ରାଜ୍ୟରେ ୫ ଦିନ କାଳବୈଶାଖୀ ବର୍ଷା ସମ୍ଭାବନା
ଭୁବନେଶ୍ୱର: ବଢ଼ୁଛି ରାଜ୍ୟର ତାପମାତ୍ରା । ଆଗକୁ ଆହୁରି ବଢ଼ିବ । ଆସନ୍ତା ୫ ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ଥିବାରୁ ଏବେ ତାପମାତ୍ରାରେ ସେମିତି କିଛି ବଡ଼ ପରିବର୍ତନ ଦେଖାଯିବନି । କିନ୍ତୁ ଏହା ପରେ ଗରମ ବଢ଼ିବ । କିଛି ସ୍ଥାନରେ ୪୦!-->…
Read More...
Read More...