ଜର୍ଜ ଫ୍ଲଇଡ୍‌ଙ୍କ ହତ୍ୟାକାରୀ ପୁଲିସକୁ ସାଢେ ୨୨ ବର୍ଷ ଜେଲ୍‌

ମିନିଆପଲିସ୍‌: ଜର୍ଜ ଫ୍ଲଇଡ୍‌ଙ୍କୁ ହତ୍ୟା କରିଥିବା ମିନିଆପଲିସ୍‌ର ପୂର୍ବତନ ପୁଲିସ ଅଫିସର ଡେରେକ୍ ସୋଭିନ୍‌ଙ୍କୁ ଆମେରିକାର ଏକ ଅଦାଲତ ସାଢ଼େ ୨୨ ବର୍ଷ କାରାଦଣ୍ଡାଦେଶ ଦେଇଛନ୍ତି । ଗତବର୍ଷ ମିନିଆପଲିସ୍ ରାସ୍ତାରେ ଫ୍ଲଇଡ୍‌ଙ୍କୁ ତଳେ ପକାଇ ସୋଭିନ୍ ତାଙ୍କ ବେକରେ ଆଣ୍ଠୁ ମାଡ଼ି

ମହିଳାଙ୍କୁ ହତ୍ୟା : ଶିଶୁ ପୁତ୍ର ଗୁରୁତର

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ମହାକାଳପଡ଼ା କଣ୍ଡରାପାଟିଆ ଜମ୍ବୁ ମୁଖ୍ୟ ରାସ୍ତାରେ ଆଜି ଜଣେ ମହିଳାଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ମୃତ ମହିଳାଙ୍କ ନିକଟରେ ଗୁରୁତର ଅବସ୍ଥାରେ ଗୋଟିଏ ୪ବର୍ଷର ଶିଶୁ ପୁତ୍ରକୁ ମଧ୍ୟ ଉଦ୍ଧାର କରାଯାଇଛି । ସ୍ଥାନୀୟ ଲୋକ ଦେଖିବା ପରେ ଶିଶୁକୁ ଉଦ୍ଧାର

କରୋନା କାଳରେ ବ୍ୟାଙ୍କ ଲାଭ ୧ ଲକ୍ଷ କୋଟି!

ନୂଆଦିଲ୍ଲୀ: ମହାମାରୀ କରୋନା ପ୍ରଭାବରେ ଦେଶର ଅର୍ଥ ବ୍ୟବସ୍ଥା ବିପର୍ଯ୍ୟସ୍ଥ ହୋଇପଡିବା ସହ ଅଭିବୃଦ୍ଧିହାର ନିମ୍ନଗାମୀ ହୋଇଥିଲା ବେଳେ ଦେଶର ବ୍ୟାଙ୍କ ଗୁଡିକ କିନ୍ତୁ ଲାଭରେ ରହିଥିବା ଏକ୍ ରିପୋର୍ଟରୁ ଜଣାଯାଇଛି । ରିପୋର୍ଟରେ କୁହାଯାଇଛି ଯେ, ଦେଶରେ ଥିବା ବ୍ୟାଙ୍କଗୁଡ଼ିକ ୨୦୨୦ରେ ୧

ମହାରାଷ୍ଟ୍ରର ପୂର୍ବତନ ଗୃହ ମନ୍ତ୍ରୀ ଅନୀଲଙ୍କ ୨ ସହଯୋଗୀ ଗିରଫ

ମୁମ୍ବାଇ: ୧୦୦ କୋଟି ଟଙ୍କା ଲାଞ୍ଚ ଭଳି ଆର୍ôଥକ ଦୁର୍ନୀତି ସହ ସମ୍ପୃକ୍ତ ରାଜନେତା ତଥା ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କର ଦୁଇଜଣ ସହଯୋଗୀଙ୍କୁ ପ୍ରବର୍ତ୍ତନ ନିର୍ଦେଶାଳୟ ଗିରଫ କରିଛି । ‘ପ୍ରିଭେନ୍‌ସନ୍ ଅଫ୍ ମନି ଲଣ୍ଡ୍ରିଙ୍ଗ୍ ଆକ୍ଟ୍‌’ ଅନୁଯାୟୀ ପ୍ରାୟ ୯ ଘଣ୍ଟା

ଦେଶରେ ୪୮ ଡେଲ୍‌ଟା ପ୍ଲସ୍ ଭୂତାଣୁ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ମହାମାରୀ କରୋନା ସଂକ୍ରମଣ ହ୍ରାସ ପାଉଥିଲା ବେଳେ ୧୦ଟି ରାଜ୍ୟରେ ୪୮ଜଣଙ୍କ ଠାରେ ଡେଲ୍‌ଟା ପ୍ଲସ ଭୂତାଣୁ ଠାବ ଚିହ୍ନଟ ଏବେ ଆତଙ୍କର କାରଣ ହୋଇଛି । ଦେଶର ୧୭୪ଟି ଜିଲ୍ଲାରେ ଏବେବି ଡେଲ୍‌ଟା ଭୂତାଣୁ ସକ୍ରିୟ ରହିଛି । ଯାହାକି ସରକାରଙ୍କ ପାଇଁ ଚିନ୍ତାର କାରଣ ହୋଇଛି ।

