Browsing Category

ରାଜ୍ୟ

ପୁଷ୍ଟି ବଜେଟରେ ଓଡ଼ିଶା ଦେଶରେ ପ୍ରଥମ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ୫-ଟି ଉପକ୍ରମ ଅଧିନରେ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗର ୫ ଗୋଟି ନୁଆ ଅନଲାଇନ ସେବା ଗୁରୁବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଲୋକାର୍ପିତ ହୋଇଛି । ସେହି ୫ ଗୋଟି ସେବା ଗୁଡ଼ିକ ହେଲା (୧) ଇ-କଳିକା (୨) ମୋ ଛତୁଆ ଆପ୍ (୩) ଇ-ମାନଦେୟ
Read More...

ଆଇପିଏଏଲ୍‌ ବେଟିଂର ମୁଖ୍ୟ ଅଭିଯୁକ୍ତ ଗିରଫ

ଭୁବନେଶ୍ବର: ବ୍ରହ୍ମପୁର ପୁଲିସକୁ ମିଳିଛି ସଫଳତା। ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ବେଟିଂର ମାଷ୍ଟରମାଇଣ୍ଡ ତଥା ମୁଖ୍ୟ ଅଭିଯୁକ୍ତ ଦିନେଶ ରାଠୀଙ୍କୁ ବ୍ରହ୍ମପୁର ପୁଲିସ ଗିରଫ କରିବାରେ ସଫଳ ହୋଇଛି। କଲକାତାରୁ ବେଟିଂ ଚଳାଇଥିବା ଦିନେଶ ରାଠୀଙ୍କୁ ଗିରଫ କରାଯାଇଛି। ଦିନେଶକୁ
Read More...

୨୪ ଘଣ୍ଟାରେ ୯୪ ନୂଆ କରୋନା ପଜିଟିଭ

ଭୁବନେଶ୍ୱର : ରାଜ୍ୟରେ କିଛି ଦିନରେ ପଜିଟିଭ ସଂଖ୍ୟା ୮୦ ମଧ୍ୟରେ ସୀମତି ରହୁଥିବା ବେଳେ ଏଥିରେ ଏବେ କିଛି ପରିମାଣରେ ବୃଦ୍ଧି ହେଉଥିବା ଦେଖାଯାଉଛି। ୨୪ ଘଣ୍ଟାରେ ଆଉ ୯୪ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧରୁ ୫୬, ସ୍ଥାନୀୟ ୩୮। ମୋଟ ପଜିଟିଭ ସଂଖ୍ୟା ୩,୩୭,୦୧୮ରେ ପହଞ୍ଚିଛି।
Read More...

ସାଇବର ଠକେଇ ପାଇଁ ‘ସ୍ବତନ୍ତ୍ର କଲ୍‌ ସେଣ୍ଟର’

ଭୁବନେଶ୍ବର : କ୍ରମବର୍ଦ୍ଧିଷ୍ଣୁ ସାଇବର ଅପରାଧ ଏବେ ସବୁଠାରୁ ଚିନ୍ତାର ବିଷୟ ହୋଇଛି। ନୂଆ ନୂଆ ଉପାୟରେ ନିର୍ଦିଷ୍ଟ କିଛି କଲ୍‌ସେଣ୍ଟରରୁ ଏହା ପରିଚାଳିତ ହେଉଥିବା କମିସନରେଟ ପୁଲିସ ସନ୍ଦେହ କରୁଛି। କିଛି ନିର୍ଦିଷ୍ଟ ଗ୍ୟାଙ୍ଗ ବିଭିନ୍ନ ୱେବ୍‌ସାଇଟ୍‌ ଏବଂ ଅନ୍‌ଲାଇନ୍‌ ସପିଙ୍ଗ ସାଇଟ୍‌ରୁ
Read More...

ବିଧାନସଭା ପ୍ରଶ୍ନକାଳରେ ବାଲିତାତି

ଭୁବନେଶ୍ବର: ଆଜି ବିଧାନସଭା ପ୍ରଶ୍ନକାଳରେ ବାଲି ତାତି ଦେଖିବାକୁ ମିଳିଛି। ଆଜି ବିଧାନସଭାରେ ବାଲିନୀତିକୁ ନେଇ ସରଗରମ ଆଲୋଚନା ହୋଇଛି। ରାଜ୍ୟରେ ବ୍ୟାପକ ବାଲି ଚୋରି ହେଉଥିବା ଅଭିଯୋଗ ଆଣି ବାଲି ନୀତି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଉଭୟ କଂଗ୍ରେସ ଓ ବିଜେପି ଘେରିଛନ୍ତି। ରାଜ୍ୟରେ ବ୍ୟାପକ
Read More...

