Browsing Category

ରାଜ୍ୟ

ବିଏମ୍ସି ବାଂଟିବ ବଳକା ଖାଦ୍ୟ

ଭୁବନେଶ୍ୱର: ଆଉ ଡଷ୍ଟବିନ୍ରେ ପଡିବନି ବଳକା ଖାଦ୍ୟ । ରାସ୍ତାକଡରେ ପଡି ପରିବେଶ ଅପରିବେଶ ଅପରିଷ୍କାର ହେବନି । ଏଣିକି ବିଏମ୍ସି ଲୋକଙ୍କ ନିକଟରେ ପହଂଚି ବଳକା ଖାଦ୍ୟ ସଂଗ୍ରହ କରିବ । ଏଥିନିମନ୍ତେ ଏକ ୨୪ ଘଂଟିଆ ନିଃଶୁଳ୍କ ସହାୟତା ନମ୍ବର ଜାରି ହେବ । ଉକ୍ତ ନମ୍ବରକୁ ଯୋଗାଯୋଗ କଲେ…
Read More...

୨୦ ପର୍ଯ୍ୟନ୍ତ ବର୍ଷା ଆଲର୍ଟ

ଭୁବନେଶ୍ୱର: ରାଜ୍ୟରେ ଆସନ୍ତାକାଲିଠାରୁ ୨୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ବର୍ଷା ଓ ଘଡଘଡି ହେବାର ସମ୍ଭାବନା ରହିଛି । ଏଥିପାଇଁ ପାଣିପାଗ ବିଭାଗ ପକ୍ଷରୁ ୧୧ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରୀ କରାଯାଇଛି । ଏହି ଜିଲ୍ଲାଗୁଡିକ ହେଲା ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ଦେବଗଡ,…
Read More...

ଯୌତୁକ ନିର୍ଯ୍ୟାତନା ଅଭିଯୋଗରେ ସ୍ତ୍ରୀକୁ ହତ୍ୟା

ଟିଟିଲାଗଡ଼: ମୁରିବାହାଲ ବ୍ଲକ ଗଡ଼ଗଡ଼ବାହାଲ ଗାଁ ର ଠାକୁରମୁନି ମହାନନ୍ଦଙ୍କୁ ଶାଶୁ ଘର ଲୋକେ ପିଟି ପିଟି ମାରି ଦେଇ ଥିବା ଅଭିଯୋଗ କରିଛନ୍ତି ମୃତକ ମହିଳା ର ପରିବାର ଲୋକେ । ଅଭିଯୋଗ ଅନୁଯାୟୀ ଠାକୁରମୁନି ମହାନନ୍ଦ ବଙ୍ଗୋମୁଣ୍ଡା ବ୍ଲକ ଝରିଆଲ ପଂଚାୟତ ବୁଣଜିପଦର ଗାଁ ର ଦୀପ୍ତି ମହାନନ୍ଦ…
Read More...

ପର୍ଯ୍ୟଟକଙ୍କଠାରୁ ଚେନ୍ ଲୁଟ୍ ଉଦ୍ୟମ : ୫ ଡକାୟତ ଗିରଫ

ପୁରୀ: ଜିରୋ ଟଲେରାନ୍ସ ଟୁ କ୍ରାଇମ୍ ନାରା ଦେଇ ପୁରୀ ପୋଲିସ୍ ସହରକୁ ଏବେ ଅପରାଧମୁକ୍ତ କରିବା ପାଇଁ ଏବେ ଆକ୍ସନ ଓରିଏଣ୍ଟେଡ଼୍ ହୋଇଛି । ବିଭିନ୍ନ ଅପରାଧରେ ଲିପ୍ତ ରହୁଥିବା କୁଖ୍ୟାତ ଅପରାଧିମାନଙ୍କୁ ଦମନ କରିବା ପାଇଁ ଏବେ କାର୍ଯ୍ୟାନୁଷ୍ଠାନକୁ ଅଧିକ ଜୋରଦାର କରିଛି । ଗତକାଲି…
Read More...

ଶ୍ରୀମନ୍ଦିର ଉତର ଦ୍ୱାରରେ ରକ୍ତଛିଟା

ପୁରୀ: ଶ୍ରୀମନ୍ଦିର ଉତର ଦ୍ୱାରରେ ପଡିଲା ରକ୍ତ ଛିଟା । ଜଣେ ଯାତ୍ରୀ ସହାୟକ ଓ ଜଣେ ସୁଆର ସେବାୟତଙ୍କ ମଧ୍ୟରେ ମାରପିଟ୍ ଯୋଗୁଁ ଘଟିଛି ଏମିତି ଏକ ଘଟଣା । ଏହି ଘଟଣାରେ ଯାତ୍ରୀ ସହାୟକ ଆହତ ହୋଇଛି । ତାଙ୍କ ନାଁ ଦାମୋଦର ଗୋଚ୍ଛିକାର ତାଙ୍କ ମୁଣ୍ଡରେ ଆଘାତ ଲାଗିଛି । ତାଙ୍କୁ ଡାକ୍ତରଖାନାରେ…
Read More...

