ବିଜେପି ବିଶ୍ୱାସ କରେ ପ୍ରଥମେ ଦେଶ, ପରେ ଦଳ ଓ ତା ପରେ ବ୍ୟକ୍ତି: ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି ଆଜି ଏହାର ୪୧ତମ ପ୍ରତିଷ୍ଠା ଦିବସ ପାଳନ କରୁଛି । ପ୍ରତିଷ୍ଠା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦଳର ନେତା ଓ କର୍ମୀଙ୍କୁ ସମ୍ବୋଧିତ କରିଥିଲେ । ସେ କହିଛନ୍ତି ଯେ, ବିଜେପି ଆରମ୍ଭରୁ ବିଶ୍ୱାସ କରେ ଯେ ଜଣେ ବ୍ୟକ୍ତି ଅପେକ୍ଷା ଦଳ ବଡ!-->…
Read More...
Read More...