Browsing Category

ପ୍ରମୁଖ ଖବର

କୋଟିଏ ନେଲେଣି ପ୍ରଥମ ଡୋଜ୍ ଟିକା

ଭୁବନେଶ୍ୱର: ମହାମାରୀ କରୋନାର ମୁକାବିଲା ଲାଗି ସାର୍ବଜନୀନ ଟିକାକରଣ ଅଭିଯାନରେ ଓଡିଶା ଦେଶରେ ରେକର୍ଡ ସୃଷ୍ଟି କରିଛି । ବର୍ତମାନ ସୁଦ୍ଧା ରାଜ୍ୟରେ ୧କୋଟି ୨୨ଲକ୍ଷ ୧୦ହଜାରରୁ ଅଧିକ ଲୋକଙ୍କୁୂ ଟିକାଦାନ କରି ରାଜ୍ୟ ଏହି ରେକର୍ଡ ସୃଷ୍ଟି କରିଛି । ଦେଶରେ ପ୍ରଥମ ରାଜ୍ୟଭାବେ ଓଡିଶା ବଡ ବଡ
Read More...

ରାଜ୍ୟରେ ୩ହଜାର ତଳେ ସଂକ୍ରମଣ: ପୁଣି ୪୫ ମୃତ

ଭୁବନେଶ୍ୱର: ରାଜ୍ୟରେ ମହାମାରୀ କରୋନାର ଦୈନିକ ସଂକ୍ରମଣ ଏବେଆଜି ୩ହଜାର ତଳକୁ ଖସିଥିବା ବେଳେ ମୃତ୍ୟୁ ସଂଖ୍ୟା କମିବାର ନାଁ ଧରୁନାହିଁ । ଆଜି ୪୫ଜଣଙ୍କର ମୃତ୍ୟୁ ଘଟିଥିଲା ବେଳେ ୨୯୧୭ଜଣ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯ ଜଣ
Read More...

୧୯ରୁ ସଂସଦର ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ଚଳିତ ଜୁଲାଇ ମାସ ୧୯ ତାରିଖରୁ ଆରମ୍ଭ ହେବ । ଏହା ଅଗଷ୍ଟ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ସଂସଦର ଅଧିବେଶନ ୧୯ରୁ ଡକାଇଛନ୍ତି ଏବଂ ଏହା ଅଗଷ୍ଟ ୧୩ ପର୍ଯ୍ୟନ୍ତ ଚାଲିବ । ସଂସଦୀୟ ବ୍ୟାପାର ଉପରେ ଥିବା କ୍ୟାବିନେଟ
Read More...

ଭୁବନେଶ୍ୱରରେ ଏଣିକି ବିନା ସ୍ଲଟ ବରାଦରେ ଟିକା

ଭୁବନେଶ୍ୱର: ଆସନ୍ତା ଜୁଲାଇ ଶେଷ ସୁଦ୍ଧା ଭୁବନେଶ୍ୱରବାସୀଙ୍କୁ ସମ୍ପୂର୍ଣ୍ଣ ଟିକାକରଣ ପାଇଁ ଆସନ୍ତା ୫ତାରିଖରୁ ବିନା ସ୍ଲଟ୍ ବରାଦରେ ଟିକା ଦିଆଯିବ ବୋଲି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଘୋଷଣା କରାଯାଇଛି । ପୂର୍ବରୁ ୧୦ରୁ ଊର୍ଦ୍ଧ୍ୱ ସ୍ଥାନରେ ଯାନରେ ଟିକାକରଣ ସହିତ
Read More...

ଭିଜିଲାନ୍ସ ଜାଲରେ ଭିଜିଲାନ୍ସ ଓକିଲ

ଭବାନୀପାଟଣା: ୧ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭବାନୀପାଟଣା ଭିଜିଲାନ୍ସ ପବ୍ଲିକ୍ ପ୍ରସିକ୍ୟୁଟର (ପିପି) ଓକିଲ୍ ଆଶୁତୋଷ ମିଶ୍ରଙ୍କୁ ଭିଜିଲାନ୍ସ ଆଜି ଗିରଫ କରିଛି । ମହୁଲପାଟଣା ଫାଣ୍ଡିର ପୂର୍ବତନ ଏଏସଆଇ ମଳୟ ରଣାଙ୍କ ଭିଜିଲାନ୍ସ କେସ୍‌ର ରଫାଦଫା କରିବା ପାଇଁ ୧ ଲକ୍ଷ ଟଙ୍କା ଲାଞ୍ଚ
Read More...

