Browsing Category

ରାଜ୍ୟ

ମହିଳାଙ୍କ ବିକାଶ ଦାୟିତ୍ୱ ମୋଦୀ ନେଇସାରିଛନ୍ତି

ଭୁବନେଶ୍ୱର: ସଂସଦ ଓ ବିଧାନସଭାବେ ମହିଳା ସଂରକ୍ଷଣ ପ୍ରସଙ୍ଗରେ ଜାତୀୟ ଦଳଗୁଡ଼ିକର ଆଭିମୁଖ୍ୟକୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ସମାଲୋଚନା କଲା ପରେ ତାହାର ଜବାବ ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସିଧାସଳଖ ମହିଳା ସଂରକ୍ଷଣ ପ୍ରସଙ୍ଗରେ କିଛି କହିନଥିଲେ ହେଁ କେନ୍ଦ୍ର…
Read More...

ଲର୍ଣ୍ଣିଂ ଲାଇସେନ୍ସ ତାରିଖ ମାର୍ଚ୍ଚ ୩୧କୁ ବୃଦ୍ଧି

ଭୁବନେଶ୍ୱର: ଲର୍ଣ୍ଣିଂ ଲାଇସେନ୍ସଧାରୀଙ୍କ ପାଇଁ ଖୁସି ଖବର । ଡିଏଲ ଆବେଦନ କରିବା ପାଇଁ ଲର୍ଣ୍ଣିଂ ଲଇସେନ୍ସଧାରୀଙ୍କ ଲାଗି ବଢ଼ିଲା ସମୟ ସୀମା । ଓଡ଼ିଶା ସରକାର ୨୦୨୧ ମାର୍ଚ୍ଚ ୩୧ ଯାଏଁ ଏହାକୁ ବଢ଼ାଇଛନ୍ତି । ବିଜ୍ଞପ୍ତି ଜାରି କରି ଏନେଇ ସୂଚନା ଦେଇଛି ରାଜ୍ୟ ପରିବହନ କର୍ତୃପକ୍ଷ ।…
Read More...

ବାଇକ ଚାଳକ ଗଣିଲେ ୨୨ ହଜାର ଟଙ୍କା ଫାଇନ୍

ସୁନ୍ଦରଗଡ: ମଦ ପିଇ ଗାଡି ଚଳାଇବା ପଡିଲା ମହଙ୍ଗା । ୨୨ ହଜାରରୁ ଅଧିକ ଟଙ୍କାର ଫାଇନ ଗଣିଲେ ବାଇକ ଚାଳକ । ସୁନ୍ଦରଗଡ଼ ପରିବହନ ବିଭାଗ ପକ୍ଷରୁ ଚେକିଂ ବେଳେ ଜଣେ ମଦ୍ୟପ ବାଇକ ଚାଳକ ୨୨,୫୦୦ ଟଙ୍କାର ତଣ୍ଡ ଗଣିଛନ୍ତି । ଗତକାଲି ବିଳମ୍ବିତ ରାତିରେ ରାଜଗାଙ୍ଗପୁର ଘୋଘର ଛକ ନିକଟରେ ଚେକିଂ…
Read More...

ଚାକିରୀ ଜନିତ ସମସ୍ୟାକୁ ନେଇ ପ୍ରତିବାଦ କରିବେ ନର୍ସିଂ ଅଫିସର

ଭୁବନେଶ୍ୱର, ୨୭.୧୨ : ସ୍ୱାସ୍ଥ୍ୟସେବା ଭଳି ଏକ ଅତ୍ୟାବଶ୍ୟକ ସେବା ପ୍ରଦାନ କ୍ଷେତ୍ରରେ ନିଜକୁ ନିୟୋଜିତ କରିଥିବା ନର୍ସମାନେ ଚାକିରୀ ଜନିତ କେତେକ ଅସଙ୍ଗତି ଯୋଗୁ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏନେଇ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଜଣାଇଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ ।…
Read More...

ଅଙ୍ଗନୱାଡି କେନ୍ଦ୍ର ଗୁଡିକର ସ୍ଥାୟୀ ଗୃହ ନିର୍ମାଣ ପାଇଁ ଦାବି

ଭବାନୀପାଟଣା- ସମନ୍ନିତ ଶିଶୁ ବିକାଶ ଯୋଜନାରେ କଳାହାଣ୍ଡି ଜିଲ୍ଲାରେ ଖୋଲାଯାଇଛି ଅଙ୍ଗନୱାଡି କେନ୍ଦ୍ର । ଛୋଟ ଛୋଟଶିଶୁ ମାନଙ୍କୁ ପ୍ରାକ୍ ବିଦ୍ୟାଳୟ ଶିକ୍ଷା, ପୁଷ୍ଟିକର ଖାଦ୍ୟ, ଟିକାକରଣ ଆଦି ସୁବିଧା ଯୋଗାଇଦେବା ଲକ୍ଷ୍ୟରେ ଏହି ଯୋଜନା କାର୍ଯ୍ୟକାରୀ ହେଉଛି । କଳାହାଣ୍ଡି ଜିଲ୍ଲାରେ…
Read More...

