Browsing Category

ପ୍ରମୁଖ ଖବର

୪୮କେ.ଜି ଗଞ୍ଜେଇ ଜବତ,୨ଗିରଫ

କେସିଙ୍ଗା: କେସିଙ୍ଗା ଆଦର୍ଶ ଥାନା ପୁଲିସ ଏକ ହୋଣ୍ଡା ସିଟି କାର ୟକ୍ଷ୩ମ ବଳ୫୨୧୫ ନମ୍ବର ଉପରେ ଙଜ୧୦ମ୯୪୩୫ ଷ୍ଟିକର ଲଗାଇ ଆଜି ପୁଣି ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ କୁର୍ଲୁପଡା ଛକ୍ ଠାରେ ଜବତ କରିଛି ।ହୋଣ୍ଡା ସିଟି କାରଟି କଳାହାଣ୍ଡି ଜିଲ୍ଲା ଆମପାଣି ଅଞ୍ଚଳରୁ ଭବାନୀପାଟଣା
Read More...

ସେପ୍ଟେମ୍ବର ସୁଦ୍ଧା ଶିଶୁମାନଙ୍କୁ ମିଳିବ କରୋନା ଟିକା

ନୂଆଦିଲ୍ଲୀ : ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଦିଲ୍ଲୀ ଏମ୍‌ସ୍‌)ର ନିର୍ଦ୍ଦେଶକ ଡା. ରଣଦୀପ ଗୁଲେରିୟା କହିଛନ୍ତି ଯେ ଭାରତରେ ସେପ୍ଟେମ୍ବର ଭିତରେ ଶିଶୁମାନଙ୍କ ଟୀକାକରଣ ଆରମ୍ଭ ହେବାର ଆଶା କରାଯାଇ ପାରେ । ଗୁଲେରିୟା ଶନିବାର ଦିନ ଏକ ନ୍ୟୁଜ୍ ଚାନେଲକୁ ସାକ୍ଷାତକାରରେ କହିଛନ୍ତି
Read More...

ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ଆକ୍ରାନ୍ତ ଓ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ଦିନକରେ ଆଉ ୬୭ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିବା ବେଳେ । ୧୮୬୪ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧ ଜିଲ୍ଳାରୁ ସର୍ବାଧିକ ୪୯ ୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲା ବେଳେ ମୃତକଙ୍କ ମଧ୍ୟରେ ଜିଲାରୁ ସର୍ବାଧିକ ୩୦ ଜଣ ରହିଛନ୍ତି
Read More...

ଆଇସିଏସ୍‌ଇ ଦଶମ, ଦ୍ୱାଦଶରେ ୯୯.୯୮% ପାସ୍‌

ନୂଆଦିଲ୍ଲୀ: ଆଇସିଏସ୍‌ଇ ପରିଷଦ ଦ୍ୱାରା ପରିଚାଲିତ ଦଶମ ଓ ଆଇଏସ୍‌ସିର ଦ୍ୱାଦଶ ଶ୍ରେଣୀ ରେଜଲ୍ଟ ଆଜି ପ୍ରକାଶ ପାଇଛି । ଦଶମରେ ପାସ୍ ହାର ୯୯.୯୮% ଥିବା ବେଳେ ଦ୍ୱାଦଶରେ ମଧ୍ୟ ୯୯.୯୮% ରହିଛି । ପରୀକ୍ଷା ଫଳ ଅନୁଯାୟୀ ଛାତ୍ରମାନଙ୍କ ପାସ୍ ହାର ସାମନ୍ୟ ଅଧିକ ରହିଛି । ଛାତ୍ରଙ୍କ ପାସ ହାର
Read More...

ଏନ୍‌କାଉଣ୍ଟରରେ ହାଇଦରର ମୃତ୍ୟୁ

ଭୁବନେଶ୍ୱର: ପୋଲିସ ହେପାଜତରୁ ଖସି ପଳାଇ ଯିବା ପାଇଁ ଉଦ୍ୟମ କରୁ ଥିଲା ବେଳେ ଏନ୍‌କାଉଣ୍ଟରରେ ଗ୍ୟାଙ୍ଗଷ୍ଟର ହାଇଦରର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଆହତ ହୋଇଛି । ତାକୁ ଚିକିତ୍ସାଲାଗି ହସ୍ପିଟାଲରେ ଭର୍ତି କରାଯାଇଛି । ବାରିପଦା ନିକଟସ୍ଥ ଶିମୂଳିଆରେ ଏହି ଘଟଣା ଘଟିଛି । ଏ
Read More...

