Browsing Category

ରାଜ୍ୟ

୫୫ ଗଶମାଧ୍ୟମ ପ୍ରତିନିଧିଙ୍କ ଆଣ୍ଟିଜେନ ଟେଷ୍ଟ

ଭୁବନେଶ୍ୱର: ବିଏମ୍ସି ପକ୍ଷରୁ ବୁଧବାର ଗଣମାଧ୍ୟମ ପ୍ରତିନିଧିଙ୍କ ଆଂଟିଜେନ୍ ପରୀକ୍ଷା ସହିଦ୍ନଗର କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଥିବା । ଏଥିରେ ୫୫ ଜଣ ଗଣମାଧ୍ୟମ ପ୍ରତିନିଧିଙ୍କ ରକ୍ତ ନମୁନା ପରୀକ୍ଷା କରାଯାଇଥି ବେଳେ ସମସ୍ତଙ୍କ ନେଗେଟିଭ୍ ଆସିଥିବା ବିଏମ୍ସି ପକ୍ଷରୁ ସୂଚନା ଦିଆଯାଇଛି ।…
Read More...

ମହାନଦୀ ପୋଲରୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

କଟକ: ତାରପୁର ବାଇପାସ ନିକଟ ମହାନଦୀ ପୋଲ ଉପରୁ ଭରାନଈକୁ ଡେଇଁ ପଡ଼ି ନୃସିଂହ ପରିଡ଼ା (୨୪)ଙ୍କ ଆତ୍ମହତ୍ୟା ଉଦ୍ୟମ ଓ ଦୀର୍ଘ ୧୦ ଘଂଟା ଧରି କସରତ ପରେ ତାଙ୍କୁ ଉଦ୍ଧାର କରାଯିବା ଘଟଣା ସମଗ୍ର ଅଂଚଳର ଚର୍ଚ୍ଚାର ବିଷୟ ହୋଇଛି । ତେବେ ଭୁବନେଶ୍ୱରରେ ମାନବପ୍ରେମୀ ଆଦିତ୍ୟ ଦାସଙ୍କ ସନ୍ଦେହଜନକ…
Read More...

ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ବଢ଼ିଲା

ଭୁବନେଶ୍ୱର: ରାଜ୍ୟରେ କାର୍ଯ୍ୟରତ ବିଭିନ୍ନ ବର୍ଗର ଶ୍ରମିକମାନଙ୍କର ସର୍ବନିମ୍ନ ମଜୁରୀ ବୃଦ୍ଧି କରାଯାଇଛି । ଶ୍ରମ କମିସନର୍ଙ୍କ ପକ୍ଷରୁ ଏ ନେଇ ବିଜ୍ଞପ୍ତି ଜାରି ହୋଇଛି । ରାଜ୍ୟରେ ୮୯ଟି ନିର୍ଦ୍ଧାରିତ କ୍ଷେତ୍ରରେ କାର୍ଯ୍ୟରତ ଅଣକୁଶଳୀ. ଅର୍ଦ୍ଧ କୁଶଳୀ, କୁଶଳୀ ଓ ଅତି କୁଶଳୀ ଆଦି ଚାରି…
Read More...

ପୁରୋହିତପୁରରେ କରୋନା

ବାଲିଅନ୍ତା: ସ୍ଥାନୀୟ ପୁରୋହିତପୁରରେ ଜଣେ ବ୍ୟକ୍ତି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୪୫ ବର୍ଷ ବୟସର ଏହି ଯୁବକ ଏବଂ ତାଙ୍କ ପରିବାରବର୍ଗ କ୍ୟାପିଟାଲ୍ ହସ୍ପିଟାଲ୍ରେ ସେମାନଙ୍କର ସ୍ୱାବ୍ ଟେଷ୍ଟ କରାଇବା ପରେ ଜଣେ ପଜିଟିଭ ବୋଲି ଜଣାପଡ଼ିଛି । ତାଙ୍କୁ ପ୍ରଶାସନ ପକ୍ଷରୁ କୋଭିଡ…
Read More...

ଲୁଟିଲେ ସୁନା ଓ ନଗଦ ଟଙ୍କା

ଯାଜପୁର: ଯାଜପୁର ଜିଲ୍ଲାର ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ଚିକଣା ପଂଚାୟତରେ ପଦ୍ମଲୋଚନ ମଲ୍ଲିକଙ୍କ ଘରେ ପଶି ବଳ ପୁର୍ବକ ଆକ୍ରମଣ କରି ୧୫ହଜାର ଟଙ୍କା ଓ ସୁନା ୨ଭରି ଡକାୟତି ହୋଇଥିବା ଅଭିଯୋଗ ହୋଇଥିଲା । ଏହାକୁ ଭିତି କରି ବିଞ୍ଝାରପୁର ଥାନାରେ ଧାରା ୧୯୭/୨୦ରେ ଏକ ମାମଲା ରୁଜୁ ହୋଇଛି ।…
Read More...

