଜ ରେଡିଓଆକ୍ଟିଭ ଉପକରଣ

ଡେରାଡୁନ: ଉତ୍ତରାଖଣ୍ଡରେ ହୋଇଥିବା ପ୍ରାକୃତିକ ବିପର୍ଯ୍ୟୟକୁ ନେଇ ବିଭିନ୍ନ କାରଣ ଦର୍ଶାଯାଉଛି। ଏହି କ୍ରମରେ ରବିବାର ପ୍ରାକୃତିକ ବିପର୍ଯ୍ୟୟର ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ଚମେଲି ଜିଲାର ରେଣୀ ଗ୍ରାମର ବାସିନ୍ଦା ଭିନ୍ନ କାରଣ ଦର୍ଶାଇଛନ୍ତି। ଗାଁ ଲୋକେ କହିଛନ୍ତି ଯେ ରେଡିଓଆକ୍ଟିଭ
Read More...

ହ୍ବାଟସଆପକୁ ଟକ୍କର ଦେବ ସ୍ବେଦେଶୀ ଜ୍ଞାନକୌଶରେ ନିର୍ମିତ ‘ସନ୍ଦେଶ’

ନୂଆଦିଲ୍ଲୀ: ଭାରତ ସରକାର ଆତ୍ମନିର୍ଭର ଭାରତକୁ ଗୁରୁତ୍ବ ଦେଉଥିବା ବେଳେ ସ୍ବଦେଶୀ ଜିନିଷକୁ ପ୍ରୋତ୍ସାହିତ କରୁଛନ୍ତି । ହ୍ବାଟସଆପକୁ ଟକ୍କର ଦେବା ପାଇଁ କେନ୍ଦ୍ର ସରକାର ଏକ ମେସେଜିଂ ଆପ୍ ‘ସନ୍ଦେଶ’ ଲଞ୍ଚ କରିଛନ୍ତି। ତେବେ ବର୍ତ୍ତମାନ ଏହା ସରକାରୀ କର୍ମଚାରୀଙ୍କ ପାଇଁ ବ୍ୟବହୃତ ହେବ। ପରେ
Read More...

ମୁମ୍ବଇର ସିଲିଣ୍ଡର ଗୋଦାମରେ ବିସ୍ଫୋରଣ ; ୪ ଆହତ

ମୁମ୍ବଇ : ମୁମ୍ବଇର ଅନେ୍ଧରୀ ଅଞ୍ଚଳରେ ୟାରୀ ରୋଡ ନିକଟସ୍ଥ ଏକ ସିଲିଣ୍ଡର ଗୋଦାମରେ ବିସ୍ଫୋରଣ ହୋଇ ଅଗ୍ନିକାଣ୍ଡ ହୋଇ ଥିବା ନେଇ ବୁଧବାର ଖବର ମିଳିଛି। ଏହି ଘଟଣାରେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ତୁରନ୍ତ ସେମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ କେଉଁ
Read More...

ପରମାଣୁ ଅସ୍ତ୍ର ବୃଦ୍ଧି ପାଇଁ ହ୍ୟାକର୍ସଙ୍କ ସାହାରା ନେଉଛି ଉତ୍ତର କୋରିଆ

ନ୍ୟୁୟର୍କ: ଉତ୍ତର କୋରିଆ ନିଜର ପରମାଣୁ କାର୍ଯ୍ୟକ୍ରମକୁ ଜାରି ରଖିବା ଏବଂ ଶକ୍ତିଶାଳୀ ଦେଶ ତାଲିକାରେ ସାମିଲ ହେବାର ସ୍ବପ୍ନ ପୂରଣ କରିବା ଲାଗି ହ୍ୟାକର୍‌ମାନଙ୍କ ସାହାରା ନେଉଛି। ପରମାଣୁ କାର୍ଯ୍ୟକ୍ରମକୁ ଅର୍ଥ ଯୋଗାଇବା ଲାଗି ଏହି ଦେଶ ନିଜ ହ୍ୟାକର୍‌ମାନଙ୍କ ଜରିଆରେ ଗତବର୍ଷ ହଜାର
Read More...