ଆଗକୁ ଆସୁଛି କଠିନ ସମୟ: ମନମୋହନ ସିଂ

ନୂଆଦିଲ୍ଲୀ: ଆଗକୁ ଦେଶ ପାଇଁ ଅଧିକ ଆହ୍ୱାନ ରହିଛି । ସରକାରଙ୍କୁ ଏଥିପାଇଁ ପ୍ରସ୍ତୁତ ରହିବା ଆବଶ୍ୟକ । ଏବେ ଖୁସି କିମ୍ବା ଆନନ୍ଦ ହେବାର ସମୟ ନୁହେଁ, ବରଂ ଆଗାମୀ ଦିନରେ ଆସିବାକୁ ଥିବା ଆହ୍ୱାନକୁ କିଭଳି ସାମ୍ନା କରାଯାଇପାରିବ ସେ ନେଇ ଆତ୍ମଚିନ୍ତନ କରିବା ଆବଶ୍ୟକ । ୧୯୯୧ ଅପେକ୍ଷା
Read More...

ଲଘୁଚାପ ଘନୀଭୂତ: ତୁହାକୁ ତୁହା ବର୍ଷା, ଜୀବନଯାତ୍ରା ବିପର୍ଯ୍ୟସ୍ତ

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆଜି କ୍ରମଶଃ ଘନିଭୂତ ହେବାଯୋଗୁଁ ଏହାର ପ୍ରଭାବରେ ରାଜ୍ୟର ଉପକୂବର୍ତୀ ଅଞ୍ଚଳରେ ଆଭ୍ୟନ୍ତରିଣ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ସାଧାରଣ ଜୀବନ ଯାତ୍ରା ବ୍ୟାହାତ ହୋଇଛି । ବହୁ ଖାଲୁଆ ଅଞ୍ଚଳର ଜଳାର୍ଣ୍ଣବ ହୋଇଯାଇଛି ।
Read More...

ଟିଏମସି ସାଂସଦ ଶାନ୍ତନୁ ସେନ ନିଲମ୍ବିତ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ପେଗାସସ୍‌, ଚାଷୀ ଆନ୍ଦୋଳନ, ତୈଳ ଦର ବୃଦ୍ଧିକୁ ନେଇ ପାର୍ଲାମେଂଟର ଉଭୟ ଗୃହ ଲୋକସଭା ଓ ରାଜ୍ୟସଭାରେ ବିରୋଧି ଦଳର ତୃମୁଳ ହଟ୍ଟଗୋଳ ଯୋଗୁଁ କ୍ରମାଗତ ଚତୃର୍ଥ ଦିନ ପାଇଁ ଅଧିବେଶନ ଅଚଳ ହୋଇପଡିଛି । ଆଜି ଗୃହର କାର୍ଯ୍ୟକ୍ରମ ନିର୍ଦ୍ଧାରିତ ସମୟରେ ଆରମ୍ଭ ହେବା
Read More...

ମହାରାଷ୍ଟ୍ରରେ ଭୂସ୍ଖଳନ : ୩୬ ମୃତ

ମୁମ୍ବାଇ: ମହାରାଷ୍ଟ୍ରରେ ବର୍ଷାର ତାଣ୍ଡବ ଏବଂ ଭୁସ୍ଖଳନ ଯୋଗୁଁ ୩୬ଜଣଙ୍କର ମୃତ୍ୟୁ ଘଟିଛି । ପ୍ରବଳ ବର୍ଷା ଯୋଗୁଁ ମୁମ୍ବାଇଠାରୁ ୧୬୦ କିଲୋମିଟର ଦୂର ରାୟଗଡ଼ ଜିଲ୍ଲାର ମହାଡରେ ତିନିଟି ସ୍ଥାନରେ ଭୁସ୍ଖଳନ ଘଟି ବ୍ୟାପକ କ୍ଷୟକ୍ଷତି ଘଟିଥିଲା ବେଳେ ବହୁ ଜନଜୀବନ ଏବେ ବି ନିଖୋଜ ଅଛନ୍ତି ।
Read More...

ନୀଳକନ୍ଦରକୁ ବିଜେ କଲେ ହରି

ପୁରୀ: ୯ଦିନ ବ୍ୟାପୀ ଘୋଷଯାତ୍ରା ଏବଂ ମାନବୀୟ ଲୀଳା ଶେଷ କରି ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡଠାକୁର ବଳଭଦ୍ର ଓ ଦେବୀ ସୁଭଦ୍ରା ଆଜି ରତ୍ନ ସିଂହାସନକୁ ବିଜେ କରିଛନ୍ତି । ରଥଉପରେ ଶ୍ରୀଜିଉମାନଙ୍କ ସମସ୍ତ ନୀତିକାନ୍ତି ଓ ପୂଜାଚର୍ଚ୍ଚନା ପରେ ଆଜି ଗୋଟି ପହଣ୍ଡିରେ ନୀଳକନ୍ଦରକୁ ବିଜେ କରିଛନ୍ତି
Read More...