Browsing Category

ରାଜ୍ୟ

କଟକ ରାଣୀହାଟର ମାଳିସାହି କଂଟେନମେଂଟ ଜୋନ୍ରେ, ୧୩ ନୂଆ କରୋନା ପଜେଟିଭ୍ ଚିହ୍ନଟ

କଟକ: କଟକ ରାଣୀହାଟ ମାଳିସାହିକୁ କଂଟେନମେଂଟ ଜୋନ୍ ଘୋଷଣା କଲଊା ସିଏମସି । ସଂପୃକ୍ତ ଅଂଚଳରୁ ପୁଣି ୯ଜଣ କରୋନା ପଚିଟିଭ ଚିହ୍ନଟ ହେବା ପରେ ଏଭଳି ପଦକ୍ଷେପ ନିଆଯାଇଛି । ତେେ ମାଳିସାହି ଅଂଚଳରୁ ମୋଟ ୧୩ ଜଣ କରୋଦା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚମ୍ପାଦେଇ ମନ୍ଦର ଠାରୁ ମାଳିସାହିଁ ଯାଏଁ…
Read More...

ନୀଳାଦ୍ରୀବିଜେ ବଳରାମ ଦାସଙ୍କ ବର୍ଣ୍ଣନାରେ: ନନ୍ଦିଘୋଷ ନୁହେଁ, ଗରୁଡ ପିଠିରେ ଲକ୍ଷ୍ମୀଙ୍କୁ ନେଇ ବଡଦେଉଳକୁ ଫେରିଥିଲେ…

ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅନ୍ତିମପର୍ବ ହେଉଛି ନୀଳାଦ୍ରୀବିଜେ । ଶ୍ରୀଗୁଣ୍ଡିଚା ମନ୍ଦିରରେ ସାତଦିନ ରହଣି ପରେ ବାହୁଡା ଦଶମୀ ଦିନ ଠାକୁରମାନେ ଶ୍ରୀମନ୍ଦିରର ସିଂହଦ୍ୱାରକୁ ଫେରନ୍ତି । ପରିଶେଷରେ ଏହିଦିନ ଠାକୁରମାନେ ରତ୍ନସିଂହାସନକୁ ପ୍ରତ୍ୟାବର୍ତନ କରନ୍ତି । ଏଣୁ…
Read More...

ଗୁଣପୁରରେ କରୋନା ସ୍ଥିତି ସମୀକ୍ଷା କଲେ ଜିଲ୍ଲାପାଳ

ରାୟଗଡା: ରାୟଗଡା ଜିଲ୍ଲାପାଳ ଶ୍ରୀ ପ୍ରମୋଦ କୁମାର ବେହେରା ଗୁଣପୁର ଗସ୍ତ ସମୟରେ ରାମନାଗୁଡାସ୍ଥିତ ଅସ୍ଥାୟୀ ସଙ୍ଗରୋଧ କେନ୍ଦ୍ର ପରିଦର୍ଶନ କରିବା ସହ ଅନ୍ତେବାସୀଙ୍କ ଖାଦ୍ୟ ପେୟ ଓ କେନ୍ଦ୍ରର ସଫାସୁତୁରା ପ୍ରତି ଧ୍ୟାନ ଦେବା ନିମନ୍ତେ ପରାମର୍ଶ ଦେଇଥିଲେ । ସେହସିପରି ଗୁଣପୁର ଆଦର୍ଶ…
Read More...

ବର ଶୋଭାଯାତ୍ରା ଉପରେ ୫୦ହଜାର ଟଙ୍କା ଜୋରିମାନା

ବ୍ରହ୍ମପୁର: ବାଜା ରୋଷଣିରେ ଫାଟି ପଡୁଥିଲା ରାସ୍ତା । ବର ରୋଷଣିରେ ଯାଉଥିବା ବେଳେ ଡିଜେରେ କମ୍ପି ଉଠୁଥିଲା ସମଗ୍ର ଅଞ୍ଚଳ । ଡିଜେ ତାଳରେ ବର ଓ ବରଯାତ୍ରୀ ବି ନାଚରେ ମସଗୁଲ ହୋଇଯାଇଥିଲେ । ନାଥିଲା ମାସ୍କ ନା ଥିଲା ସାମାଜିକ ଦୂରତା । ବ୍ରହ୍ମପୁରର ଏକ ବଡ ହୋଟେଲ ମାଲିକଙ୍କ ପୁଅ…
Read More...

ନେପାଳକୁ ଶଙ୍କରାଚାର୍ଯ୍ୟଙ୍କ ଚେତାବନୀ

ପୁରୀ: ଚିନ ସମର୍ଥନ କର ନାହିଁ , ନହେଲେ ଧ୍ୱସଂ ମୁଖକୁ ଚାଲିଯିବ ବୋଲି ନେପାଳକୁ ଚେତାବନୀ ଦେଇଛନ୍ତି ପୁରୀ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ । ଭାରତର ମୂଳ ଅଂଶବିଶେଷ ଉତରାଖଣ୍ଡ ରାଜ୍ୟର ତିନୋଟି ଇଲାକାକୁ ନେପାଳ ନିଜ ରାଜନୈତିକ ମ୍ୟାପରେ ଯୋଡିବା ଉଦ୍ୟମ…
Read More...