ରାଜ୍ୟରେ ପୁଣି ଉପରମୁହାଁ କରୋନା

ଭୁବନେଶ୍ୱର: ମହାମାରୀ କରୋନାର ଦ୍ୱିତୀୟ ଲହର ସଂକ୍ରମଣର ମୁକାବିଲା ପାଇଁ ରାଜ୍ୟରେ ବଳବତର ଥିବା ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ର ଅବଧି ଆଉ ମାତ୍ର ୪ଦିନ ବାକିଥିବା ବେଳେ କରୋନା ସଂକ୍ରମଣ ଓ ମୃତକଙ୍କ ସଂଖ୍ୟା ପୁଣି ଉପରମୁହାଁ ହୋଇଛି । ଉଲ୍ଲେଖ ଯୋଗ୍ୟ ଯେ, ଗତ ମେ’ ମାସରେ ଦୈନିକ ସଂକ୍ରମଣ

ବେଆଇନ ଚିଙ୍ଗୁଡି ଘେରି : ଜବରଦଖଲକାରୀଙ୍କ ବିରୋଧରେ ମାମଲା ପାଇଁ ନିର୍ଦ୍ଦେଶ

କଟକ: ବେଆଇନ ଭାବେ ତିଆରି କରାଯାଇଥିବା ଚୁଙ୍ଗୁଡି ଘେରି େଉଛଦ ସମ୍ପକିର୍ତ ଜନସ୍ୱାର୍ଥ ମାମଲାରେ ଆଜି ହାଇକୋର୍ଟ ଜବରଦଖଲକାରୀଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ରାଜ୍ୟ ସରକାରଙ୍କୁ ନିଦ୍ଦେର୍ଶ ଦେଇଛନ୍ତି । ହାଇକୋର୍ଟ ଏହି ମାମଲାରେ କେତେ ବେଆଇନ ଚୁଙ୍ଗୁଡି ଘେରି ଉଛେଦ କରାଯାଇଛି ସେ

ଅମିତ କଲେଜ ଛାତ୍ରୀଙ୍କ ସର୍ପାଘାତରେ ମୃତ୍ୟୁ

ଭୁବନେଶ୍ୱର : ଭୁବନେଶ୍ୱରସ୍ଥିତ ଅମିତ କଲେଜର ସାମ୍ବାଦିକତା ବିଭାଗ ପ୍ରଥମ ବର୍ଷର ଛାତ୍ରୀ ସୁମିତ୍ରା ଚଉଁରୀଙ୍କର ଆଜି ସର୍ପାଘାତରେ ମୃତ୍ୟୁ ହୋଇ ଯାଇଛି । କୋଭିଡ଼ କଟକଣା ଯୋଗୁଁ ଛାତ୍ରୀ ନିବାସ ଛାଡି ନିଜ ଘର ପିପିଲି ବ୍ଲକର ଥନଥନା ଗ୍ରାମକୁ ଫେରି ଆସିଥିଲେ । ସେଠାରେ ଏକ ବିଷାକ୍ତ ସାପ

ତୃତୀୟ ଲହର ମୁକାବିଲାରେ ଅବହେଳା ନ କରିବାକୁ ପରାମର୍ଶ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ରାଜ୍ୟର ୮ଟି ଜିଲ୍ଲାରେ ଲିକ୍ୱିଡ୍ ମେଡିକାଲ ଅକ୍ସିଜେନ୍ ଓ ପିଏସଏ ପ୍ଲାଂଟ ପାଇଁ ଭିତିପ୍ରସ୍ତର ରଖିଛନ୍ତି । ଏହି ଜିଲ୍ଲାଗୁଡିକ ହେଲା – ବରଗଡ, ଗଞ୍ଜାମ, ଯାଜପୁର, କନ୍ଧମାଳ, କେନ୍ଦ୍ରାପଡା,

ବିଜୁଳି ଆଲୁଅରୁ ବଞ୍ଚିତ ୨୦୦୦ ରୁ ଊର୍ଦ୍ଧ୍ୱ ପରିବାର

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ଦୁର୍ଗମ ଅଞ୍ଚଳ ସବୁବେଳେ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନାରୁ ବଞ୍ଚିତ ହୋଇ ଆସୁଛି । ସ୍ୱାଧୀନତାର ସାତ ଦଶନ୍ଧି ପରେ ବି ବିଜୁଳି ଆଲୁଅ ସାତସପନ ହୋଇପଡ଼ିଛି । ଏଭଳି ଏକ ଅଞ୍ଚଳ ହେଉଛି ମଦନପୁର ରାମପୁର ବ୍ଲକର ଦେଢ଼ଶୁଲି ପଞ୍ଚାୟତ । ଏନେଇ ଗ୍ରାମବାସୀ