Browsing Category

ରାଜ୍ୟ

ଗୁହାଳରେ ନିଆଁ ଲାଗି ୫ ଗୋରୁ ଜୀବନ୍ତ ଦଗ୍ଧ

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲା ରାଜନଗର ଥାନା ଅନ୍ତର୍ଗତ ଜରିମୂଳ ଗାଁରେ ଏକ ଅଭାବନୀୟ ଘଟଣା ଘଟିଥିବା ଶନିବାର ଜଣାପଡିଛି। ଗୁହାଳରେ ନିଆଁ ଲାଗି ୫ ଗୋରୁ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଥିବା ବେଳେ ନିଆଁ ଲାଗିବାର କାରଣ ଏଯାଏଁ…
Read More...

ହାତବୁଣା ଲୁଗା ବେପାରରେ ବୁଣାକାର ବାଟବଣା!

ନୀଳଗିରି: ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ଅଧୀନ ସଜନାଗଡ଼ରେ ରହିଛି ଆସିବାସୀ ତନ୍ତୁବାୟ ସହଯୋଗ ସମିତି । ୧୯୮୦ରେ ଏହି ସମିତି ସ୍ଥାପିତ ହୋଇଥିବା ବେଳେ ସେତେବେଳେ ୧୦୧ ଜଣ ବୁଣାକାର ଏଠାରେ କାମ କରି ପରିବାର ପ୍ରତିପୋଷଣ କରୁଥିଲେ । ୧୯୯୭ରେ କୌଣସି କାରଣ ପାଇଁ ଏହି ସମିତ ବନ୍ଦ ହୋଇପଡିଲା…
Read More...

ଚମ୍ପୁଆ ଚକ୍ଷୁ ଚିକିତ୍ସାଳୟ ବନ୍ଦ !

ଚମ୍ପୁଆ: ସରକାରୀ ହାକ୍ତରଖାନାରେ ରୋଗୀଙ୍କୁ ସଂପୂର୍ଣ୍ଣ ମାଗଣା ଚିକିତ୍ସା ସାଙ୍ଗକୁ ମାଗଣା ଔଷଧ,ବିଭିନ୍ନ ରୋଗର ମାଗଣା ପରିକ୍ଷାର ମଧ୍ୟ ସୁବନେ୍ଦାବସ୍ତ କରିଛନ୍ତି ।ଜଣେ ହେଲେ ରୋଗୀ ଯେପରି ସେବାରୁ ବଂଚିତ ନହେବ ଏହା ହିଁ ସରକାରଙ୍କ ମୁଖ୍ୟ ଉଦେଶ୍ୟ ରହିଛିା କିÿିନ୍ତୁ ଆଶ୍ଚର୍ଯ୍ୟର ବିଷୟ…
Read More...

ଲିଙ୍ଗରାଜଙ୍କ ସେବାୟତଙ୍କୁ ମାଗଣା କୋଭିଡ଼୍ ଟିକା ଦାବି

ଭୁବନେଶ୍ୱର : ଏକାମ୍ର କ୍ଷେତ୍ରରେ ୧୯୯୪ମସିହାରେ ଗଠିତ ଦିର୍ଘଦିନର ବ୍ୟବଧାନ ପରେ ଲିଙ୍ଗରାଜ ସେନା ପୁର୍ନଗଠିତ ହୋଇଛି । ଲିଙ୍ଗରାଜ ମହାପ୍ରଭୁଙ୍କ ମନ୍ଦିର ସମସ୍ୟା, ସେବାୟତଙ୍କ ସମସ୍ୟା, ଯାନିଯାତ୍ରାରେ ଉପୁଜୁଥିବା ସମସ୍ୟା ଓ ସ୍ଥାନୀୟ ସମସ୍ୟାକୁ ସମାଧାନ ପାଇଁ ଏହା କାର୍ଯ୍ୟ କରିବ ।…
Read More...

ଯାଜପୁର ଜିଲ୍ଲା ପରିଷଦର ସ୍ୱତନ୍ତ୍ର ବୈଠକ

ଯାଜପୁର : ଯାଜପୁର ଠାରେ ୫ମ ଜିଲ୍ଲା ପରିଷଦର ଦ୍ୱାଦଶ ସ୍ୱତନ୍ତ୍ର ବୈଠକ ସ୍ଥାନୀୟ ଗୈାତମ ବୁଦ୍ଧ ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହୋଇଯାଇଚ୍ଥି । ଏହି ସ୍ୱତନ୍ତ୍ର ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନରେଶ ଚନ୍ଦ୍ର ମହାନ୍ତି ଅଧ୍ୟକ୍ଷତା କରି କହିଲେ ଯେ, ଜିଲ୍ଲାରେ ୧୦ ଗୋଟି ବ୍ଳ୍କରେ…
Read More...