ଉଠା ଜଳସେଚନ ନିର୍ମାଣର ୪ବର୍ଷ ପରେ ମଧ୍ୟ ପାଣି ଆସୁନିି

ଚମ୍ପୁଆ: କୃଷି ଓ କୃଷକର ଉନ୍ନତି ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ଏହି ସବୁ ଯୋଜନାର ସୁଫଳ ତୃଣମୁଳ ସ୍ତରରେ ଥିବା ଅଧିକାରଙ୍କ ଆନ୍ତରିକତା ଅଭାବରୁ କୃଷକମାନଙ୍କ ପାଖରେ ପହଞ୍ଚି ପାରୁ ନାହିଁ । ମୌସୁମୀର…
Read More...

ଏଏସଆଇଙ୍କ ଶବ ପଡିରହିବା ଘଟଣା ; ରାଷ୍ଟ୍ରୀୟ ସମ୍ମାନ ସହ ଅନ୍ତିମ ସଂସ୍କାର କରାଯିବ -ଏସପି

ଖଲ୍ଲିକୋଟ : କୋଦଳା ହସ୍ପିଟାଲରେ ଏଏସଆଇଙ୍କ ଶବ ପଡିରହିବା ଘଟଣାରେ ଶନିବାର ଗଞ୍ଜାମ ଏସପି ବ୍ରିଜେଶ ରାୟ ନିଜ ପ୍ରତିକ୍ରିୟା ରଖିଛନ୍ତି । ମୃତ ଏଏସଆଇ କରୋନାରେ ଆକ୍ରାନ୍ତ ହୋଇଥିଲେ । କିଛି ମେଡ଼ିକାଲ କାର୍ଯ୍ୟ ପାଇଁ ମୃତ ଦେହ ସେଠାରେ ରଖାଯାଇଥିଲା । ସେ ଆମ ସହକର୍ମୀ ଥିଲେ , ଆମ ଭାଇ…
Read More...

କୋଭିଡ ଡ୍ୟୁଟି କରିବେ ପିଜି ସାରିଥିବା ୪୪୭ ଡାକ୍ତର

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି । ଲଗାତାର ସପ୍ତାହେ ଧରି ପଜେଟିଭ ସଂଖ୍ୟା ବଢ଼ୁଥିବାରୁ ଅଧିକ ଡାକ୍ତରଙ୍କ ଆବଶ୍ୟକତା ଦେଖାଦେଇଛି । ସେଥିଲାଗି ବୋଧ ହୁଏ ପିଜି ସାରିଥିବା ୪୪୭ ଡାକ୍ତରଙ୍କୁ ସରକାର କୋଭିଡ ହସ୍ପିଟଲରେ ଓ ଟ୍ରାଉମା ସେଂଟର ଗୁଡିକରେ ନିଯୁକ୍ତି ଦେବାକୁ…
Read More...

ଭୁବନେଶ୍ୱର ରେ ଆଉ ୧୧୧ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ଭୁବନେଶ୍ୱରରେ ଆଉ ୧୧୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୬୨ କ୍ବାରେଣ୍ଟାଇନ କେନ୍ଦ୍ରରୁ ଓ ୪୯ଜଣ ସ୍ଥାନୀୟ ସଂକ୍ରମଣ ରହିଛନ୍ତି । ଏ ନେଇ ବିଏମସି ପକ୍ଷରୁ ଟ୍ବିଟ କରୁ ସୂଚନା ଦିଆଯାଇଛି । ସୂଚନା ଅନୁଯାୟୀ, ଭୁବନେଶ୍ବରରେ ମୋଟ…
Read More...

ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ

ଭୁବନେଶ୍ୱର: ମାଟ୍ରିକ୍ ପରୀକ୍ଷା ରେଜଲ୍ଟ ପ୍ରକାଶ ପାଇବାକୁ ଯାଉଛି । ଦିନେ ଦୁଇଦିନ ଭିତରେ ରେଜଲ୍ଟ ବାହାରିବା ନେଇ ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ ଅଧିକାରୀ କହିଛନ୍ତି । ରାଜ୍ୟରେ କରୋନା ସଂକ୍ରମଣ ଭୟରେ ଖାତା ଦେଖା ଏବଂ ମୁଲ୍ୟାୟାନ ପ୍ରକିୟା ବିଳମ୍ବ ହୋଇଥିଲା । ଏହି କାରଣରୁ ମାଟ୍ରିକ୍…
Read More...