Browsing Category

ରାଜ୍ୟ

ବୁର୍ଲାର ୭୦ ଡାକ୍ତର ଯିବେ କ୍ୱାରେଂନଟାଇନ

ସମ୍ବଲପୁର- ବୁର୍ଲା ଭୀମାସାର ୭୦ ଜଣ ଡାକ୍ତାର କ୍ୱାରେଂନଟାଇନରେ ରହିବାକୁ ନିର୍ଦେଶ ଦିଆଯାଇଛି । ମୋଡିସିନ ବିଭାଗର ୩୮ ଡାକ୍ତରଙ୍କ ସମେତ ୭୦ ଜଣ ଡାକ୍ତର କ୍ୱାଂରେନଂଟାଇନରେ ରହିବେ ବୋଲି ଭୀମସାର ନିର୍ଦେଶକ ଲଳିତ କୁମାର ମେହେର କହିଛନ୍ତି । ସେ କୁହିବା ମୁତାବକ ବୁର୍ଲାର ୯ ଜଣ ଡାକ୍ତର…
Read More...

ଟେଲରିଂ କରୁଥିବା ବାପାଙ୍କ ଉଦ୍ୟମରୁ ପୁଅ ଆଇଏଏସ୍

ଭୁବନେଶ୍ୱର: ଖାଇବାରେ ଟିକେ ଉଣା ହୋଇଗଲେ ଚଳେଇ ନେଉଥିଲେ । ମାତ୍ର ପାଠ ପଢ଼ାରେ ଯେମିତି ସାମାନ୍ୟତମ ସମସ୍ୟା ସୃଷ୍ଟି ନହୁ ତା’ ଉପରେ ମା’ଙ୍କର ତୀକ୍ଷ୍ଣ ନଜର ଥିଲା । ଖାସ୍ ଏଇଥିପାଇଁ ପିଲାମାନଙ୍କୁ ମଣିଷ କରିବାକୁ ସେ ଚାଲି ଆସିଥିଲେ ଜଗତସିଂହପୁରରୁ ଭୁବନେଶ୍ୱର । ଚିଂହା ଜଣା କେହିନଥିଲେ…
Read More...

କୃଷ୍ଣଚନ୍ଦ୍ର ପଣ୍ଡାଙ୍କର ୧୦୪ତମ ଜୟନ୍ତୀ ପାଳିତ

ବଲାଙ୍ଗିର: ସମାଜକୁ ସୁଧାରିବାକୁ ଯେଉଁ ଦାୟିତ୍ୱବୋଧ ଜରୁରୀ, ସେହି ଦାୟିତ୍ୱବୋଧର ସମର୍ଥ କର୍ମଯୋଗୀ ଥିଲେ ସ୍ୱର୍ଗତ କୃଷ୍ଣଚନ୍ଦ୍ର ପଣ୍ଡା । ବଲାଙ୍ଗିର ଜିଲ୍ଲାରେ ସାମାଜିକ ସଂଗଠନ ଓ ସାମାଜିକ ବିକାଶ ଦିଗରେ ତାଙ୍କର ଅବଦାନ ଥିଲା ଅନନ୍ୟ । ସ୍ୱର୍ଗତ କୃଷ୍ଣଚନ୍ଦ୍ର ପଣ୍ଡା ବହୁ ଅନୁଷ୍ଠାନ…
Read More...

ଅଶୋକ ଦାସ ଫାଉଣ୍ଡେସନ ଆନୁକୂଲ୍ୟରେ ରକ୍ତ ଦାନ ଶିବିର

ଯାଜପୁର: ଯାଜପୁର ଜିଲ୍ଳାର ଅଗ୍ରଣୀ ସ୍ୱେଛାସେବୀ ସଂଗଠନ ଅଶୋକ ଦାସ ଫାଉଣ୍ଡେସନ ଓ ମା’ ବିରଜା ମୁକ୍ତ ମଣ୍ଡପ ସେବାୟତ ପରିଷଦର ମିଳିତ ଆନୁକୂଲ୍ୟରେ ବିରଜା ମନ୍ଦିର ନିକଟସ୍ଥ ବିରଜା କଲ୍ୟାଣ ମଣ୍ଡପରେ ଆଜି ଏକ ସ୍ୱେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଯାଜପୁର ଜିଲ୍ଲାରେ ରକ୍ତ…
Read More...

