Browsing Category

ପ୍ରମୁଖ ଖବର

ମହାରାଷ୍ଟ୍ରରେ ଭୂସ୍ଖଳନ : ୩୬ ମୃତ

ମୁମ୍ବାଇ: ମହାରାଷ୍ଟ୍ରରେ ବର୍ଷାର ତାଣ୍ଡବ ଏବଂ ଭୁସ୍ଖଳନ ଯୋଗୁଁ ୩୬ଜଣଙ୍କର ମୃତ୍ୟୁ ଘଟିଛି । ପ୍ରବଳ ବର୍ଷା ଯୋଗୁଁ ମୁମ୍ବାଇଠାରୁ ୧୬୦ କିଲୋମିଟର ଦୂର ରାୟଗଡ଼ ଜିଲ୍ଲାର ମହାଡରେ ତିନିଟି ସ୍ଥାନରେ ଭୁସ୍ଖଳନ ଘଟି ବ୍ୟାପକ କ୍ଷୟକ୍ଷତି ଘଟିଥିଲା ବେଳେ ବହୁ ଜନଜୀବନ ଏବେ ବି ନିଖୋଜ ଅଛନ୍ତି ।
Read More...

ନୀଳକନ୍ଦରକୁ ବିଜେ କଲେ ହରି

ପୁରୀ: ୯ଦିନ ବ୍ୟାପୀ ଘୋଷଯାତ୍ରା ଏବଂ ମାନବୀୟ ଲୀଳା ଶେଷ କରି ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡଠାକୁର ବଳଭଦ୍ର ଓ ଦେବୀ ସୁଭଦ୍ରା ଆଜି ରତ୍ନ ସିଂହାସନକୁ ବିଜେ କରିଛନ୍ତି । ରଥଉପରେ ଶ୍ରୀଜିଉମାନଙ୍କ ସମସ୍ତ ନୀତିକାନ୍ତି ଓ ପୂଜାଚର୍ଚ୍ଚନା ପରେ ଆଜି ଗୋଟି ପହଣ୍ଡିରେ ନୀଳକନ୍ଦରକୁ ବିଜେ କରିଛନ୍ତି
Read More...

ରାଜ୍ୟରେ ୧୯୧୭ କରୋନା ଆକ୍ରାନ୍ତ : ୬୯ ମୃତ

ଭୁବନେଶ୍ୱର: ରାଜ୍ୟରେ ଆଜି ଦିନକରେ ୧୯୧୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୯ଜଣଙ୍କର ମୃତ୍ୟୁ ଘଟିଛି । ଆକ୍ରାନ୍ତଙ୍କ ମଧ୍ୟରୁ ୧୧୦୯ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୮୦୮ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୧୮ଜଣ ଆକ୍ରାନ୍ତ
Read More...

କରୋନା ବିପଦ ଦୂର ହୋଇନି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କରୋନା ବିପଦ ଦୂର ହୋଇନାହିଁ । ଏଥିପାଇଁ ସତର୍କତା ଜରୂରୀ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ରାଜ୍ୟରେ କୋଭିଡର ସ୍ଥିତି, ତୃତୀୟ ଲହର ମୁକାବିଲା ପାଇଁ ପ୍ରସ୍ତୁତି ଏବଂ କୋଭିଡ ସହାୟତା ସଂପର୍କରେ ସମୀକ୍ଷା କରିବା
Read More...

କଂଟେନମେଂଟ ଯେ।ନରେ ୩ଟି ଗ୍ରାମ

ଆଠଗଡ: ଦେଶ ତଥା ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ହ୍ରାସ ପାଉଥିବାବେଳେ କଟକ ଜିଲ୍ଲାର ଆଠଗଡ ଅଞ୍ଚଳରେ ସଂକ୍ରମଣ ହାର ଆଖିଦୃଷ୍ଟିଆ ଭାବେ ହ୍ରାସ ପାଉନାହିଁ। ପ୍ରତିଦିନ ଯେତିକି କୋଭିଡ ପରୀକ୍ଷା ହେଉଛି ସେଥିରୁ ୧୫ରୁ ୨୦ ପ୍ରତିଶତ ସଂକ୍ରମିତ ଚିହ୍ନଟ ହେଉଛନ୍ତି। କଣ୍ଡରେଇ ପଞ୍ଚାୟତର
Read More...

