Browsing Category

ପ୍ରମୁଖ ଖବର

ଯବାନଙ୍କୁ ହତ୍ୟାକଲେ ନକ୍ସଲ

ମାଲକାନଗିରି: ନକ୍ସଲଙ୍କ ବର୍ବର କାଣ୍ଡ । ଯବାନଙ୍କୁ ଅପହରଣ ପରେ କଲେ ହତ୍ୟା । ଘଟଣାଟି ଘଟିଛି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିିଶଗଡର ବିଜାପୁର ଜିଲ୍ଲାର ପେଣ୍ଡୁମ୍ ଗାଁରେ । ଯବାନ ଜଣଙ୍କ ଶନିବାର ଛୁଟି ନେଇ ତାଙ୍କ ଶ୍ୱଶୁର ଘରକୁ ଯାଉଥିଲେ । ହେଲେ ବାଟରେ ତାଙ୍କୁ ନକ୍ସଲ୍ମାନେ ଅପହରଣ
Read More...

ନାବାଳିକାକୁ ଜୀଅନ୍ତା ଜାଳିଦେଲେ

ବେଗୁସରାଇ: ଗଛଟିଏ ଉପାଡିଦେବାରୁ ବିହାରର ବେଗୁସରାଇ ଜିଲ୍ଲାରେ ଜଣେ ୧୨ବର୍ଷୀୟ ନାବାଳିକାକୁ ତାଙ୍କ ପଡୋଶୀଘର ଦମ୍ପତି ଜୀଅନ୍ତା ଜାଳିଦେଇଥିବା ଅଭିଯୋଗ ହୋଇଛି । ନିଙ୍ଗା ପଞ୍ଚାୟତ ଅଧୀନ ଶିବରଣା ଗାଁରେ ଘଟଣାଟି ଘଟିଥିବା ଜଣାପଡିଛି । ଅଭିଯୁକ୍ତ ପଡୋଶୀ ସିକନ୍ଦର ଯାଦବଙ୍କ ଘର ପାଖରେ
Read More...

ବିନା ଚାପରେ ନିଷ୍ପତି ନିଅ

ରାଉରକେଲା: ସମାଜ ପ୍ରତି ଏନ୍ଆଇଟି ଛାତ୍ରଛାତ୍ରୀଙ୍କର ଅନେକ ଅବଦାନ ରହିଛି । ତେଣୁ ବିନା କୌଣସି ଚାପରେ ନିଷ୍ପତି ନେବାକୁ ହେବ ବୋଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ ପରାମର୍ଶ ଦେଇଛନ୍ତି । ଆଜି ଏନଆଇଟି ରାଉରକେଲାର ୧୬ତମ ସମାବର୍ତନ ଉସôବରେ ରାଷ୍ଟ୍ରପତି ଶ୍ରୀ କୋବିଦ ଦୀକ୍ଷାନ୍ତ ଭାଷଣ
Read More...

ସ୍ପାଇସ୍‌ ଜେଟ୍‌ ପକ୍ଷରୁ ସୋନୁ ସୁଦଙ୍କୁ ସ୍ବତନ୍ତ୍ର ସମ୍ମାନ

ନୂଆଦିଲ୍ଲୀ: ସ୍ବତନ୍ତ୍ର ସମ୍ମାନ ପାଇଲେ ଅଭିନେତା ସୋନୁ ସୁଦ। କରୋନା କାଳରେ ତାଙ୍କ ମହତ କାର୍ଯ୍ୟ ପାଇଁ ଘରୋଇ ବିମାନ କମ୍ପାନୀ ସ୍ପାଇସ ଜେଟ୍ ପକ୍ଷରୁ ସୋନୁଙ୍କୁ ଖାସ୍‌ ଉପାୟରେ ସମ୍ମାନିତ କରାଯାଇଛି। ସ୍ପାଇସ ଜେଟ୍ ଏହାର ବୋଇଙ୍ଗ ୭୩୭ ବିମାନରେ ସୋନୁଙ୍କ ପ୍ରତିଛବି ଲଗାଇ ତାଙ୍କୁ ସଲାମ୍‌
Read More...

ଚୀନ ଟିକା ନେବା ପରେ ଇମ୍ରାନଙ୍କୁ କରୋନା

ଇସଲାମାବାଦ: ଚୀନ୍ ପ୍ରସ୍ତୁତ କରୋନା ଟିକା ନେବାର ୪୮ଘଣ୍ଟାରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ କରୋନା ସଂକ୍ରମିତ ହୋଇଛନ୍ତି। ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ସ୍ବାସ୍ଥ୍ୟ ସହାୟକ ଫୈଜଲ ସୁଲତାନଙ୍କ ସୂଚନାନୁଯାୟୀ, ସଂକ୍ରମିତ ଚିହ୍ନଟ ହେବା ପରେ ଇମ୍ରାନ ସମ୍ପ୍ରତି ନିଜ ବାସଭବନରେ
Read More...

ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ଲକ୍ଷ୍ମୀପ୍ରିୟା ମହାପାତ୍ରଙ୍କ ପରଲୋକ

ଭୁବନେଶ୍ବର: ବିଶିଷ୍ଟ ଓଡ଼ିଶୀ ନୃତ୍ୟୁଗୁରୁ କେଳୁଚରଣ ମହାପାତ୍ରଙ୍କ ଧର୍ମପତ୍ନୀ ତଥା ନୃତ୍ୟଶିଳ୍ପୀ, ଅଭିନେତ୍ରୀ ଲକ୍ଷ୍ମୀପ୍ରିୟା ମହାପାତ୍ରଙ୍କ ଶନିବାର ରାତି ପ୍ରାୟ ୧୧.୧୦ ସମୟରେ ପରଲୋକ ଘଟିଛି। ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା। ବାର୍ଦ୍ଧକ୍ୟଜନିତ ରୋଗରେ ସେ ପୀଡ଼ିତ ଥାଇ
Read More...

ଅଷ୍ଟମ ଓ ଦ୍ବାଦଶ ଫେଲ୍ ଡାକ୍ତର କଲେ ଅସ୍ତ୍ରୋପଚାର

ସୁଲତାନପୁର: ଉତ୍ତର ପ୍ରଦେଶର ସୁଲତାନପୁର ଅନ୍ତର୍ଗତ ପୂର୍ବା ଗ୍ରାମରେ ସ୍ବାସ୍ଥ୍ୟସେବାର ସବୁଠୁ ଦାୟିିତ୍ବହୀନ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି। ଶାଗୁଣା, ବିଲୁଆ ଚିକିତ୍ସକ ହେବା ଭଳି ଜଣେ ଅଷ୍ଟମ ଶ୍ରେଣୀ ଫେଲ୍ ଓ ଜଣେ ଦ୍ବାଦଶ ଶ୍ରେଣୀ ପାସ୍ ଯୁବକଙ୍କ ହାତରେ ଜଣେ ପ୍ରସୂତି ଓ ନବଜାତ
Read More...

ଗ୍ୟାସ ଟ୍ୟାଙ୍କର–ଆମ୍ବୁଲାନ୍ସ ମୁହାଁମୁହିଁ ଧକ୍କା

ଅନୁଗୁଳ: ଅନୁଗୁଳ ଜିଲା ଜରପଡା ଥାନା ଅଞ୍ଚଳ ୫୫ନ ନମ୍ବର ଜାତୀୟ ରାଜପଥରେ ଆଜି ସକାଳେ ଏକ ଗ୍ୟାସ ଟ୍ୟାଙ୍କର ଓ ଆମ୍ବୁଲାନ୍ସ ଗାଡି ମଧ୍ୟରେ ମୁହାଁମୁହିଁ ଧକ୍କା ହେବ ଫଳରେ ଘଟଣା ସ୍ଥଳରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ
Read More...

୨୪ ଘଣ୍ଟାରେ ଦେଶରେ ୪୩ ହଜାର ୮୪୬ ନୂଆ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: କରୋନା ମହାମାରୀ ପୁଣି ଥରେ ଚିନ୍ତା ବଢ଼ାଇବାରେ ଲାଗିଛି। ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟାରେ ବୃଦ୍ଧି ଘଟୁଥିବାରୁ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଯାଇଛି। ପୁଣି ଥରେ ଗୋଟିଏ ଦିନରେ ଆକ୍ରାନ୍ତ ସଂଖ୍ୟା ୪୩ ହଜାର ଅତିକ୍ରମ କରିଛି। ଗତ ୨୪ ଘଣ୍ଟାରେ ଦେଶରେ ୪୩ ହଜାର ୮୪୬ ନୂଆ
Read More...

ରାଉରକେଲାରେ ରାଷ୍ଟ୍ରପତି

ରାଉରକେଲା: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓଡ଼ିଶା ଗସ୍ତରେ ଆସି ରବିବାର ରାଉରକେଲାରେ ପହଞ୍ଚିଛନ୍ତି। ଏଠାରେ ରାଉରକେଲା ଏନଆଇଟିର ସମାବର୍ତ୍ତନ ଉତ୍ସବରେ ସେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେବେ। ରବିବାର ପୂର୍ବାହ୍ନରେ ଭୁବନେଶ୍ଵର ବିମାନବନ୍ଦରରୁ ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟର
Read More...