Browsing Category

ରାଜ୍ୟ

ବଢୁଛି ବ୍ରାହ୍ମଣୀ, ବୈତରଣୀ, ସୁବର୍ଣ୍ଣରେଖା

ଭୁବନେଶ୍ୱର : ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ବିିଭିନ୍ନ ନଦୀରେ ଜଳପତନ ବୃଦ୍ଧି ପାଇବାରେ ଲାଗିଛି । ତେବେ ବ୍ରାହ୍ମଣୀ, ବୈତରଣୀ ଓ ସୁବର୍ଣ୍ଣରେଖାରେ ମଧ୍ୟମ ଧରଣର ରେଖା ସୃଷ୍ଟି ହୋଇଛି ବୋଲି ସ୍ୱତନ୍ତ୍ର ରିଲିଫ କମିଶନର କହିଛନ୍ତି । ବୈତରଣୀର ବନ୍ୟା ଜଳ ଏବେ ବିପଦ ସଙ୍କେତ ଉପରେ ପ୍ରବାହିତ…
Read More...

ନବ ନିଯୁକ୍ତ ଭାରପ୍ରାପ୍ତ ଅଧିକାରୀଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର : ରାଜ୍ୟର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ନୀଳାଦ୍ରିବିହାର ଯୁବ ଓ ସାଂସ୍କୃତିକ ସଂଘ ତରଫରୁ ସ୍ଥାନୀୟ ଚନ୍ଦ୍ରଶେଖରପୁର ଥାନାରେ ନୂତନ ଭାବେ ଯୋଗଦାନ କରିଥିବା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ଯୁବରାଜ ସ୍ୱାଇଁଙ୍କୁ ଇତି ମଧ୍ୟରେ ଭବ୍ୟ ସ୍ୱାଗତ ପ୍ରଦାନ କରାଯାଇଛି ।…
Read More...

ମୋବାଇଲ ହେଲା କାଳ, ବଜ୍ରଘାତରେ ଗଲା ଜୀବନ

ଚମ୍ପୁଆ: ମୋବାଲଇ ହେଲା କାଳ-ବିଲରେ କାମ ସାରି ମୋବାଇଲ ଅଫ କରୁଥିବା ସମୟରେ ବଜ୍ରଘାତରେ ଗଲା ମହିଳାଙ୍କ ଜୀବନ । ମିଳିଥିବା ସୁଚନା ଅନୁଯାୟୀ ଚମ୍ପୁଆ ଥାନା ରଙ୍ଗମାଟିଆ ପଞ୍ଚାୟତ ହୃଦୁରାମପୁରର ଶଶିଭୁଷଣ ନାୟକଙ୍କ ପତ୍ନୀ ବିଶାଖା ନାୟକ(୪୦) ବିଲରେ କାମ କରିବା ପାଇଁ ଯାଇଥିଲେ । ଅପରାହ୍ନରେ…
Read More...

ବଗଲା ଜମି ମାମଲା : ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡିଲା କଂଗ୍ରେସ

ଭୁବନେଶ୍ୱର: ବଗଲା ଧର୍ମଶାଳା ଜମି ଦୁର୍ନୀତି ପ୍ରସଙ୍ଗକୁ ନେଇ ଓଡିଶାର ରାଜ୍ୟପାଳଙ୍କ ନିକଟରେ ଫେରାଦ ହୋଇଛି ପୁରୀ ଜିଲ୍ଲା କଂଗ୍ରେସ । ୧୯୦୫ ମସିହାରେ ସ୍ୱର୍ଗତଃ କହ୍ନେୟାଲାଲ ବଗଲା ଅଗଣିତ ଜଗନ୍ନାଥ ପ୍ରେମୀ ଭକ୍ତଙ୍କ ହିତକୁ ଆଖି ଆଗରେ ରଖି ଧର୍ମଶାଳା ପାଇଁ ଦାନ ସୂତ୍ରରେ ଦେଇଥିବା ସଂପତିକୁ…
Read More...

ଯୋଡା ବିକାଶ ପରିଷଦ ପକ୍ଷରୁ ବୃକ୍ଷ ରୋପଣ

ଯୋଡା: କେନ୍ଦୁଝର ଜିଲ୍ଲା ଯୋଡା ପୌରାଞ୍ଚଳର ସାମୁହିକ ବିକାଶକୁ ନେଇ ଗଠିତ ହୋଇଥିବା ସାମାଜିକ ଅନୁଷ୍ଠାନ ଯୋଡା ବିକାଶ ପରିଷଦ ଶେଷରେ ଯୋଡା ବାସୀଙ୍କୁ ସହଯୋଗ ତଥା ପରିଷଦର କାର୍ଯ୍ୟକର୍ତାଙ୍କ ଐକାନ୍ତ ଉଦ୍ୟମରେ ଜିଲ୍ଲା ପ୍ରଶାସନ ଦ୍ୱାରା ପଞ୍ଜିକୃତ ହୋଇଥିବା ଖବର ହସ୍ତଗତ ହୋଇଛି । ଏହି…
Read More...

