Browsing Category

ପ୍ରମୁଖ ଖବର

ଟିଏମସି ନେତାଙ୍କ ଘରୁ ମିଳିଲା ଇଭିଏମ

କଲକାତା: ପଶ୍ଚିମବଙ୍ଗରେ ଆଜି ୩୧ ବିଧାନସଭା ଆସନ ପାଇଁ ଭୋଟଗ୍ରହଣ ଚାଲିଛି। ତେବେ ଏହା ପୂର୍ବରୁ ହାଓଡ଼ାର ଉଲବେରିଆରେ ଟିଏମସି ନେତା ଗୌତମ ଘୋଷଙ୍କ ଘରୁ ଇଭିଏମ ଏବଂ ଭିଭିପ୍ୟାଟ୍‌ ମିଳିବା ଘଟଣାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି। ଏହି ଘଟଣାକୁ ନେଇ ଉଭୟ ବିଜେପି ଏବଂ ଟିଏମସି ମଧ୍ୟରେ
Read More...

ଦେଶରେ ଦିନକରେ ୯୬,୯୮୨ ସଂକ୍ରମିତ

ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀ ଜଟିଳ ରୂପ ଧାରଣ କରିବାରେ ଲାଗିଛି। ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ଗତ ୨୪ ଘଣ୍ଟାରେ ୯୬ ହଜାର ୯୮୨ ନୂଆ ଆକ୍ରାନ୍ତ ଠାବ ହୋଇଛନ୍ତି। ସେହିପରି ୪୪୬ ସଂକ୍ରମିତ ପ୍ରାଣ ହରାଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା
Read More...

ବିବାହ ଭୋଜିରୁ ୮୭ ଆକ୍ରାନ୍ତ

ହାଇଦରାବାଦ: ତେଲେଙ୍ଗାନାରେ ଆୟୋଜିତ ଏକ ବିବାହ ଭୋଜି କୋଭିଡ-୧୯ ସଂକ୍ରମଣ ବ୍ୟାପିବାର ଏକ ବଡ କାରଣ ପାଲଟିଛି। ଏହି ବିବାହ ଭୋଜିରେ ଯୋଗଦେଇଥିବା ୮୭ ଜଣ ଅତିଥି କୋଭିଡ-୧୯ ପଜିଟିଭ ହୋଇଥିବା ଜଣାପଡିଛି। ସେମାନଙ୍କୁ ତୁରନ୍ତ ଗୃହାବଦ୍ଧରେ ରଖାଯାଇଛି। ଏହି ଘଟଣା ଘଟିଛି ରାଜ୍ୟର ନିଜାମାବାଦ
Read More...

ଏଣିକି ଗଞ୍ଜାମରେ ବାହାଘର ଭୋଜି ବଦଳରେ ଖାଦ୍ୟ ପୁଡିଆ

ବ୍ରହ୍ମପୁର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାପାଳ ବାହାଘର ଭୋଜି ଉପରେ କଟକଣା ଜାରୀ କରିଛନ୍ତି । ଏଣିକି ଭୋଜି ବଦଳରେ ଖାଦ୍ୟ ପୁଡିଆ ଦେବା ଲାଗି ଜିଲ୍ଲାପାଳ ନିଦେ୍ର୍ଧଶ ନାମା ଜାରୀ କରିଛନ୍ତି । ଜିଲ୍ଲାପାଳଙ୍କ ନିଦେ୍ର୍ଧଶ ଅନୁସାରେ ବିବାହ ଉସôବରେ ଯୋଗ ଦେବାକୁ
Read More...

ଇସ୍ତଫା ଦେଲେ ମହାରାଷ୍ଟ୍ରର ଗୃହମନ୍ତ୍ରୀ

ମୁମ୍ବାଇ: ଶେଷରେ ମହାରାଷ୍ଟ୍ରର ଗୃହମନ୍ତ୍ରୀ ଅନିଲ୍ ଦେଶମୁଖ ଆଜି ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କର ଇସ୍ତଫା ପତ୍ରକୁ ମୁଖ୍ୟମନ୍ତ୍ରୀ ଉଧବ ଠାକେରେ ଗ୍ରହଣ କରିନେବା ପାଇଁ ରାଜ୍ୟପାଳଙ୍କୁ ରାଜ୍ୟପାଳଙ୍କୁ ସୁପାରିଶ କରିଛନ୍ତି । ଆଜି ତାଙ୍କ ବିରୋଧରେ ଆସିଥିବା ୧୦୦ କୋଟି
Read More...