କଳା ବ୍ୟାଜ୍ ପିନ୍ଧି କାର୍ଯ୍ୟ କଲେ ଆୟୁଷ ଡାକ୍ତର

କୋଦଳା- ଆଜିଠାରୁ ଆୟୁଷ ଡାକ୍ତର କଳା ବ୍ୟାଜ୍ ପିନ୍ଧି କାର୍ଯ୍ୟ କରୁଛନ୍ତି ବୋଲି ସଂଘ ପକ୍ଷରୁ କୁହାଯାଇଛି । ତୃଣମୂଳ ସ୍ତରରେ କରୋନା ମୁକାବିଲା ପାଇଁ ନିଯୁକ୍ତ ଆୟୁଷ ଡାକ୍ତର ବିିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଭାଗୀୟ ସଚିବ ତଥା ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦେଶିକାଙ୍କ…
Read More...

୫ ଜିଲ୍ଲାରେ ପ୍ରବଳ ବର୍ଷା

ଭୁବନେଶ୍ୱର-ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଯୋଗୁଁ ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଂଚିଳକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ୫ ଜିଲ୍ଲା ସମ୍ବଲପୁର, ଦେବଗଡ, ଝାରସୁଗୁଡା, ବରଗଡ ଓ ସୁନ୍ଦାଗଡ କୁ…
Read More...

ଲଘୁଚାପ ଘନୀଭୂତ, ପ୍ରବଳ ବର୍ଷିବ

ଭୁବନେଶ୍ୱର: ଉତ୍ତରପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତର ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ଏବେ ଉତ୍ତର ବଙ୍ଗୋପସାଗରର ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳରେ ରହିଛି। ଆସନ୍ତା ୨୪ଘଣ୍ଟା ଭିତରେ ଏହା ଅଧିକ…
Read More...

ଶାମୁକା ଦିବସ

ପ୍ରତିବର୍ଷ ଅଗଷ୍ଟ ୫ ତାରିଖରେ ପାଳନ କରାଯାଏ ‘ ଶାମୁକା ଦିବସ’ । ଏହା ସ୍ୱୟଂ ଲିଙ୍ଗ ପରିବର୍ତନ କରିପାରୁଥିବା ଜୀବ । କେତେକ ନିର୍ଦିଷ୍ଟ ପ୍ରକାରର ଶାମୁକାରୁ ମୁକ୍ତା ମିଳେ । କିଛି ପ୍ରଜାତିର ଶାମୁକା ମଣିଷର ଖାଦ୍ୟ ହୋଇଥାଏ । ମଣିଷ ଖାଉଥିବା ଶାମୁକାର ମୁକ୍ତା ମିଳେନାହିଁ । ତେବେ…
Read More...

ବିଏସଏଫ କ୍ୟାମ୍ପ ରେ ବିଏସଏଫ ଯବାନଙ୍କ ଆତ୍ମହତ୍ୟା

ମାଲକାନଗିରି : ମାଲକାନଗିରି ଜିଲାର ଚିତ୍ରକୋଣ୍ଡା ବିଏସଏଫ କ୍ୟାମ୍ପ ରେ ଜଣେ ବିଏସଏଫ ଯବାନ ଆତ୍ମହତ୍ୟା କରିଥିବା ନେଇ ବୁଧବାର ଜଣାପଡ଼ିଛି। ନିଜ ସର୍ଭିସ ରିଭଲଭରରେ ନିଜକୁ ଗୁଳି କରି ଯବାନ ଜଣଙ୍କ ଆତ୍ମହତ୍ୟା କରିଥିବା ବେଳେ ଦୀର୍ଘଦିନରୁ ସେ ମାନସିକ ଚାପରେ ଥିବା ସୂଚନା ମିଳିଛି ।…
Read More...

ଭିମସାର ଓ ଏମ୍‍କେସିଜିରେ ଉଦଘାଟିତ ହେବ ପ୍ଲାଜମା ବ୍ୟାଙ୍କ

ବୁର୍ଲା: ଆଜି ବୁର୍ଲା ଭିମସାରରେ ପ୍ଲାଜ୍‍ମା ବ୍ୟାଙ୍କ ଉଦଘାଟିତ ହେବ। ବୁର୍ଲା ଭିମାସାରର ରକ୍ତ ଭଣ୍ଡାରରେ ଏହି ପ୍ଲାଜମା ବ୍ୟାଙ୍କ ପ୍ରତିଷ୍ଟା ହେବା ପାଇଁ ସମସ୍ତ ବ୍ୟବସ୍ତା ହୋଇଥିବା ବେଳେ ବୁଧବାର ଅପରାହ୍ନ ୫ ଟାରୁ ୫ଟା୧୨ ମିନିଟ ମଧ୍ୟରତେ ମୂଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସିଙ୍ଗ…
Read More...