Browsing Category

ପ୍ରମୁଖ ଖବର

ବଢ଼ିବନି ଲୋନ୍‌ ମୋରେଟୋରିୟମ ଅବଧି, ସମ୍ପୂର୍ଣ୍ଣ ସୁଧ ଛାଡ଼ ହେବନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଆଉ ବଢ଼ିବନି ଲୋନ୍‌ ମୋରେଟୋରିୟମ। ଋଣ ଗ୍ରହିତା ସେମାନଙ୍କ ଋଣ କିସ୍ତି ଏଣିକି ନିୟମିତ ପ୍ରଦାନ କରିବେ। ଏହା ସହିତ ଏହି ସମୟ ମଧ୍ୟରେ ଯେଉଁ ସୁଧ ବୃଦ୍ଧି ପାଇଛି ତାହାକୁ ସମ୍ପୂର୍ଣ୍ଣ ଛାଡ଼ କରାଯାଇ ପାରିବ ନାହିଁ। ସୁପ୍ରିମକୋର୍ଟ ମଙ୍ଗଳବାର ଏଭଳି ଗୁରୁତ୍ଵପୂର୍ଣ୍ଣ ରାୟ
Read More...

ଲଦାଖରେ ଭୂକମ୍ପ ଝଟକା

ଜମ୍ମୁ – ଲଦାଖରେ ମଙ୍ଗଳବାର ଭୂକମ୍ପର ଝଟକା ଅନୁଭବ ହୋଇଥିବା ନେଇ ଖବର ମିଳିଛି। ଏନସିଏସ ସୂଚନା ଅନୁଯାୟୀ ରିକ୍ଟର ସ୍କେଲରେ ଭୂକମ୍ପର ତିବ୍ରତା ୩.୦ ରେକର୍ଡ କରାଯାଇଛି। ଏଯାଏଁ କୌଣସି ଧନଜୀବନ କ୍ଷତି ହୋଇନଥିବା ନେଇ ସୂଚନା ମିଳିଛି।
Read More...

ବସ୍‌ ଧକ୍କାରେ ୧୨ ଅଙ୍ଗନୱାଡ଼ି କର୍ମୀଙ୍କ ସମେତ ୧୩ ମୃତ

ଭୋପାଳ: ମଧ୍ୟପ୍ରଦେଶର ଗ୍ବାଲିୟରରେ ମଙ୍ଗଳବାର ସକାଳେ ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଛି। ଏକ ବସ୍‌ ଧକ୍କାରେ ଗୋଟିଏ ଯାତ୍ରୀବାହୀ ଅଟୋ ଚୂରମାର୍‌ ହୋଇଯିବା ସହିତ ୧୨ ଅଙ୍ଗନୱାଡ଼ି କର୍ମୀଙ୍କ ସମେତ ୧୩ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ଶିବରାଜ ଚୌହ୍ବାନ ଗଭୀର
Read More...

ରାଜ୍ୟରେ ଆଉ ୧୧୩ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଆଜି ଚିହ୍ନଟ ଆକ୍ରାନ୍ତଙ୍କ ସଂଖ୍ୟା ଶହେ ଟପିଛି। ୨୪ ଘଣ୍ଟାରେ ଆଉ ୧୧୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧରୁ ୬୭, ସ୍ଥାନୀୟ ୪୬ । ମୋଟ ପଜିଟିଭ ସଂଖ୍ୟା ୩,୩୯,୦୭୬ରେ ପହଞ୍ଚିଛି। ୩,୩୬,୨୦୬ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୮୯୮ ସକ୍ରିୟ
Read More...

ମାହାଙ୍ଗା ତାତି : ଚାଲିପାରିଲାନି ଗୃହ

ଭୁବନେଶ୍ୱର: କ୍ରମାଗତ ଦ୍ୱିତୀୟ ଦିନ ପାଇଁ ବିଧାନସଭାରେ ମାହାଙ୍ଗା ଡବଲ ମର୍ଡର ଘଟଣାକୁ ନେଇ ମୁଖ୍ୟ ବିରୋଧୀ ଦଳ ବିଜେପିର ସଦସ୍ୟମାନେ ଗୃହରେ ପ୍ରବଳ ହଟ୍ଟଗୋଳ କରିବା ଫଳରେ ବାଚସ୍ପତି ଶ୍ରୀ ସୁର୍ଯ୍ୟନାରାୟଣ ପାତ୍ର ଗୃହକୁ ୨ଥରରେ ଅପରାହ୍ନ ୪ଟା ଯାଏ ମୁଲତବୀ ଘୋଷଣା କରିଛନ୍ତି । ଏହା ସହିତ
Read More...