ଥାନା ଭିତରେ ଯୁବ ଠିକାଦାରଙ୍କ ଆତ୍ମାହୁତି ଉଦ୍ୟମ

ବିନିକା: ସୁବର୍ଣ୍ଣପୁର ଜିଲା ବିନିକା ଥାନା ଭିତରେ ଯୁବ ଠିକାଦାରଙ୍କ ଆତ୍ମାହୁତି ଉଦ୍ୟମ। ଦେହରେ କିରାସିନି ଢାଳି ଆତ୍ମାହୁତି ଉଦ୍ୟମ। ରାସ୍ତା କାମରେ ବକେୟା ୮୭ହଜାର ଟଙ୍କା ନ ମିଳିବାରୁ ପଦକ୍ଷେପ। ଉପସ୍ଥିତ ପୁଲିସଙ୍କ ଦ୍ବାରା ଠିକାଦାର କାବୁ, ଥାନାରେ ଅଟକ। ଧମକ ଦେବା ଅଭିଯୋଗରେ ଥାନାକୁ
Read More...

ଧାନ କ୍ରୟ ହୋଇଛି ୫୬ ଲକ୍ଷ ୬୭ ହଜାର କୁଇଣ୍ଟାଲ

ଭୁବନେଶ୍ୱର: ରାଜ୍ୟରେ ଏପର୍ଯ୍ୟନ୍ତ ୫୬ ଲକ୍ଷ ୬୭ ହଜାରେ କୁଇଂଟାଲ ଧାନ କ୍ରୟ କରାଯାଇଛି । ଚଳିତ ଖରିଫ ଋତୁରେ ୫୪ ଲକ୍ଷ ମେଟ୍ରିକ ଟନ୍ ଧାନ କିଣା ପାଇଁ ସରକାର ଲକ୍ଷ୍ୟଧାର୍ଯ୍ୟ କରିଥିବା ବେଳେ ସଂଗୃହୀତ ଧାନ ପରିମାଣ ତାହାକୁ ଟପିଯାଇଛି ବୋଲି ଖାଦ୍ୟ ଯୋଗାଣ ଓ ବିଧାନସଭାରେ ପ୍ରକାଶ କରିଛନ୍ତି
Read More...

ରାଜ୍ୟରେ ୧ ଲକ୍ଷ ୨୩ ହଜାର ପରିବାର ବାସହୀନ

ଭୁବନେଶ୍ୱର: ରାଜ୍ୟର ପୌରାଞ୍ଚଳମାନଙ୍କରେ ୧ ଲକ୍ଷ ୨୩ ହଜାର ୭୦୮ ବାସହୀନ ପରିବାର ବାସ କରୁଛନ୍ତି । ବର୍ତମାନ ସୁଦ୍ଧା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୫୮ ହଜାର ୫୭୧, ରାଜୀବ ଆବାସ ଯୋଜନାରେ ୪୭୬୦, ଆଇଏଚ୍ଏସ୍ଡିପି ଯୋଜନାରେ ୨୦୮୧ଟି ପରିବାରଙ୍କୁ ଘର ଯୋଗାଇ ଦିଆଯାଇଛି ବୋଲି ବିଧାନସଭାରେ
Read More...

ଅଗ୍ନିକାଣ୍ଡରେ ଜଳିଗଲା ୩ ବଖରା

ବାଲିକୁଦା: ବାଲିକୁଦା ତହସିଲ ଅଧୀନ ମଙ୍ଗରାଜପୁର ଗାଁରେ ମଙ୍ଗଳବାର ସଂଧ୍ୟାରେ ଅଗ୍ନିକାଣ୍ଡ ଘଟି ବିଜୟ ତି୍ରପାଠୀ ଓ ନିମାଇଁ ତି୍ରପାଠୀଙ୍କର ୩ ବଖରା ଚାଳ ଘର ପୋଡି ପାଉଁଶ ହୋଇଯାଇଛି । ବିଦୁ୍ୟତ୍ ସର୍ଟ ସର୍କିଟ କାରଣରୁ ଏହା ଘଟିଥିବା ଅନୁମାନ କରାଯାଉଛି । ମିଳିଥିବା ସୂଚନା ମୁତାବକ
Read More...

ରାଜ୍ୟର ୭ ସହର ଅଧିକ ପ୍ରଦୂଷିତ

ଭୁବନେଶ୍ୱର: ରାଜ୍ୟର ୭ଟି ସହର ସବୁଠାରୁ ପ୍ରଦୂଷିତ । ଭୁବନେଶ୍ୱର ସମେତ କଟକ, ବାଲେଶ୍ୱର, ଅନୁଗୁଳ, ତାଳଚେର, ରାଉରକେଲା ଓ କଳିଙ୍ଗନଗରରେ ବାୟୁ ପ୍ରଦୂଷଣ ଅଧିକ ରହୁଛି । ତେଣୁ ଏହାକୁ ନନ୍-ଆଟେନମେଂଟ ସିଟିର ଆଖ୍ୟା ଦିଆଯାଇଛି । ଏହି ସହରର ବାୟୁମଣ୍ଡଳରେ ପିଏମ୧୦ଟାରୁ ପିଏମ୨.୫ମାତ୍ରା
Read More...