କଂଗ୍ରେସ ସଂସଦୀୟ ଦଳ ନେତାପଦରୁ ହଟିବେ ଅଧୀର ରଞ୍ଜନ ଚୌଧୁରୀ !

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର କ୍ଷମତାସିହ୍ନ ତୃଣମୂଳ କଂଗ୍ରେସର ସମର୍ଥନ ପାଇଁ କଂଗ୍ରେସ ଲୋକସଭାରେ କଂଗ୍ରେସ ସଂସଦିୟ ଦଳ ନେତାପଦରୁ ଶ୍ରୀ ଅଧୀର ରଞ୍ଜନ ଚୌଧୁରୀଙ୍କୁ ହଟାଇବା ପାଇଁ ଗୁରୁତ୍ୱର ସହକାରେ ଚିନ୍ତା କରୁଥିବା ରାଜନୈତିକ ମହଲରେ ଚର୍ଚ୍ଚା ଯୋର ଧରିଛି । ପଶ୍ଚିମବଙ୍ଗ ବିଧାନସଭା
Read More...

ପୁଣି ବଢିଲା ପେଟ୍ରୋଲ-ଡିଜେଲ୍‌

ନୂଆଦିଲ୍ଲୀ: ଦେଶରେ ତୈଳ ବିପର୍ଣ୍ଣ କମ୍ପାନୀ ଅଜି ପୁଣି ଡିଜେଲ୍ ଓ ପେଟ୍ରୋଲ ଦାମ୍ ବୃଦ୍ଧି କରିଛନ୍ତି । ଫଳରେ ଡିଜେଲ୍ ଲିଟର ପିଛା ୧୮ ପଇସା ଏବଂ ପେଟ୍ରୋଲ ଲିଟର ପିଛା ୩୫ ପଇସା ବୃଦ୍ଧି ପାଇଛି । ନୂଆ ଦର ଲାଗୁ ହେବା ପରେ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ଦାମ୍ ସେଞ୍ଜୁରୀ
Read More...

ଦେଶରେ ୫୦ହଜାର ତଳେ କରୋନା

ନୂଆଦିଲ୍ଲୀ: ଦେଶରେ ୨୪ ଘଣ୍ଟାରେ ଆଉ ୪୩,୦୭୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩,୦୫,୪୫,୪୩୩କୁ ବୃଦ୍ଧି ପାଇଛି । ଚିକିତ୍ସାଧୀନ ଅବସ୍ଥାରେ ଆଉ ୯୫୫ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୪,୦୨,୦୦୫ରେ ପହଞ୍ଚିଛି ।
Read More...

ରାଜ୍ୟରେ ୪୦ତଳକୁ ଖସୁନି ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ମହାମାରୀ କରୋନାର ଦ୍ୱିତୀୟ ଲହର କମଶଃ ହ୍ରାସ ପାଉଥିଲା ବେଳେ ମୃତ୍ୟୁ ସଂଖ୍ୟା କମୁନାହିଁ । ଆଜି ଦୈନିକ ସଂକ୍ରମଣ ୩ହଜାର ତଳେ ଥିଲା ବେଳେ ମୃତ୍ୟୁ ସଂଖ୍ୟା କିନ୍ତୁ ୪୦ରୁ ଖସୁନାହିଁ । ଆଜି ଦିନକରେ ରାଜ୍ୟରେ ଆଉ ୪୨ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ଫଳରେ
Read More...

୨୦୨୨-୨୩ ସୁଦ୍ଧା ପୁରୀରୁ ଉଡ଼ିବ ବିମାନ

ଭୁବନେଶ୍ୱର: ଆସନ୍ତା ୨୦୨୨-୨୩ ସୁଦ୍ଧା ପୁରୀରୁ ବିମାନ ଉଡ଼ିବ ବୋଲି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି । ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି ଯେ, ସବୁ ଠିକଠାକ୍ ଚାଲିଲେ ଏହି ସମୟ ସୁଦ୍ଧା ପୁରୀକୁ ବିମାନ ଉଡାଣ ସମ୍ଭବ ହେବ । ପୁରୀରେ
Read More...