ଲିଙ୍ଗରାଜ ମନ୍ଦିରରୁ ଉଠିନି ବାଇ-ଲ

ପୁରୀ : କେବଳ ପୁରୀ ଶ୍ରୀମନ୍ଦିର ପାଇଁ ବାଇ-ଲ ପ୍ରତ୍ୟାହାର ହୋଇଛି, ହେଲେ ଲିଙ୍ଗରାଜ ମନ୍ଦିର ପାଇଁ ହୋଇନାହିଁ। ଜାତୀୟ କୀର୍ତ୍ତିରାଜି ପ୍ରାଧିକରଣ-NMAର ପ୍ରସ୍ତାବିତ ଅଧିନିୟମ ଚିଠା ପ୍ରତ୍ୟାହାର ସମ୍ପର୍କରେ ପ୍ରତିକ୍ରିୟା ରଖି ଆଜି ଏହା କହିଛନ୍ତି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ
Read More...

ଅଷ୍ଟ୍ରେଲିଆନ୍ ଓପନ୍‌ ଗ୍ରାଣ୍ଡସ୍ଲାମ୍ ଟେନିସ୍ ଆରମ୍ଭ

ମେଲ୍‌ବୋର୍ଣ୍ଣ: ସୋମବାରଠାରୁ ଏଠାରେ ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ୍ ଟେନିସ୍ ଚମ୍ପିଆନ୍‌ସିପ ଅଷ୍ଟ୍ରେଲିଆନ୍ ଓପନ୍‌ ଆରମ୍ଭ ହୋଇଛି। ପ୍ରଥମଦିନ ପୁରୁଷ ସିଙ୍ଗଲ୍‌ସରେ ଟପ୍ ସିଡ୍‌ ନୋଭାକ୍ ଜୋକୋଭିକ୍, ୩ୟ ସିଡ୍‌ ଡମିନିକ୍ ଥିଏମ୍, ୬ଷ୍ଠ ସିଡ୍ ଆଲେକ୍‌ଜାଣ୍ଡର ଥିଏମ୍ ଏବଂ ମହିଳା ସିଙ୍ଗଲ୍‌ସରେ
Read More...

ଦେଶରେ କରୋନା ଆରୋଗ୍ୟ ହାର ୯୭.୨୫%କୁ ବୃଦ୍ଧି

ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ହ୍ରାସ ପାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ୯ ହଜାର ୧୧୦ ଜଣ ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ମୋଟ ସଂକ୍ରମଣ ୧ କୋଟି ୮ ଲକ୍ଷ ୪୭ ହଜାର ୩୦୪ରେ ପହଂଚିଛି। ସେହିପରି ୧୪ ହଜାର ୧୬ ଜଣ ସଂକ୍ରମିତ ସୁସ୍ଥ ହେବା ପରେ ମୋଟ କରୋନା ଜନିତ ଆରୋଗ୍ୟ ସଂଖ୍ୟା ୧ କୋଟି ୫
Read More...

ପୁଅର ଭୁଲ ପାଇଁ ବାପାର ଆତ୍ମହତ୍ୟା, ସମଗ୍ର ଅଞ୍ଚଳରେ ଶୋକର ଛାୟା

ଫୁଲବାଣୀ : ପରଠାରୁ ଗାଡି ମାଗି ଆଣ ଦୁର୍ଘଟଣାର ଶୀକାର ହେଲା ପୁଅ। ଭାଙ୍ଗିରୁଜି ଗଲା ଦାମିକା ବାଇକ। ଗାଡି ମାଲିକ ମାଗିବା କ୍ଷତିପୁରଣ ଦେଇ ନ ପାରି ବାପା କିଛି ଉପାୟ ନ ପାଇ କୀଟନାଶକ ପିଇ ଆତ୍ମହତ୍ୟା କଲା। ଏଭଳି ଦୁଃଖଦ ଘଟଣା ଘଟିଛି ଗୋଚ୍ଛାପଡା ଥାନା କିଲୁପଙ୍ଗା ଗ୍ରାମରେ। ସୂଚନା
Read More...