ରେକର୍ଡ ଭାଙ୍ଗିଲା ସଂକ୍ରମଣ

ନୂଆଦିଲ୍ଲୀ: ମହାମାରୀ କରୋନା ଭୂତାଣୁ ସଂକ୍ରମଣ ଦେଶରେ ଏବେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଆଜି ଦିନକରେ ୧,୦୩,୫୫୮ ଆକ୍ରାନ୍ତ ହୋଇଛନ୍ତି । ଯାହାକି ଗତବର୍ଷକ ମଧ୍ୟରେ ସର୍ବାଧିକ । ସୂଚନାଯୋଗ୍ୟ ଯେ, ୨୦୨୦ ସେପ୍ଟେମ୍ବର ମାସ ୧୭ ତାରିଖ ଦିନ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୯୭,୮୯୪
Read More...

ମହାରାଷ୍ଟ୍ରରେ ସପ୍ତାହନ୍ତ ଲକ୍ଡାଉନ୍

ମୁମ୍ବାଇ: ମହାରାଷ୍ଟ୍ରରେ କରୋନାଭାଇରସ୍ର ନୂଆ ସଂକ୍ରମଣ ମାମଲା ଅତି ଉଦ୍ବେଜନକ ଭାବେ ବଢୁଥିବାରୁ ଆଜି ସରକାର କେତେକ କଠୋର କଟକଣା ଘୋଷଣା କରିଛନ୍ତି । ତେବେ ରାଜ୍ୟବ୍ୟାପୀ ସମ୍ପୂର୍ଣ୍ଣ ଲକ୍ଡାଉନ୍ ହେବନାହିଁ ବୋଲି ସରକାର ସ୍ପଷ୍ଟ କରିଛନ୍ତି । ରବିବାର ଦିନ ଏ ବାବଦରେ କ୍ୟାବିନେଟ୍ର ଏକ
Read More...

ପରୀ ମାମଲା: ୧୯ରେ ସୁପ୍ରିମକୋର୍ଟରେ ଶୁଣାଣି

ଭୁବନେଶ୍ୱର: ନୟାଗଡ଼ ପରୀ ମୃତ୍ୟୁ ମାମଲାର ଶୁଣାଣି ଆସନ୍ତା ୧୯ ତାରିଖରେ ସୁପ୍ରିମକୋର୍ଟରେ ହେବ। ମାମଲାର ସିବିଆଇ ତଦନ୍ତ ଦାବି କରି ପରୀ ମା’ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଏହି ମାମଲାରେ ରାଜ୍ୟ ସରକାର ଜବାବ ଦାଖଲ କରିବା ପରେ ସୁପ୍ରିମକୋର୍ଟ ତାଙ୍କ ନିଷ୍ପତ୍ତି ଶୁଣାଇବେ।
Read More...

ବ୍ରହ୍ମପୁରର ୬ କେନ୍ଦ୍ରରେ ଟିକାକରଣ ବନ୍ଦ

ବ୍ରହ୍ମପୁର : ବ୍ରହ୍ମପୁର ସହରରେ କୋଭିସିଲ୍‌ଡ ଟିକା ପ୍ରଦାନ କରାଯାଉଛି । କିନ୍ତୁ ଟିକାର ଅଭାବ ଯୋଗୁ ସୋମବାର ୬ଟି କେନ୍ଦ୍ରରେ ଟିକାକରଣ ବନ୍ଦ ରହିଛି । ସୂଚନା ଅନୁଯାୟୀ, ବ୍ରହ୍ମପୁର ସହରର ୮ଟି ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଟିକା ପ୍ରଦାନ କରାଯାଉଥିଲା । ହେଲେ ଟିକାର
Read More...

ଏପ୍ରିଲ ୭ରେ ‘ପରୀକ୍ଷା ପେ ଚର୍ଚ୍ଚା- ୨୦୨୧’

ନୂଆଦିଲ୍ଲୀ :  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏପ୍ରିଲ ୭ ତାରିଖ ସନ୍ଧ୍ୟା ୭ଟା ସମୟରେ ଭିଡିଓ କନଫରେନ୍ସିଂ ଜରିଆରେ ବିଶ୍ୱବ୍ୟାପୀ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକଙ୍କ ସହିତ “ପରୀକ୍ଷା ପେ ଚର୍ଚ୍ଚା- ୨୦୨୧” କାର୍ୟ୍ୟକ୍ରମରେ ଆଲୋଚନା କରିବେ ।ପ୍ରଧାନମନ୍ତ୍ରୀ ଟ୍ୱିଟ୍‌ କରି କହିଛନ୍ତି,
Read More...