Browsing Category

ପ୍ରମୁଖ ଖବର

ଅଭିନେତା-ନିର୍ଦ୍ଦେଶକ ରାଜୀବ କପୁରଙ୍କ ୫୮ ବର୍ଷ ବୟସରେ ଦେହାନ୍ତ

ଲୋକପ୍ରିୟ ଚଳଚ୍ଚିତ୍ର ନିର୍ମାତା ତଥା ଅଭିନେତା ରାଜ କପୁରଙ୍କ ପୁଅ ଅଭିନେତା-ନିର୍ଦ୍ଦେଶକ ରାଜୀବ କପୁରଙ୍କ ଆଜି ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୮ ବର୍ଷ ବୟସ ହୋଇଥିଲା। ଦିବଂଗତ ଅଭିନେତା ରୂଷି କାପୁରଙ୍କ ପତ୍ନୀ ନୀତୁ କାପୁର ପ୍ରଥମେ ଇନଷ୍ଟାଗ୍ରାମରେ ଏହି ଖବର ଦେଇଛନ୍ତି।
Read More...

ହାତରୁ ଖସିଲା ଚେନ୍ନାଇ ଟେଷ୍ଟ, ୨୨୭ ରନରେ ହାରିଲା ଭାରତ

ଭାରତୀୟ କ୍ରିକେଟ ଦଳର ବ୍ୟାଟିଂ ବିପର୍ଯ୍ୟୟ ଯୋଗୁ ଚେନ୍ନାଇରେ ଅନୁଷ୍ଠିତ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଇଂଲଣ୍ଡ ଭାରତକୁ ୨୨୭ ରନରେ ପରାଜିତ କରିଛି। ଗତକାଲି ମ୍ୟାଚର ୪ର୍ଥ ଦିନରେ ୪୨୦ ରନର ବିଜୟ ଲକ୍ଷ୍ୟ ନେଇ ଭାରତ ବ୍ୟାଟିଂ ଆରମ୍ଭ କରିଥିଲା। ଆଜି ମାତ୍ର ୧୯୨ରନରେ ଭାରତର ସମସ୍ତ ଖେଳାଳି
Read More...

ଉତ୍ତରାଖଣ୍ଡ ହିମସ୍ଖଳନ; ମୃତ୍ୟୁସଂଖ୍ୟା ୨୬କୁ ବୃଦ୍ଧି,୨୦୩ ନିଖୋଜ

ଡେରାଡୁନ: ଦେବଭୂମି ଉତ୍ତରାଖଣ୍ଡରେ ହିମସ୍ଖଳନ ଯୋଗଁୁ ଅଳକାନନ୍ଦା ଓ ଧଉଳିଗଙ୍ଗାରେ ଦେଖାଯାଇଥିବା ଆକସ୍ମିକ ବନ୍ୟାରେ ମୃତ୍ୟୁସଂଖ୍ୟା ୨୬କୁ ବୃଦ୍ଧି ପାଇଛି। ରାଜ୍ୟ ପୁଲିସ କହିବା ଅନୁଯାୟୀ ଏହି ଘଟଣାରେ ନିଖୋଜଙ୍କ ସଂଖ୍ୟା ୨୦୨ ହୋଇଥିବା ପ୍ରଶାସନ ଆକଳନ କରିଛି। ନିଖୋଜଙ୍କୁ ଉଦ୍ଧାର କରିବା
Read More...

ଦିଲ୍ଲୀ ଲାଲକିଲ୍ଲା ହିଂସା ଘଟଣାର ମୁଖ୍ୟ ଅଭିଯୁକ୍ତ ଦୀପ ସିଦ୍ଧୁ ଗିରଫ

ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ ଦୀପ ସିଦ୍ଧୁଙ୍କୁ ଗିରଫ କରିଛି। ଗତ ଜାନୁଆରୀ ୨୬ରେ ଟ୍ରାକ୍ଟର ରାଲି ଆଳରେ ଦିଲ୍ଲୀ ଲାଲକିଲ୍ଲାରେ ସଂଗଠିତ ହିଂସା ଘଟଣାରେ ସିଦ୍ଧୁ ମୁଖ୍ୟ ସୂତ୍ରଧର ବୋଲି କୁହାଯାଉଛି। ପ୍ରାୟ ୧୫ ଦିନ ହେବ ଫେରାର ଥିବା ଦୀପ ସିଦ୍ଧୁକୁ ସ୍ୱତନ୍ତ୍ର ସେଲ୍ ଟିମ୍ ପଞ୍ଜାବର
Read More...

ଆସନ୍ତାକାଲି ବିଶ୍ୱ ସ୍ଥାୟୀ ବିକାଶ ଶିଖର ସମ୍ମିଳନୀ ୨୦୨୧

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ସନ୍ଧ୍ୟାରେ ଭିଡ଼ିଓ କନ୍‍ଫରେନ୍ସିଂ ଜରିଆରେ ବିଶ୍ୱ ସ୍ଥାୟୀ ବିକାଶ ଶିଖର ସମ୍ମିଳନୀ ୨୦୨୧କୁ ଉଦ୍‍ଘାଟନ କରିବେ। ଏହି ସମ୍ମଳିନୀର ବିଷୟବସ୍ତୁ ରହିଛି, ଆମ ଭବିଷ୍ୟତର ପୁନଃନିର୍ଦ୍ଧାରଣ, ସମସ୍ତଙ୍କ ପାଇଁ ନିରାପଦ ଏବଂ ସୁରକ୍ଷିତ ପରିବେଶ। ଏଥିରେ
Read More...

