ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ : ଉପକୂଳବର୍ତୀ ୧୫ଟି ଗ୍ରାମପଞ୍ଚାୟତରେ ପାନୀୟଜଳ ସଙ୍କଟ ଉତ୍କଟ

ଜଗତସିଂହପୁର: ପ୍ରଚଣ୍ଡ ଗ୍ରାଷ୍ମ ପ୍ରବାହ ଦ୍ୱାରା ଜଗତସିଂହପୁର ଜିଲ୍ଲାରେ ପାଇପ ଜଳ ଓ ପାନୀୟ ଜଳ ଅମଳ ଅମଳ ପ୍ରକଳ୍ପ ଦ୍ୱାରା ଯୋଗାଇ ଦେବାକୁ ଥିବା ଆମ୍ବଶାଳ ମେଘା ପ୍ରକଳ୍ପ ନିର୍ମାଣ ଧିର ମନ୍ଥର ଗତିରେ ଚାଲିଛି । ଗତ ତିନି ବର୍ଷ ତଳେ ରାଜ୍ୟ ମୁଖନ୍ତ୍ରୀଙ୍କ ଦ୍ୱାରା ସ୍ଥାନୀୟ ବିଧାୟକ

ଦୈନିକ ସଂକ୍ରମଣ ୩,୪୬ ହଜାରକୁ ଟପିଲା: ୨୬୨୪ ମୃତ

ନୂଆଦିଲ୍ଳୀ: ଦେଶରେ କରୋନା ନିଜର କାୟା ବିସ୍ତାର କରିବାରେ ଲାଗିଛି । ଦୈନିକ ସଂକ୍ରମଣ ଲକ୍ଷାଧିକ ଟପୁଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ଦେଶରେ ଦିନକରେ ୩ଲକ୍ଷ ୪୬ହଜାର ୭୮୬ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାସହ ମୋଟ୍ ପଜିଟିଭ୍ ସଂଖ୍ୟା ୧,୬୬,୧୦,୪୮୧କୁ

ପ୍ରଧାନବିଚାରପତି ଭାବେ ଜଷ୍ଟିସ୍ ଏନ୍ଭି ରମଣାଙ୍କ ଶପଥ ଗ୍ରହଣ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ୪୮ ତମ ପ୍ରଧାନ ବିଚାରପତି ଭାବେ ଆଜି ଜଷ୍ଟିସ୍ ଏନ୍ଭି ରମଣାଶପଥ ନେଇଛନ୍ତି । ରାଷ୍ଟ୍ରପତ୍ି ଭବନରେ ଆୟୋଜିତ ସକ୍ଷିପ୍ତ ଶପଥ ଗ୍ରହଣ ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ଶପଥପାଠ କରାଇଛନ୍ତି । ଏହି ଶପଥ ଗ୍ରହଣ ଉତ୍ସବରେ ଉପରାଷ୍ଟ୍ରପତି ଏମ୍

ସପ୍ତାହାନ୍ତ ସଟଡାଉନ : ସବୁକିଛି ଠପ୍

ଭୁବନେଶ୍ୱର: ମହାମାରୀ କରୋନାର ଦ୍ୱିତୀୟ ଲହର ସଂକ୍ରମଣରେ ରୋକ୍ ଲାଗଇବାକୁ ରାଜ୍ୟର ସମସ୍ତ ସହରାଞ୍ଚଳରେ ଆଜିଠାରୁ ସପ୍ତାହାନ୍ତ ସଟ୍ଡାଉନ୍ ଲାଗୁ ହୋଇଛି । ପ୍ରଶାସନର କଡା ଆଭିମୁଖ୍ୟ ଯୋଗୁଁ ସବୁ କିଛି ଠପ୍ ହୋଇଯାଇଛି । ସଟଡାଉନ ଯୋଗୁଁ ଦୋକାନ ବଜାର ବାଣିଜି୍ୟକ ପ୍ରତିଷ୍ଠାନ, ଜାନବାହାନ

କରୋନା ଯୋଗୁ ଛୁଟି ମିଳିଲାନି, ଥାନାରେ ହେଲା ମହିଳା କନଷ୍ଟେବଳଙ୍କ ହଳଦୀ ବିଧି

କରୋନା ମହାମାରୀ ସମୟରେ ପୁଲିସ କର୍ମଚାରୀ ହେଉଛନ୍ତି ଆଗଧାଡ଼ିର ଯୋଦ୍ଧା। ମହାମାରୀ ସଂକ୍ରମଣ ରୋକିବାରେ ସେମାନଙ୍କ ଭୂମିକା ବେଶ୍‌ ଗୁରୁତ୍ଵପୂର୍ଣ୍ଣ। ତେଣୁ ପୁଲିସ ବିଭାଗ ଏବେ ଆଲର୍ଟରେ ରହିଛି। କର୍ମଚାରୀମାନେ ଦିନରାତି ଡ୍ୟୁଟି କରୁଛନ୍ତି। ଏଥିପାଇଁ ପୁଲିସ କର୍ମଚାରୀଙ୍କୁ ଅଧିକାଂଶ ସମୟରେ