ଦେଶରେ ୮୬% କମିଲାଣି କରୋନା, ଟଳିନି ବିପଦ

ନୂଆଦିଲ୍ଲୀ : ଦେଶରେ ମହାମାରୀ କରୋନାର ପ୍ରକୋପ ଆଶାତୀତ ଭାବେ ହ୍ରାସ ପାଇଛି । ଦ୍ୱିତୀୟ ଲହର ସର୍ବୋଚ୍ଚ ଶିଖରରେ ପହଞ୍ଚିବା ପରେ ଇତି ମଧ୍ୟରେ ସଂକ୍ରମଣ ପ୍ରାୟ ୮୬% ହ୍ରାସ ପାଇଲାଣି । କିନ୍ତୁ ଏବେ ବି ବିପଦ ଟଳିନି । ଲୋକମାନେ କେବେ ହେଲେ ବେରୁଆ ହୁଅନ୍ତୁ ନାହିଁ ବୋଲି କେନ୍ଦ୍ର
Read More...

ପୁସ୍କର ସିଂ ଉତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ

ଡେରାଡୁନ୍ : ବିଜେପିର ବରିଷ୍ଠ ନେତା ଶ୍ରୀ ପୁସ୍କର ସିଂ ଧାମି ଉତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ହେବେ । ଆଜି ଡେରାଡୁନ୍ ଠାରେ ଅନୁଷ୍ଠିତ ବିଜେପି ବିଜେବି ବିଧାୟକ ଦଳ ବୈଠକରେ ସେ ସର୍ବସମ୍ମତ କ୍ରମେ ବିଧାୟକ ଦଳର ନେତାଭାବେ ନିର୍ବାଚିତ ହୋଇଛନ୍ତି । ସୂଚନାଯୋଗ୍ୟ ଯେ, ଗତକାଲି ମୁଖ୍ୟମନ୍ତ୍ରୀ
Read More...

ସେପ୍ଟେମ୍ବରରେ ବିଧାନସଭା ଅଧିବେଶନ

ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ବର ମାସରେ ବିଧାନସଭାର ମୌସୁମୀ ଅଧିବେଶନ ଅନୁଷ୍ଠିତ ହେବ ବୋଲି ବାଚସ୍ପତି ଶ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଆଜି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଅଧିବେଶନର ୧୪ ଦିନ ପୂର୍ବରୁ ବିଜ୍ଞପ୍ତି ପ୍ରକାଶ କରାଯିବ । ତେବେ ଅଧିବେଶନରେ ୨ଡୋଜ୍ ଟିକା ନେଇଥିବା
Read More...

ଛାତ ଉପରୁ ରଥଯାତ୍ରା ଦେଖିବା ମନା

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ମହାମାରୀ କରୋନା ଯୋଗୁଁ ଗତବର୍ଷ ପରି ଚଳିତ ବର୍ଷ ବିନା ଭକ୍ତରେ ଅନୁଷ୍ଠିତ ହେଉଥିବା ବେଳେ ପୁରୀ ବାସୀ ଛାତ ଉପରୁ ରଥଯାତ୍ରା ଦେଖି ପାରିବେ ନାହିଁ ବୋଲି ଆଜି ଜିଲ୍ଲାପାଳ ସମର୍ଥ ବର୍ମା ଏହି ସୁଚନା ଦେଇଛନ୍ତି । ସେ
Read More...

କୋଭୋଭାକ୍ସ ଟିକା ପରୀକ୍ଷଣକୁ ସରକାରଙ୍କ ଅଗ୍ରାହ୍ୟ

ନୂଆଦିଲ୍ଲୀ: ଦେଶରେ ୨ରୁ ୧୭ ବର୍ଷ ବୟସର ପିଲାଙ୍କ ଠାରେ କୋଭିଡ-୧୯ ଟିକା କୋଭୋଭାକ୍ସର ୨ୟ ଏବଂ ୩ୟ ପର୍ଯ୍ୟାୟ ପରୀକ୍ଷଣ କରିବାକୁ କରାଯାଇଥିବା ଆବେଦନକୁ କେନ୍ଦ୍ର ସରକାର ଅଗ୍ରାହ୍ୟ କରିଦେଇଛନ୍ତି । ସେରମ୍ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ପକ୍ଷରୁ ଏଥିପାଇଁ ଭାରତର ଭେଷଜ ମହାନିର୍ଦ୍ଦେଶକ
Read More...