ପୂର୍ବତନ ‘ମିସେସ୍ ୱାର୍ଲଡ’ ଗିରଫ

କଲମ୍ବୋ: ‘ମିସେସ୍ ଶ୍ରୀଲଙ୍କା’ ଟାଇଟଲ୍ ବିଜୟିନୀ ପୁଷ୍ପିକା ଡି ସିଲଭାଙ୍କ ମୁଣ୍ଡରୁ ମୁକୁଟ କାଢ଼ିନେବା ମାମଲାରେ ୨୦୧୯ର ‘ମିସେସ୍ ୱର୍ଲଡ’ ଓ ପୂର୍ବର ‘ମିସେସ ଶ୍ରୀଲଙ୍କା’ ମୁକୁଟ ବିଜେତା କ୍ୟାରୋଲିନ ଜୁରି ଗିରଫ ହୋଇଛନ୍ତି । ପୁଷ୍ପିକାଙ୍କୁ ଅପମାନିତ କରିବା ଓ ମୁକୁଟ କାଢ଼ିବା ସମୟରେ ସେ

ଦେଢ କୋଟି ଟଙ୍କା ମୂଲ୍ୟର ଗଞ୍ଜେଇ ଜବତ

ବାଲିମେଳା : ମାଲକାନଗିରି ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ପଳାସପଦର ଗ୍ରାମରେ ପୋଲିସର ଚଢାଉ । ଦେଢ କୋଟି ମୂଲ୍ୟର ଗଞ୍ଜେଇ ଜବତ । ଚିତ୍ରକୋଣ୍ଡା ପୋଲିସକୁ ମିଳିଛି ଏକ ବଡ଼ ସଫଳତା । ୫୭ଟି ଜରି ଅଖାରେ ବନ୍ଧା ହୋଇ ପଡୋଶୀ ଆନ୍ଧ୍ରକୁ ବେଆଇନ ଗଞ୍ଜେଇ ଚୋରା ଚାଲାଣ ପାଇଁ ଉଦ୍ୟମ

ଅଘୋଷିତ ବିଦ୍ୟୁତ କାଟକୁ ନେଇ ଅସନ୍ତୋଷ

ବେଗୁନିଆ : ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବିଦ୍ୟୁତ ଉପଖଣ୍ଡରେଏବେ ନୀତିଦିନ ବିନା ସୂଚନାରେ ବାରମ୍ବାର ବିଦ୍ୟୁତ କାଟ ଘଟଣା ସାଧାରଣରେ ଅସନ୍ତୋଷ ସୃଷ୍ଟି କରିଛି । କୌଣସି ପୂର୍ବ ସୂଚନା ନଥାଇ ପ୍ରତିଦିନ ସକାଳୁ ସନ୍ଧ୍ୟା ଭିତରେ ବାରମ୍ବାର ବିଦ୍ୟୁତ କାଟ ହେଉଥିବା ସମ୍ପର୍କରେ ବିଭାଗୀୟ

ଝାରସୁଗୁଡ଼ାରେ କୋଭିଡ ପରିଚାଳନା ନେଇ ପ୍ରମୁଖ ଶାସନ ସଚିବଙ୍କ ସମୀକ୍ଷା ବୈଠକ

ଝାରସୁଗୁଡ଼ା : ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ଓ ଝାରସୁଗୁଡ଼ା ଜିଲ୍ଲା ପାଇଁ ନିଯୁକ୍ତ କୋଭିଡ ପର୍ଯ୍ୟବେକ୍ଷକ ନିକୁଞ୍ଜ ବିହାରୀ ଧଳ ଜିଲ୍ଲାରେ କୋଭିଡ ପରିଚାଳନା ନେଇ ସମୀକ୍ଷା କରିଛନ୍ତି ।ଜିଲ୍ଲା ଖଣିଜ ପାଣ୍ଠି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ପ୍ରମୁଖ ଶାସନ ସଚିବ ଶ୍ରୀ ଧଳ

