Browsing Category

ରାଜ୍ୟ

ରାଉଲକେଲା ଜେଲରୁ ୪୫ କରେନା ଆକ୍ରାନ୍ତ ଚିହ୍ନଟ

ରାଉଲକେଲା- ଜେଲ ଭିତରେ ପଶିଲା କରୋନା । ରାଉକେଲା ସ୍ୱତନ୍ତ୍ର ଜେଲରେ ୪୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪୨ ଅନ୍ତେବାସୀ ଓ ୩ ଜଣ ଜେଲର କାର୍ମଚାରୀ ବୋଲି ଜଣାପଡିଛି । ଏନେଇ ରାଉଲକେଲା ଜେଲର ନିରାକର ପାଢି ସୂଚନା ଦେଇଛନ୍ତି । ତାଙ୍କ କହିବା ମୂତାବକ…
Read More...

ଭଦ୍ରକ ଓ ଜଗତସିଂହପୁରରେ ବୋମାମାଡ

ଭୁବନେଶ୍ୱର- ଗତକାଳି ବିଳମ୍ବିତ ରାତିରେ ଭଦ୍ରକ ଓ ଜଗତସିଂପୁର ଜିଲ୍ଲାରେ ବୋମାମାଡ ହୋଇଛି । ଏହି ଘଟଣାରେ ଜଣେ ଯୁବକ ଆହାତ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଗତକାଲି ସନ୍ଧ୍ୟାରେ ଖାଇବାକୁ ନେଇ ଦୋକାନୀ ଉମାକାନ୍ତ ସାହୁ ଓ ଦୁଇ ଜଣ ଯୁବକଙ୍କ ମଧ୍ୟରେ ବଚସା ହୋଇଥିଲା । ଓ ଦୁଇଜଣ…
Read More...

ପୋଲିସକୁ ଅଟକ ରଖି ୩୦ ଗିରଫ

କୋଣାର୍କ: ପୋଲିସ କର୍ମଚାରୀଙ୍କୁ ଅଟକ ରଖିବା ଘଟଣାରେ ୩୦ଜଣଙ୍କୁ ପୋଲିସ ଗିରଫ କରିଥିବା ଜଣାପଡିଛି । ପୁରୀ ଜିଲାର ଗୋପ ଥାନା ଅନ୍ତର୍ଗତ ରେଢୁଆ ଗାଁରୁ ୨୦ ମିହିଳା ଓ ୧୦ ଜଣ ପୁରୁଷଙ୍କୁ ପୋଲିସ ଗିରଫ କରିଛି । ଗୋପ ଥାନା ପୋଲିସ ବିଳମ୍ବିତ ରାତିରେ ଗାଁରେ ପଶି ସମସ୍ତ ଅଭିଯୁକ୍ତଙ୍କୁ ଉଠେଇ…
Read More...

ପୋଖରୀରେ ବୁଡି ନାବାଳିକାର ମୃତ୍ୟୁ

ବାଲିକୁଦା:ବାଲିକୁଦା ଥାନା ଅନ୍ତର୍ଗତ ଅନନ୍ତପୁର ଫାଣ୍ଡି ଅଧିନ ବରମୁଣ୍ଡଳି ପଂଚାୟତର ତାଳଗାଁରେ ଆଜି ପୋଖରୀକୁ ଗାଧୋଇବାକୁ ଯାଇଥିବା ଜଣେ ୯ ବର୍ଷର ନାବାଳିକାଙ୍କର ପାଣିରେ ବୁଡି ପ୍ରାଣହାନୀ ଘଟିଛି । କୁଟୁମ୍ବରେ ଜଣେ ବୃଦ୍ଧଙ୍କର ମୃତ୍ୟୁରେ ଆଜି ଦଶାହ କାର୍ଯ୍ୟ ଚାଲିଥିବା ବେଳେ ଉକ୍ତ…
Read More...

ଲିଙ୍ଗେଶ୍ୱର ପୀଠରେ ବୃକ୍ଷ ରୋପଣ ଶୁଭାରମ୍ଭ

ଯାଜପୁର: ଯାଜପୁର ଓଡିଶାର ପୁରାତନ ରାଜଧାନୀ । ଏହା ଯଯାତି ନଗର ନାମରେ ବେଶ୍ ପରିଚିତ । ଏହାକୁ ପୁନର୍ଜୀବିତ କରିବାକୁ ପ୍ରୟାସ ଆରମ୍ଭ ହୋଇଚ୍ଥି । ସେଥିପାଇଁ ମୂଳାପାଳ ଲିଙ୍ଗେଶ୍ୱର ଠାରୁ ସାହାପୁର ପର୍ଯ୍ୟନ୍ତ ଅଞ୍ଚଳକୁ ନେଇ ଯଯାତି ନଗର ସହରର ପରିକଳ୍ପନା କରାଯାଇଚ୍ଥି । ତାହାରି ଆଧାରରେ…
Read More...

