Browsing Category

ରାଜ୍ୟ

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ଅନୁଗୁଳ : ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅନୁଗୁଳର ଜିଲା ଅନ୍ତର୍ଗତ ବଇଣ୍ଡା ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଥିବା ବୁଧବାର ଜଣାପଡ଼ିଛି। କନିଷ୍ଠ ଯନ୍ତ୍ରୀ ବସନ୍ତ କୁମାର ବସ୍ତିଆଙ୍କ ସରକାରୀ ବାସ ଭବନ ସମେତ କାର୍ଯ୍ୟାଳୟ, ପେତୃକ ଘରେ
Read More...

ରାଜ୍ୟରେ ୧ ହଜାର ୪୭୪ ନୂଆ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ କିଛି ସପ୍ତାହ ହେବ କରୋନା ଆକ୍ରାଙ୍କ ସଂଖ୍ୟା ୧୫୦୦ ମଧ୍ୟରେ ସୀମିତ ରହୁଛି। ୨୪ ଘଣ୍ଟାରେ ୧ ହଜାର ୪୭୪ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧ କେନ୍ଦ୍ରରୁ ୮୫୫ ଓ ୬୧୯ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୯୫,୮୮୯ରେ
Read More...

ବାଲେଶ୍ୱର, ତିର୍ତୋଲରେ ୭୨% ମତଦାନ

ଭୁବନେଶ୍ୱର: କୋଭିଡ୍ କଟକଣା ଓ କର୍ଡା ସୂରକ୍ଷା ବ୍ୟବସ୍ଥା ମଧ୍ୟରେ ବାଲେଶ୍ୱର ଓ ତିର୍ତୋଲ ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ଆଜି ଶାନ୍ତି ପୂ୍ର୍ଣ୍ଣଭାବେ ଭୋଟ୍ ଗ୍ରହଣ ଶେଷ ହୋଇଛି । ଫଳରେ ଉଭୟ ନିର୍ବାଚନ ମଣ୍ଡଳିରେ ୧୫ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଭୋଟିଂ ମେସିନରେ ସିଲ୍ ହୋଇଯାଇଛି । ଆଜି
Read More...

ମିରାଜ ଯୁଦ୍ଧ ବିମାନର ଭୟଙ୍କର ଏୟାର ଷ୍ଟ୍ରାଇକ, ୫୦ ଆତଙ୍କବାଦୀ ସଫା

ପ୍ୟାରିସ: ଆତଙ୍କବାଦୀଙ୍କ ବିରୋଧରେ ବଡ଼ଧରଣର ଏୟାର ଷ୍ଟ୍ରାଇକ କରିଛି ଫ୍ରାନ୍ସ। ଫ୍ରାନ୍ସର ବାୟୁସେନା ପକ୍ଷରୁ ହୋଇଥିବା ଏୟାର ଷ୍ଟ୍ରାଇକ୍‌ରେ ଅଲକାଏଦାର ୫୦ ଜଣ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡ଼ିଛି। ଏହି ଏୟାର ଷ୍ଟ୍ରାଇକ୍‌ରେ ଫ୍ରାନ୍ସ ବାୟୁସେନା ମିରାଜ ଯୁଦ୍ଧ ବିମାନ ଓ ଡ୍ରୋନର
Read More...

ଏକାମ୍ର ଉଦ୍ୟାନକୁ ବିକ୍ରି କରିବାକୁ ଦିଆଯିବ ନାହିଁ – ସୁରେଶ ରାଉତରାୟ

ଭୁବନେଶ୍ୱର: ଭୁବନେଶ୍ୱରର ଶୋଭା ବର୍ଦ୍ଧନ ଏବଂ ଉଦ୍ୟାନ କୃଷିର ପ୍ରଗତି ପାଇଁ ୧୯୮୦ ଦଶକରେ ତତ୍କାଳୀନ କଂଗ୍ରେସ ସରକାରର ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକ ୨୬ ଏକର ପରିମିତ ଏକାମ୍ର ପାର୍କ ପ୍ରତିଷ୍ଠା କରିଥିଲେ । ଏହାକୁ ଏବେ ବିକ୍ରି କରିବା ପାଇଁ ବା ହଡପ କରିବା ପାଇଁ 
Read More...