୬୦ ଲକ୍ଷ ଟପିଲା କୋଭିଡ ଟୀକାକରଣ

ଦେଶରେ କରୋନା ମହାମାରୀର ମୁକାବିଲା ନିମନ୍ତେ ଆରମ୍ଭ ହୋଇଥିବା କୋଭିଡ ପ୍ରତିଷେଧକ ଟିକାକରଣ ୨୪ ଦିନ ମଧ୍ୟରେ ୬୦ ଲକ୍ଷ ଅତିକ୍ରମ କରିଛି। ଗତକାଲି ସୁଦ୍ଧା ୬୦ ଲକ୍ଷ ୩୫ ହଜାର ୬୬୦ ଜଣ ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡିର ଯୋଦ୍ଧାଙ୍କୁ ଟିକାକରଣ କରାଯାଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ
Read More...

୮ଜିଲ୍ଲାରେ ହେବ ଶୀତ ଲହରୀ ଜାରିହେଲା ଯେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଗତ ଜାନୁୟାରୀ ମାସରେ ଶୀତ ରାଜବାସୀଙ୍କ ସହ ଲୁଚକାଳି ଖେଳିଥିଲା । କିନ୍ତୁ ଫେବ୍ରୃଆରି ମାସ ଆରମ୍ଭରୁ ରାଜ୍ୟ ମଧ୍ୟକୁ ଶୀତ ଲହରୀ ପ୍ରବାହିତ ହେବା ସହି ତମାମ୍ ରାଜ୍ୟରେ ପ୍ରବଳ ଶୀତ ଅନୁଭୂତ ହୋଇଛି । ଉତର, ଦକ୍ଷିଣ ଆଭ୍ୟନ୍ତରୀଣ ଜିଲ୍ଲାଗୁଡିକଠାରୁ ଆରମ୍ଭ କରି ପଶ୍ଚିମ ଓ ଉପକୂଳ
Read More...

ଇତିହାସ ରଚିବ ଆମେରିକା, ଦେଶରୁ ବନ୍ଦ ହେବ ମୃତ୍ୟୁଦଣ୍ଡ

ଆମେରିକା: ଆମେରିକା ରାଷ୍ଟ୍ରପତି ଜୋ-ବାଇଡେନ୍ ତାଙ୍କ ଦେଶରେ କୌଣସି ଅପରାଧିଙ୍କୁ ମୃତ୍ୟୁଦଣ୍ଡ ଦେବାର ଥିବା ପ୍ରାବଧାନକୁ ବନ୍ଦ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ବାଇଡେନ୍ ରାଷ୍ଟ୍ରପତି ହେବା ପୂର୍ବରୁ ନିର୍ବର୍ାଚନ ସମୟରେ ଦେଶର ଲୋକମାନଙ୍କୁ ଏଭଳି ପ୍ରତିଶୃତି ଦେଇଥିଲେ ।
Read More...

ବଢିଲା ବସ୍ ଭଡା

ଭୁବନେଶ୍ୱର: ପେଟ୍ରୋଲ ଓ ଡିଜେଲ୍ ମୂଲ୍ୟ ବାରମ୍ବାର ବୃଦ୍ଧି ଘଟୁଥିବାରୁ ବାଧ୍ୟ ହୋଇ ପରିବହନ ବିଭାଗ ଏକାଧିକ ବାର କିଲୋମିଟର ପିଛା ଭଡାର ମୂଲ୍ୟ ବୃଦ୍ଧି କରିଛନ୍ତି । ସଦ୍ୟ ବଢିଥିବା ବସ୍ଭଡା ଅନୁଯାୟୀ ଯାତ୍ରୀମାନଙ୍କୁ ଏଣିକି ପ୍ରତି କିଲୋମିଟର ପିଛା ସାଧାରଣ ବସ୍ରେ ୬ ପଇସା,
Read More...

ଶୁଖିଲା ପଡ଼ିଲା ଓଡ଼ିଶାର ଜୀବନରେଖା

କଣ୍ଟିଲୋ: ମାଘ ମାସରେ ରାଜ୍ୟର ବଡନଦୀ କୁହାଯାଉଥିବା ଚିରସ୍ରୋତା ମହାନଦୀ ଶୁଖିଲା ପଡିଛି। ମହାନଦୀ ଉପରେ ନିର୍ଭର କରି ଆବହମାନକାଳରୁ କୁଟୁମ୍ବ ପୋଷି ଆସୁଥିବା ହଜାର ହଜାର କୈବର୍ତ୍ତ ପରିବାର ଏବେ ଭୋକ ଓପାସରେ ରହୁଥିବା ଦେଖିବାକୁ ମିଳୁଛି। ମହାନଦୀର ଦକ୍ଷିଣପାର୍ଶ୍ୱରେ ନୟାଗଡ ଜିଲା
Read More...