ମରଣ ଯନ୍ତା ପାଲଟିଛି ରିମୁଳି-ବଡବିଲ ଜାତୀୟ ରାଜପଥ

ଚମ୍ପୁଆ: ରିମୁଳି ଠାରୁ ଯୋଡା ବଡବିଲ ପର୍ଯ୍ୟନ୍ତ ଜାତୀୟ ରାଜପଥ ମରଣଯନ୍ତା ପାଲଟିଥିବା ନେଇ ଉପଖଣ୍ଡର ଚାରୋଟି ପଞ୍ଚାୟତର ସରପଞ୍ଚ ଆଜି ଉପଜିଲ୍ଲାପାଳଙ୍କୁ ଭେଟି ଫେରାଦ ହୋଇଛନ୍ତି । ବିପର୍ଯ୍ୟସ୍ତ ରାସ୍ତା ପାଇଁ ଏହି ଚାରୋଟି ପଞ୍ଚାୟତ ସହ ଯୋଡା ଓ ବଡବିଲ ମୁନସିପାଲଟି ବାସିନ୍ଦାଙ୍କକ…
Read More...

ଗାଡ଼ି ଚାଳକ ଇଅର ଫୋନ୍ ବ୍ୟବହାର କଲେ ବାତିଲ ହେବ ଲାଇସେନ୍ସ

ଭୁବନେଶ୍ୱର: ମୋବାଇଲ ଇୟର ଫୋନ ବ୍ୟବହାରକାରୀ ସାବଧାନ ଗାଡ଼ି ଚଳାଇବା ବେଳେ ଇୟର ଫୋନ ବ୍ୟବହାର କରି ଧରାପଡ଼ିଲେ ବାତିଲ ହୋଇପାରେ ଡ୍ରାଇଭିଂ ଲାଇସେନ୍ସ । ଏ ନେଇ ପରିବହନ ଆୟୁକ୍ତ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଆରଟିଓ ଓ ଟ୍ରାଫିକ୍କୁ ଦେଇଛନ୍ତି । ଏହି ନିର୍ଦ୍ଦେଶକୁ ଗୁରୁତର ସହ ନେଇଛି…
Read More...

ପୋଖରୀପୁଟରେ କାର୍ଯ୍ୟକ୍ଷମ ହେଲା କୋଭିଡ୍ କେୟାର ସେଂଟର୍

ଭୁବନେଶ୍ୱର: ପୋଖରୀପୁଟରେ ବିଏମ୍ସି ପକ୍ଷରୁ ଏକ କୋଭିଡ କେୟାର ସେଂଟର କାର୍ଯ୍ୟକ୍ଷମ ହୋଇଛି । ଏକାମ୍ର ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ତାଙ୍କ ବିଧାୟକ ପାଣ୍ଠିରୁ ଏଥି ପାଇଁ ୫୦ ଲକ୍ଷ ଟଙ୍କା ଅନୁଦାନ ଦେଇଛନ୍ତି । ପୋଖରୀପୁଟରେ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ…
Read More...

ବନ୍ୟା ମୁକାବିଲା ପାଇଁ ପ୍ରଶାସନ ସଜାଗ

ଯାଜପୁର: ଜିଲ୍ଲା ପ୍ରଶାସନ ସମ୍ଭାବ୍ୟ ବନ୍ୟାର ମୁକାବିଲା ପାଇଁ ପ୍ରସ୍ତୁତ ରହିଚ୍ଥି । ଏଥିପାଇଁ ବିଭିନ୍ନ ଅଧିକାରୀ ଓ ବିଭାଗ ମାନଙ୍କର କାର୍ଯ୍ୟ ସମୀକ୍ଷା କରାଯାଇ ଉପଯୁକ୍ତ ପଦକ୍ଷେପ ପାଇଁ ନିର୍ଦ୍ଦେଶ ଦିଆଯାଇଚ୍ଥିା ତେଣୁ ବନ୍ୟା ପରିସ୍ଥିତି ପାଇଁ ଲୋକମାନେ ଭୟଭୀତ ନ ହୋଇ ସଜାଗ ଓ ସତର୍କ…
Read More...

ଧର୍ମଶାଳା :ପାହାଡରୁ କଳାପଥର ଲୁଟ୍ ନେଇ ବଢୁଛି ଅସନ୍ତୋଷ

ଯାଜପୁର: ଯାଜପୁର ଜିଲ୍ଲାର ଧର୍ମଶାଳା ସର୍ବଦା ପାହାଡ ମହାଦୁର୍ନିତି ନେଇ ଚର୍ଚ୍ଚାରେ ରହିଛି । ଏଠାରେ ଗୋଟିକ ପରେ ଗୋଟିଏ ପାହାଡ ମାଟିରେ ମିଶିବାକୁ ଯାଉଛି । ସରକାରଙ୍କ କୋଟି କୋଟି ଟଙ୍କାର କଳାପଥର ସ୍ପଷ୍ଟ ଦିବାଲୋକରେ ହରିଲୁଟ ହେଉଛି । ଏଥିନେଇ ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ବାରମ୍ବାର…
Read More...