ଥାନା ହାଜତରେ ଅଭିଯୁକ୍ତ କାଟିଲା ବେକ, ହାତ

ପୁରୀ: ପୁରୀ ତାଳବଣିଥାନାରେ ହାଜତ ମୃତ୍ୟୁ ଲୋକଙ୍କ ମନରୁ ଲିଭିନଥିବା ବେଳେ ଆଜି ପୁଣି ଏକ ଅଭାଭନିୟ ଘଟଣା ଘଟିଛି । ଡକାୟତି ମାମଲାରେ ଗିରଫ ଜଣେ ଅଭିଯୁକ୍ତ ହାଜତ ଭିତରେ ମଶା କଏଲ୍ ଷ୍ଟାଣ୍ଡରେ ନିଜର ବେକ ଓ ହାତକୁ କାଟି ଆତ୍ମହତ୍ୟା ଉଦ୍ୟମ କରିଥିଲା । ତେବେ ପୋଲିସ ତାକୁ ଉଦ୍ଧାରକରି…
Read More...

ଓଡିଶା ବନ୍ଦ ଶାନ୍ତିପୂର୍ଣ୍ଣ : ଜୀବନଯାତ୍ରା ଠପ୍

ଭୁବନେଶ୍ୱର: ପେଟ୍ରୋଲ, ଡିଜେଲ୍ ଓ ରନ୍ଧନଗ୍ୟାସ୍ର ଅହେତୁକ ମୂଲ୍ୟବୃଦ୍ଧି, ରାଜ୍ୟରେ ବେକାରୀ ବୃଦ୍ଧି, ନାରୀ ନିର୍ଯ୍ୟାତନା, ଶିଶୁ ନିଖୋଜ, ଚାଷୀସମସ୍ୟା, ବିପର୍ଯ୍ୟସ୍ଥ ଆଇନ୍ ଶୃଙ୍ଖଳା ପରିସ୍ଥିତିି, ରାଜନୈତିକ ହିଂସାକାଣ୍ଡ, ଜଳଜମୀ ଜଙ୍ଗଲରେ ସୂରକ୍ଷାରେ ରାଜ୍ୟସରକାରଙ୍କ ଅପରାଗତା…
Read More...

ଯୁବତୀଙ୍କ ଅଶ୍ଲିଳ ଭିଡିଓ ଉତ୍ତୋଳନ କରି ଯୁବକ ଗିରଫ

ପୁରୀ: ଉତ୍ତରପ୍ରଦେଶ ରାୟବରେଲିରୁ ପରିବାର ସହିତ ପୁରୀ ଶ୍ରୀମନ୍ଦିର ଦର୍ଶନ କରିବାକୁ ଆସିଥିବା ଜଣେ ଯୁବତୀଙ୍କର ସ୍ନାନ ସମୟର ଅଶ୍ଳୀଳ ଭିଡିଓ ଉତ୍ତୋଳନ କରିବା ଅଭିଯୋଗରେ ଟାଉନ୍ ଥାନା ପୋଲିସ୍ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ହୋଇଥିବା ଯୁବକ ଜଣକର ପରିଚୟ ହେଲା ବିକାଶ…
Read More...

ଆଇଜିଆଇଟି ଯାନ୍ତ୍ରୀକ ବିଭାଗର ସ୍ୱତନ୍ତ୍ର ପ୍ରଶିକ୍ଷଣ ଶିବିର

ପରଜଙ୍ଗ: ପରଜଙ୍ଗ ବ୍ଲକ ସରାଙ୍ଗ ସ୍ଥିତ ଇନ୍ଦିରା ଗାନ୍ଧୀ ବୈଷୟିକ ଶିକ୍ଷାନୁଷ୍ଠାନ (ଆଇଜିଆଇଟି)ର ଯାନ୍ତ୍ରୀକ ବିଭାଗ ପକ୍ଷରୁ ମେକାନିକାଲ ଇଞ୍ଜିନିୟରିଂ ସାମ୍ପ୍ରତିକ ଧାରା ସମ୍ପର୍କିତ ଏକ ସ୍ୱତନ୍ତ୍ର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଶିବିରରେ ଭାରତର ବିଭିନ୍ନ ବୈଷୟିକ…
Read More...

ବାଇକ ଦୁର୍ଘଟଣାଗ୍ରସ୍ତ ; ପୋଲ ତକଳୁ ଖସି ୨ ମୃତ

ବାଲେଶ୍ୱର : ବାଲେଶ୍ୱର ଜିଲା ଚାନ୍ଦିପୁର ଥାନା ଅନ୍ତର୍ଗତ ପାଗନଇ ନିକଟରେ ସଡକ ଦୁର୍ଘଟଣାରେ ୨ ଜଣଙ୍କ ଜୀବନ ଚାଲି ଯାଇଛି। ଉଭୟ ଏକ ବାଇକରେ ଯାଉଥିବା ସମୟରେ ଦୁର୍ଘଟଣା ଘଟି ପୋଲ ତଳକୁ ୨ ଜଣ ଖସି ପଡ଼ିବା ଦ୍ୱାରା ସେମାନଙ୍କ ମୃତ୍ୟୁ ହୋଇଛି। ମୃତକ ୨ ଜଣ ହେଲେ ସୁବ୍ରତ ସ(୨୮ ) ତାଙ୍କ ଘର…
Read More...