ଜାଭିଅରରେ ୪୫ ଛାତ୍ରଛାତ୍ରୀ ଆକ୍ରାନ୍ତ

ଭୁବନେଶ୍ୱର: ମହାମାରୀ କରୋନା ଭୂତାଣୁ ସଂକ୍ରମଣ ଆଜି ରାଜ୍ୟରେ ଉପର ମୁହାଁ ହୋଇଛି । ରାଜଧାନୀ ଭୁବନେଶ୍ୱରରେ ଥିବା ମ୍ୟାନେଜ୍ମେଂଟ ଶିକ୍ଷାନୁଷ୍ଠାନ ଜାଭିଅର୍ ବିଶ୍ୱବିଦ୍ୟାଳରେ ୪୫ଜଣ ଛାତ୍ରଛାତ୍ରୀ ଓ ଶିକ୍ଷକ କରୋନା ଆକ୍ରାନ୍ତ ହୋଇଛନ୍ତି । ଏସମ୍ପର୍କରେ ସ୍ୱତନ୍ତ୍ର ରିଲିଫ୍ କମିଶନର
Read More...

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ କରୋନାରେ ଆକ୍ରାନ୍ତ

ଡେରାଡୁନ: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତୀରଥ ସିଂହ ରାୱତ କରୋନା ଭୂତାଣୁରେ ସଂକ୍ରମିତ ହୋଇଛନ୍ତି। ସୋମବାର ମୁଖ୍ୟମନ୍ତ୍ରୀ ଏ ସମ୍ପର୍କରେ ନିଜେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ରାୱତ ଟ୍ବିଟ୍‌ କରି କହିଛନ୍ତି ଯେ, ତାଙ୍କର କରୋନା ପରୀକ୍ଷା ରିପୋର୍ଟ ପଜିଟିଭ୍‌ ଆସିଛି। ସେ ସୁସ୍ଥ
Read More...

ରାଜ୍ୟରେ ୧୪୬ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ୧୪୬ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୮୭ ଜଣ କ୍ୱାରେଣ୍ଟାଇନରୁ ଏବଂ ୫୯ ସ୍ଥାନୀୟ ସଂକ୍ରମଣ ମାମଲା ରହିଛି। ୧୪୬ ନୂଆ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ମୋଟ
Read More...

ଯାତ୍ରା ଟିକେଟକୁ କେନ୍ଦ୍ର କରି ଗଣ୍ଡଗୋଳ, ଜାଳିଦେଲେ କମିଟି ସଦସ୍ୟଙ୍କ ଅଟୋ

ବାଲେଶ୍ବର: ବାଲେଶ୍ବର ଜିଲା ଖଇରା ଥାନା ଅନ୍ତର୍ଗତ ଗଣ୍ଡିବେଡ଼ ବଜାରରେ ଯାତ୍ରା ଟିକେଟକୁ ନେଇ ଗଣ୍ଡଗୋଳ। କମିଟି ସଦସ୍ୟଙ୍କ ଅଟୋ ଜାଳିଦେଳେ ନିଶାସକ୍ତ ଯୁବକ। ସୂଚନା ଅନୁସାରେ, ଗଣ୍ଡିବେଡ଼ ବଜାର ନିକଟରେ ରଙ୍ଗମହଲ ଯାତ୍ରା ପାର୍ଟି କାଲି ପ୍ରଥମ ରାତି ଯାତ୍ରା ପରିବେଷଣ କରୁଥିଲା।
Read More...

୨୪ ଘଣ୍ଟାରେ ୪୬,୯୫୧ ନୂଆ ପଜିଟିଭ

ନୂଆଦିଲ୍ଲୀ : ଦେଶରେ ଲଗାତାର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ୨୪ ଘଣ୍ଟାରେ ଆକ୍ରାନ୍ତଙ୍କ ସଂଖ୍ୟା ୪୫ ହଜାରରୁ ବୃଦ୍ଧି ହୋଇଥିବା ସହ ୪୬,୯୫୧ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ମୋଟ ପଜିଟିଭ ସଂଖ୍ୟା ୧,୧୬,୪୬,୦୮୧କୁ ବୃଦ୍ଧି ପାଇଛି। ୨୧,୧୮୦ ଆକ୍ରାନ୍ତ ସୁସ୍ଥ
Read More...