ଦୀପ ସିଦ୍ଧୁଙ୍କୁ ଜାମିନ
ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସରେ କୃଷକଙ୍କ ଟ୍ରାକ୍ଟର ରାଲି ସମୟରେ ଘଟିଥିବା ହିଂସା ଏବଂ ଲାଲ୍କିଲାରେ ଧାର୍ମିକ ପତାକା ଉଡ଼ାଇବା ମାଲାରେ ଗିରଫ ହୋଇଥିବା ପଞ୍ଜାବୀ ଅଭିନେତା ଦୀପ ସିଦ୍ଧୁଙ୍କୁ ଦିଲ୍ଲୀର ଏକ କୋର୍ଟ ଜାମିନ ପ୍ରଦାନ କରିଛନ୍ତି। କୃଷି ଆଇନ ବିରୋଧରେ କୃଷକ ସଂଗଠଡ଼ଗୁଡ଼ିକ!-->…