ବିଜୁ ଭବନ ଠାରେ ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ସମାରୋହ

ଭୁବନେଶ୍ୱର: ବିଜୁ ଜନତା ଦଳର ୨୪ତିମ ପ୍ରତିଷ୍ଠା ଦିବସ ଜିଲ୍ଲା କାର୍ଯ୍ୟାଳୟ ବିଜୁ ଭବନ ଠାରେ ମହା ଉତ୍ସବରେ ପାଳିତ ହୋଇଯାଇଅଛି । ଜିଲ୍ଲା ବିଜେଡି ସଭାପତି ତଥା ରାଜସ୍ୱ ବିପର୍ଯୟ ମନ୍ତ୍ରୀ ଶ୍ରୀଯୁକ୍ତ ସୁଦାମ ମାର୍ଣ୍ଡିଙ୍କ ନେତୃତ୍ୟ ଓ ପ୍ରତେକ୍ଷ୍ୟ ତତ୍ୟାବଧାନରେ ଆୟଜିତ ଏହି ପ୍ରତିଷ୍ଠା…
Read More...

କୋଭିଡ ସଚେତନତା ରଥର କେନ୍ଦ୍ରାପଡାରେ ଶୁଭାରମ୍ଭ

କେନ୍ଦ୍ରାପଡା- ରାଜ୍ୟ ସରକାରଙ୍କ କୋଭିଡ ସଚେତନତା ରଥର ଆଜି କେନ୍ଦ୍ରାପଡା ଜିଲ୍ଲାରେ ଶୁଭାରମ୍ଭ ହୋଇଯାଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ରାଜ୍ୟ ସରକାରଙ୍କ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ,ସୂଚନା ଓ ଲୋକ ସମ୍ପର୍କ ବିଭାଗ ଏବଂ ୟୁନିସେଫର ମିଳିତ ଆନୁକୁଲ୍ୟରେ ଏଠାରେ…
Read More...

ଦୂର ସଂଚାର ନିଗମ ସବଡିଭିଜନ କାର୍ଯ୍ୟାଳୟ ଉଠିଗଲା

ଭଞ୍ଜନଗର: ଭାରତୀୟ ଦୂର ସଂଚାର ନିଗମ ଭଞ୍ଜନଗର ଶାଖା ଏବେ ଏଠାରୁ ଉଠିଯାଇଛି । ଏକଦା ଏହି ନିଗମ କାର୍ଯ୍ୟାଳୟରୁ ୩ ହଜାରରୁ ଅଧିକ ଲ୍ୟାଣ୍ଡଲାଇନ ଟେଲି ଫୋନ୍ ସଂଯୋଗ ହୋଇଥିଲା । ଗାଁ ଗାଁରେ ଦୂର ଭାଷାର ଏକମାତ୍ର ଶ୍ରେୟ ଥିଲା ବିଏସ୍ଏନ୍ଏଲ ସଂସ୍ଥା । ଶହଶହ କିମି ବ୍ୟାପି ଭୂତଳ ଗର୍ଭରେ କେବୁଲ…
Read More...

ଅଟଳଜିଙ୍କ ପ୍ରତିମୂର୍ତିକୁ ଜପାରେ ଉନ୍ମୋଚନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଜଗତସିଂହପୁର: ବଡ଼ଦିନ ଅବସରରେ ରାଷ୍ଟ୍ରନାୟକ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କର ଏକ ପ୍ରତିମୂର୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କର କମଳରେ ଉନ୍ମୋଚିତ ହୋଇଯାଇଛି । ଏହି ଉପଲକ୍ଷେ ଏକ ସାଧାରଣ ସଭାରେ କେନ୍ଦ୍ର ପେଟ୍ରୋଲିୟମ ପ୍ରାକୃତିକ ଗ୍ୟାସ…
Read More...

ବିଜେଡିର ୨୪ତମ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର : ଆଜି ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ। ବିଜେଡ଼ିକୁ ୨୩ ପୂରି ୨୪ ଚାଲିଛି। ୧୯୯୭ରେ ଦଳ ଗଠନ ହେବାର ୩ବର୍ଷ ପରେ ବିଜେପି ସହ ମେଣ୍ଟ କରି ସରକାର ଗଢ଼ିଥିବା ଦଳ ଏ ପର୍ଯ୍ୟନ୍ତ ପରାଜୟର ସ୍ବାଦ ଚାଖିନି। କ୍ରମାଗତ ଭାବେ ପାଞ୍ଚ ଥର କ୍ଷମତାକୁ ଆସି ଇତିମଧ୍ୟରେ ୨୦ ବର୍ଷ ଓଡ଼ିଶାକୁ…
Read More...