ଅକ୍ସିଜେନ୍ ଅଭାବରୁ ପୁଣି ୨୦ ମୃତ

ନୂଆଦିଲ୍ଲୀ: ଗତରାତିରେ ଦିଲ୍ଳୀରେ ରୋହିଣୀ ଅଞ୍ଚଳରେ ଥିବା ଜୟପୁର ଗୋଲ୍ଡେନ୍ ହସ୍ପିଟାଲରେ ଅକ୍ସିଜେନ୍ ଅଭାବରୁ ୨୦ଜଣ କରୋନା ଆକ୍ରାନ୍ତଙ୍କର ଜୀବନ ଯାଇଛି । ସୂଚନାଯୋଗ୍ୟ ଯେ, ଜୀବନ ରକ୍ଷାକାରୀ ଅମ୍ଲଜାନ ଅଭାବରୁ ଗତ ୩ଦିନ ମଧ୍ୟରେ ୭୦ଜଣ ଆକ୍ରାନ୍ତଙ୍କର ମର୍ମନ୍ତୁଦ ମୃତ୍ୟୁ ଘଟିଥିଲା

ମାଓବାଦୀ ଉଡାଇଲେ ରେଳଲାଇନ୍

ଦାନ୍ତେୱାଡା: ଶୁକ୍ରବାର ବିଳମ୍ବିତ ରାତିରେ ଛତିଶଗଡର ଦାନ୍ତେୱାଡାରେ ନକ୍ସଲମାନେ ଏକ ପାସେଞ୍ଜର ଟ୍ରେନ୍କୁ ଲାଇନଚ୍ୟୁତ କରାଇଥିଲେ । ତେବେ ଏଥିରେ କୌଣସି ଯାତ୍ରୀ ହତାହତ ହୋଇ ନାହାଁନ୍ତି । ପୋଲିସ୍ ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି । ଦାନ୍ତେୱାଡା ଏସ୍ପି ଅଭିଷେକ ପଲ୍ଲଭ

ଜନସନ ଆଣ୍ଡ ଜନସନର ଏକକ-ଡୋଜ ପାଇଁ ରୋକ୍ ହଟାଇଲା ଆମେରିକା

ୱାଶିଂଟନ : ଜନସନ ଆଣ୍ଡ ଜନସନର ଏକକ ଡୋଜ ଟିକା(ସଟ୍) ବ୍ୟବହାର କରିବା ପାଇଁ ଆମେରିକାର ସ୍ୱାସ୍ଥ୍ୟ ଅଧିକାରୀମାନେ କୋଭିଡ-୧୯ ଟୀକାକରଣ ଉପରେ ଲାଗିଥିବା ୧୧ ଦିନିଆ ବିରାମ ଉଠାଇ ଦେଇଛନ୍ତି । ରକ୍ତ ଜମାଟ ବାନ୍ଧିବାର ଏକ ବିରଳ ବିପଦ ସୃଷ୍ଟି ହେବା ପରେ ବୈଜ୍ଞାନିକ ପରାମର୍ଶଦାତାମାନେ ଏହା

ପୋଲିସ୍‌ ଏସ୍‌.ଆଇ. ମୁରଲୀ ତାତିଙ୍କୁ ଅପହରଣ କରି ପ୍ରଜାକୋର୍ଟରେ ହତ୍ୟା କଲେ ନକ୍ସଲ୍‌

ମାଲକାନଗିରି: ଗର 21 ତାରିଖରେ ଅପହରଣ ହୋଇଥିବା ପୋଲିସ୍‌ ସବଇନ୍ସପେକ୍ଟର ମୁରଲୀ ତାତିଙ୍କୁ ଶେଷରେ ପ୍ରଜା କୋର୍ଟ ବସାଇ ମୃତ୍ୟୁ ଦଣ୍ଡ ଦେଲେ ନକ୍ସଲ୍‌ । ସେଦିନ ମୁରଲୀ ଗାଁ ନିକଟକୁ ଏକ ମେଳା ବୁଲିବାକୁ ଯାଉଥିବା ବେଳେ ନକ୍ସଲମାନେ ତାଙ୍କୁ ଅପହରଣ କରିନେଇଥିଲେ । ନକ୍ସଲଙ୍କ ଠାରୁ ତାଙ୍କୁ

ଭାରତରେ ନିର୍ମାଣ ହେବ ବିଶ୍ୱର ସର୍ବବୃହତ ପରମାଣୁ ଶକ୍ତି କେନ୍ଦ୍ର

ପ୍ୟାରିସ: ଭାରତ ବିଶ୍ୱର ସର୍ବବୃହତ ପରମାଣୁ ଶକ୍ତି କେନ୍ଦ୍ର ନିର୍ମାଣ କରିବାକୁ ଯାଉଛି । ଫ୍ରାନ୍ସର ଶକ୍ତି ଉତ୍ପାଦନକାରୀ ସଂସ୍ଥା ଇଡିଏଫ୍ ଏହି ଶକ୍ତି ପ୍ରକଳ୍ପ ନିର୍ମାଣ ପାଇଁ ଟେକେ୍‌ନା- କମର୍ସିଆଲ ଅଫର ଦାଖଲ କରିଥିବା କହିଛି । ବିଭିନ୍ନ ରାଷ୍ଟ୍ରରେ ଥିବା ପରମାଣୁ ଶକ୍ତି କେନ୍ଦ୍ରରେ