ପୋଲ ଉପରୁ ମହାନଦୀକୁ ଡେଇଁଲେ ଯୁବକ

ବାଙ୍କୀ: କଟକ ଜିଲ୍ଲା ବାଙ୍କୀ ଜାତମୁଣ୍ଡିଆ ସୁବର୍ଣ୍ଣପୁର ସ୍ଥିତ ପୋଲ ଉପରୁ ମହାନଦୀକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି । ବିଳମ୍ବିତ ରାତିରେ ଯୁବକ ଜଣଙ୍କ ମହାନଦୀକୁ ଡେଇଁଥିବା ସୂଚନା ମିଳିଛି । ବନମାଳି ରାଉତ ବାହାଘରରୁ ଫେରି ନିଜ ଘର ସୁଣ୍ଠିପାଳ ଗ୍ରାମକୁ ଫେରୁଥିବା ସମୟରେ ନିଜ…
Read More...

ଇତିହାସ କଲା ପାରାଦ୍ୱୀପ ବନ୍ଦର

ପାରାଦ୍ୱୀପ: କରୋନା କଟକଣା ସତ୍ୱେ ଦେଶର ବୃହତ ବନ୍ଦରଗୁଡିକ ମଧ୍ୟରେ ସର୍ବାଧିକ ପଣ୍ୟ କାରବାର କରିଥିବା ବନ୍ଦରର ଗୈାରବ ହାସଲ କରିଛି ପାରାଦ୍ୱୀପ । ବନ୍ଦର କାର୍ଯ୍ୟାଳୟ ତଥ୍ୟ ଅନୁସାରେ ଏପ୍ରିଲ ଜୁନ୍ ମାସ ମଧ୍ୟରେ ୨୫.୭୩ ମିଲିଅନ୍ ମେଟ୍ରିକ୍ ଟନ୍ ପଣ୍ୟ କାରବାର କରିବାର ରେକର୍ଡ କରିଛି ।…
Read More...

ଟ୍ୟାଙ୍କର-ପିକ୍ଅପ୍ ମୁହାଁମୁହିଁ : ୩ ଗୁରୁତର

ସାଲେପୁର: କଟକ ଚାନ୍ଦବାଲି ରାସ୍ତା କଳାଗିନି ଛକ ନିକଟରେ ଓମଫେଡ କ୍ଷୀର ବୋଝେଇ ଗାଡି ସହ ପେଟ୍ରୋଲ ଟ୍ୟାଙ୍କର ମଧ୍ୟରେ ମୁହାଁମୁହିଁ ଧକା ହୋଇଛି । ଦୁର୍ଘଟଣାରେ ଉଭୟ ଗାଡିର ଚାଳକ ସମେତ ହେଲ୍ପର ଗୁରୁତର ହୋଇଥିବା ଜଣାପଡିଛି । ସମସ୍ତଙ୍କୁ ସାଲେପୁର ମେଡିକାଲରେ କରାଯାଇଥିଲା । ପରେ ଅବସ୍ଥା…
Read More...

କ୍ୟାନ୍ସର ହସ୍ପିଟାଲର ଆଉଟଡୋର ବନ୍ଦ

କଟକ : କଟକ ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲରୁ ୫୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଆଜି ଦିନକ ପାଇଁ ଏହାର ଆଉଟଡୋରକୁ ବନ୍ଦ କରିଦିଆଯାଇଛି । ଗତକାଲି ଚିିହ୍ନଟ ହୋଇଥିବା ୫୫ଜଣ ଆକ୍ରାନ୍ତଙ୍କୁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତିରଣ କରାଯାଇଛି ।
Read More...

ଅପରାଧିଙ୍କ ଗୁଳିରେ ୮ପୋଲିସ ସହିଦ

କାନପୁର: ଉତରପ୍ରଦେଶର କାନପୁର ଅନ୍ତର୍ଗତ ଚୌବେପୁର ଥାନା ଅଂଚଳରେ ଅପରାଧୀଙ୍କ ଗୁଳିରେ ୮ପୋଲିସ କର୍ମଚାରୀ ସହିଦ ହୋଇଛନ୍ତି । କୁଖ୍ୟାତ ଅପରାଧୀ ବିକାଶ ଦୁବେକୁ ଧରିବାକଗୁ ଯାଇଥିବା ପୋଲିସ ଟିମ୍ ସହ ଅପରାଧିଙ୍କ ଗୁଳିବିନିମୟ ବେଳେ ୮ଜଣ ପୋଲିସ ଜଣ ପୋଲିସଙ୍କର ମୃତ୍ୟୁ ଘଟିଛି । ଆହୁରି ମଧ୍ୟ…
Read More...