ସମୁଦ୍ରରେ ଗାଧୋଉଥିବା ବେଳେ ଭାସିଗଲେ ୭ ପର୍ଯ୍ୟଟକ; ୬ ଉଦ୍ଧାର, ଜଣେ ନିିଖୋଜ

ପୁରୀ: ପୁରୀ ସମୁଦ୍ରରେ ଗାଧୋଉଥିବା ବେଳେ ଭାସିଯାଇଥିବା ୭ ପର୍ଯ୍ୟଟକଙ୍କ ମଧ୍ୟରୁ ୬ଜଣଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଥିବା ଜଣା ପଡ଼ିଛି। ତେବେ ଜଣେ ଏପର୍ଯ୍ୟନ୍ତ ନିଖୋଜ ଅଛନ୍ତି। ନିଖୋଜ ବ୍ୟକ୍ତି ଜଣଙ୍କ ନାଁ ଦୀପକ କୁମାର। ତାଙ୍କୁ ଖୋଜିବାକୁ ଉଦ୍ଧାର କାର୍ଯ୍ୟ…
Read More...

ପାଠକ ବାପା-ପୁଅଙ୍କୁ ଜାମିନ

ଭୁବନେଶ୍ୱର: ଆୟ ବହିଭୃତ ସମ୍ପତି ଠୁଳ ଏବଂ ଠକେଇ ଅଭିଯୋଗରେ ଗିରଫ ବରଖାସ୍ଥ ଆଇଏଫଏସ ଅଫିସର ଅଭୟ କାନ୍ତ ପାଠକ ଏବଂ ତାଙ୍କ ପୁଅ ଆକଶ ପାଠଙ୍କୁ ଆଜି ସ୍ୱତନ୍ତ୍ର ଭିଜିଲାନ୍ସ ଜାମିନ ମଞ୍ଜୁର କରିଛି । ୬୦ ଦିନ ମଧ୍ୟରେ ଭିଜିଲାନ୍ସ ସେମାନଙ୍କ ବିରୋଧରେ ଚାର୍ଜସିଟି ଦାଖ କରିପାରିନଥିବାରୁ ଅଦାଲତ…
Read More...

ଅମିତ, ନ୍ୟାୟବତୀ ଓ ଇମ୍ପୋଟେକ୍ ପରିସରରେ ୭୨ ତମ ସାଧାରଣତନ୍ତ୍ର ଦିବସ ପାଳିତ

ଭୁବନେଶ୍ୱର: ଏକାଡେମୀ ଅଫ୍ ମ୍ୟାନେଜ୍ମେଂଟ ଆଣ୍ଡ ଇନଫରମେସନ ଟେକ୍ନୋଲୋଜି (ଅମିତ), ଦୈନିକ ନ୍ୟାୟବତୀ ଓ ଇମ୍ପୋଟେକ୍ ପରିସରରେ ୭୨ ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଅମିତର ଚେୟାରମ୍ୟାନ୍ ତଥା ଦୈନିକ ନ୍ୟାୟବତୀର ସଂପାଦକ ଶ୍ରୀ ଅଧୀପ ନାରାୟଣ ମହାନ୍ତି ଜାତୀୟ…
Read More...

ଓଡ଼ିଶା ରାଜ୍ୟ ଗୃହନିର୍ମାଣ ସଂସ୍ଥାରେ ୭୨ ତମ ସାଧାରଣତନ୍ତ୍ର ଦିବସ ପାଳିତ

ଭୁବନେଶ୍ୱର: ସ୍ଥାନୀୟ ୟୁନିଟ -୩ ସ୍ଥିତ ଓଡ଼ିଶା ରାଜ୍ୟ ଗୃହନିର୍ମାଣ ସଂସ୍ଥା ମୁଖ୍ୟ କାର୍ଯ୍ୟାଳୟ ପରିସରରେ ୭୨ତମ ସାଧାରଣତନ୍ତ୍ର ଦିବସ ସମାରୋହରେ କୋଭିଡ ନିୟମ ମାନି ପାଳିତ ହୋଇଛି । ଏହି ଉସôବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସଂସ୍ଥାର ଅଧ୍ୟକ୍ଷ ତଥା ପୂର୍ବତନ ବିଧାୟକ ଶ୍ରୀଯୁକ୍ତ…
Read More...

ଜଳସମ୍ପଦ କାର୍ଯ୍ୟାଳୟରେ ଜନରାଜ୍ୟ ଦିବସ ପାଳିତ

ଜଗସିଂହପୁର: ବଲିକୁଦା ଜଳସମ୍ପଦ କାର୍ଯ୍ୟାଳୟଠାରେ ସହକାରୀ ନିର୍ବାହୀ ଯନ୍ତ୍ରୀ ବିପ୍ଳବ କୁମାର ସାହୁଙ୍କ ଦ୍ୱାରା ଜାତୀୟ ପତାକା ଉତୋଳନ କରାଯାଇଥିଲା । ଏଥିରେ ସ୍ୱତନ୍ତ୍ର ଅତିଥି ଭାବରେ ବରିଷ୍ଠ ସାମ୍ବାଦିକ ତଥା ଉପକୁଳ ବଞ୍ଚାଅ ଆନେ୍ଦାଳନର ରାଜ୍ୟ ସଭାପତି ବୀରବର ଦଳାଇ ଯୋଗ ଦେଇ…
Read More...