ସ୍ୱାଧୀନତା ଦିବସକୁ ସରକାରୀ ମାର୍ଗଦର୍ଶିକା ଆଧାରରେ ପାଳନ କରାଯିବ: ଜିଲ୍ଲାପାଳ

ଯାଜପୁର : ସ୍ୱାଧୀନତା ଦିବସ ଦେଶ ଓ ଜାତି ପାଇଁ ଏକ ଗୈାରବର ପ୍ରତୀକ । ଏହାକୁ ପ୍ରତ୍ୟେକ ବର୍ଷ ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଇଥାଏ । ତେବେ ଚଳିତ ବର୍ଷର ସ୍ୱାଧୀନତା ଦିବସକୁ କୋଭିଡ ସଂପର୍କରେ ସରକାରଙ୍କର ମାର୍ଗଦର୍ଶିକା ଆଧାରରେ ସ୍ୱଳ୍ପ ସଂଖ୍ୟକ ବ୍ୟକ୍ତିଙ୍କ ଉପସ୍ଥିତିରେ…
Read More...

ବାଲିକୁଦାର ୧୮ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା

ବାଲିକୁଦା: ଭାରତୀୟ ମାନବାଧିକାର ଆୱାରନେସ ଆସୋସିଏସନ ଜଗତସିଂହପୁର ଶାଖା ପକ୍ଷରୁ ଏକ ସମ୍ବର୍ଦ୍ଧନା ଉତ୍ସବର ଆୟୋଜନ କରାଯାଇଥିଲା । ବାଲିକୁଦାର ୧୮ ଜଣଙ୍କୁ ଆସୋସିଏସନ ପକ୍ଷରୁ କରୋନା ଯୋଦ୍ଧା ସମ୍ମାନରେ ସମ୍ମାନୀତ କରାଯାଇଥିଲା । ଏହି ଅବସରରେ ଥାଇଳୋ ପଞ୍ଚାୟତର ଜଏଗାଁ ସ୍ଥିତ ଶ୍ରୀକୃଷ୍ଣ…
Read More...

ପଶ୍ଚିମ ଓଡିଶାର ପ୍ରବାସୀ ଶ୍ରମିକଙ୍କ ପ୍ରତି ଦୃଷ୍ଟି ଦେବାକୁ ଦାବି

ବଲାଙ୍ଗୀର: କୋରୋନା ମହାମାରୀ ପରିସ୍ଥିତିରେ ସମଗ୍ର ଜନଜୀବନ ପ୍ରଭାବିତ ହୋଇଥିବା ବେଳେ ଏହାର ଅର୍ଥନୈତିକ ଅଧୋଗତିର ପ୍ରଭାବ ଦେଖିବାକୁ ମିଳିଛି ପଶ୍ଚିମ ଓଡିଶାରେ । ରାଜ୍ୟ ସରକାରଙ୍କ ପଦକ୍ଷେପ ସ୍ୱରୂପ ଗତ କିଛି ମାସ ମ୍ମରେ ଚାରି ଲକ୍ଷ ପ୍ରବାସୀ ଓଡିଶା ଫେରିବାକୁ ପଞ୍ଜିକରଣ କରିଥିବା ବେଳେ…
Read More...

ମାଲକାନାଗିରିରେ ଦୋକାନ ଖୋଲିବା ପାଇଁ ଗାଇଡଲାଇନ ଜାରି

ମାଲକାନାଗିରି- ମାଲକାନାଗିରି ପୌରାଚଂଳରେ ଦୋକାନ ଖୋଳିବା ପାଇଁ ଜରି ହେଲା ନୂଆ ଗାଇଡଲାଇ । ଦୋକାନଗୁଡିକୁ ଏ,ବି,ସି ଏହି ପରି ତିନିଭାଗରେ ବିଭକ୍ତ କରାଯାଇଛି । ଔଷଧ ଦୋକାନକୁ ଏ ଓ ବି ବର୍ଗରେ ବିଭକ୍ତି କରାଯାଇଛି । ଏହି ଔଷଧ ଦୋକାନ ଗୁଡିକ ଦିନ ଛଡା ଦିନେ ସକାଳ ୭ରୁ ଦିନ ୩ ଯାଏ…
Read More...

ମାଟି ତଳୁ ଶୁଭିଲା କାନ୍ଦର ଶବ୍ଦ ; ଉଦ୍ଧାର ହେଲା ନବଜାତ

ଝାଡ଼ଖଣ୍ଡ : କଥାରେ ଅଛି ରଖେ ହରି ତ ମାରେ କିଏ ? ଏହା ଯେତେବେଳେ ବାସ୍ତବରେ ଘଟେ ପ୍ରକୃତରେ ଆଶ୍ଚର୍ଯ୍ୟ ଲାଗେ। ଏଭଳି ହିଁ ଏକ ଘଟଣା ଝାଡ଼ଖଣ୍ଡରେ ଲୋହରଦଗା ଜିଲାର। ଏଠାରେ ଏକ ଶିଶୁକୁ ମାଟି ତଳୁ ଜୀବିତ ଅବସ୍ଥାରେ ଉଦ୍ଧାର କରାଯାଇଛି। ଏହି ସମ୍ପୂର୍ଣ୍ଣ ଘଟଣା ଲୋହରଦଗାର କୁୁଡ଼ୁ ଥାନା…
Read More...