ଦିନ ୧ଟା ସୁଦ୍ଧା ବାଲେଶ୍ୱରରେ ୪୧.୩୬% ଓ ତିର୍ତ୍ତୋଲରେ ୩୯.୬୮% ମତଦାନ

ବାଲେଶ୍ୱର/ତିର୍ତ୍ତୋଲ : ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ମଙ୍ଗଳବାର ଭୋଟିଂ ଜାରି ରହିଛି। କୋଭିଡ କଟକଣା ମଧ୍ୟରେ ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇଛି। ଦିନ ୧ଟା ସୁଦ୍ଧା ତିର୍ତ୍ତୋଲରେ ୩୯.୬୮% ମତଦାନ ହୋଇଥିବା ବେଳେ ବାଲେଶ୍ୱରରେ ୪୧.୩୬% ମତଦାନ ହୋଇଥିବା ନେଇ ସୂଚନା
Read More...

ବାଲେଶ୍ୱର: ଭୋଟ ଦେଲେ ବିଜେପି, ବିଜେଡି ଓ କଂଗ୍ରେସ ଆଶାୟୀ ବିଧାୟକ ପ୍ରାର୍ଥୀ

ବାଲେଶ୍ୱର: ଆଜି ବାଲେଶ୍ବର ସଦର ପାଇଁ ଉପନିର୍ବାଚନ ମତଦାନ ଜାରି ରହିଛି। ଏହି ଉପନିର୍ବାଚନରେ ବିଧାୟକ ପ୍ରାର୍ଥୀଭାବେ ପ୍ରତିଦ୍ବନ୍ଦ୍ବିତା କରୁଥିବା ତିନି ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀ ଏବଂ ଜଣେ ସ୍ୱାଧୀନ ପ୍ରାର୍ଥୀ ନିଜର ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି। ବିଜେଡି ବିଧାୟକ
Read More...

ରାଜ୍ୟରେ ଆଖି ବୁଜିଲେ ୧୨ କରୋନା ଆକ୍ରାନ୍ତ

ଭୁବନେଶ୍ବର: ରାଜ୍ୟରେ ମଙ୍ଗଳବାର କରୋନା ଆଉ ୧୨ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧,୩୫୨କୁ ବୃଦ୍ଧି ହୋଇଛି। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି। ସୂଚନା ଅନୁଯାୟୀ, ଆଜି କରୋନାରେ ୧୨ ଜଣ ମୃତକଙ୍କ ମଧ୍ୟରୁ
Read More...

ବାଲେଶ୍ୱରବାସୀଙ୍କ ପ୍ରତି ଉପେକ୍ଷାକୁ ନେଇ କ୍ଷୋଭ!

ବାଲେଶ୍ୱର: ବାଲେଶ୍ୱର ପ୍ରତି ରାଜ୍ୟ ସରକାରଙ୍କ ସମେତ ଜିଲ୍ଲା ପ୍ରଶାସନର ଅବହେଳା ତଥା ଉପେକ୍ଷାକୁ ନେଇ ପ୍ରଚାରର ଶେଷଦିନରେ ମୁହଁ ଖୋଲିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ । ସ୍ଥାନୀୟ ରୟାଲ କୁଇନ୍ କଲ୍ୟାଣମଣ୍ଡପରେ ଅୟୋଜିତ ଏକ ସମ୍ବାଦିକ ସମ୍ମିଳନୀରେ ଯୋଗଦେଇ
Read More...

ଏବେ ପିପିଲିରେ ସମସ୍ତଙ୍କ ନଜର : କିଏ ହେବେ ବିଜେଡି ପ୍ରାର୍ଥି !

ଭୁବନେଶ୍ୱର, ବିଜେଡିର ଟାଣୁଆ ନେତା ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ବିୟୋଗ ପରେ ପିପିଲି ବିଧାନସଭା ଆସନ ଖାଲି ପଡିଛି । ପିପିଲି ନିର୍ବାଚନମଣ୍ଡଳୀବାସୀ ଖୁବଶୀଘ୍ର ଏକ ଉପନିର୍ବାଚନ ଦେଖିବେ । ତେବେ, ସ୍ୱର୍ଗତ ମହାରଥୀଙ୍କ ପରେ ତାଙ୍କ ପରିବାରରୁ କିଏ ବିଜେଡିର ପ୍ରାର୍ଥୀ ହେବ ନା'
Read More...