ନିଲମ୍ବିତ ହେଲେ ସରପଞ୍ଚ

ଯାଜପୁର : ବର ବ୍ଲକ ବୋଦୁଅ ପଂଚାୟତର ସରପଂଚ ଅର୍ଚ୍ଚନା ମଲ୍ଲିକଙ୍କୁ ଆର୍ଥିକ ଅନିୟମିତତା ଅଭିଯୋଗରେ ପଂଚାୟତିରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ନିଲମ୍ବିତ କରାଯାଇଛି । ବିଭାଗୀୟ ପତ୍ର ସଂଖ୍ୟା ୬୬୪୯/ ୦୭-୦୪-୨୦୨୧ ରେ ଶ୍ରୀମତି ମଲ୍ଲିକଙ୍କୁ ନିଲମ୍ବିତ କରାଯାଇଥିବାର ଜଣାପଡିଛି ।

ହୋଟେଲରୁ ଗୀତ ଗାଇବେ ଇଣ୍ଡିଆନ୍‍ ଆଇଡଲ୍‍ ପ୍ରତିଯୋଗୀ ପୱନଦୀପ

ମୁମ୍ବଇ: ସୋନୀ ଟିଭିରେ ପ୍ରସାରିତ ଇଣ୍ଡିଆନ୍‍ ଆଇଡଲ୍‍ ପ୍ରତିଯୋଗୀ ପୱନଦୀପ ରାଜନ୍‍ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏବେ ସେ ମୁମ୍ବଇସ୍ଥିତ ଏକ ହୋଟେଲରେ କ୍ୱାରେଣ୍ଟାଇନରେ ଅଛନ୍ତି। ଏହି ଖବର ପ୍ରସାରିତ ହେବା ପରେ ପୱନଙ୍କ ପ୍ରଶଂସକମାନେ ଦୁଃଖ ପ୍ରକାଶ କରିବା ସହ ତାଙ୍କର ଆଶୁ ଆରୋଗ୍ୟ

ବିଧବା ମହିଳାଙ୍କୁ ଗଣଦୁଷ୍କର୍ମ

ବାଲେଶ୍ଵର: ଚାନ୍ଦିପୁର ନାଉପାଳଗଡି ଅଞ୍ଚଳରେ ଜଣେ ବିଧବା ମହିଳାଙ୍କୁ ଗଣଦୁଷ୍କର୍ମ ହୋଇଥିବା ଶୁକ୍ରବାର ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ମହିଳାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଗୁରୁବାର ରାତିରେ ମହିଳାଙ୍କୁ ୫-୬ ଜଣ ଦୁର୍ବୃତ୍ତ ତାଙ୍କ ଘରୁ ନେଇ ଏକ

ଦିଲ୍ଲୀର ଗଙ୍ଗାରାମ ହସ୍ପିଟାଲରେ ୩୭ ଡାକ୍ତର କରୋନା ପଜିଟିଭ

ନୂଆଦିଲ୍ଲୀ : ଦିଲ୍ଲୀରେ କରୋନା ସଂକ୍ରମଣ ପୁଣି ବୃଦ୍ଧି ପାଉଥିବା ଦେଖାଯାଉଛି। ଏହାସହ ଦିଲ୍ଲୀର ଗଙ୍ଗାରାମ ନାମକ ଏକ ହସ୍ପିଟାଲରୁ ୩୭ ଜଣ ଡାକ୍ତର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୨ ଜଣ ହୋମ ଆଇସୋଲେସନରେ ରହିଥିବା ବେଳେ ୫ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ

ଏହା ମୋ ଜୀବନର ସବୁଠାରୁ ଖୁସି ମୁହୂର୍ତ୍ତ: ନକ୍ସଲ କବଳରୁ ମୁକ୍ତ କୋବ୍ରା କମାଣ୍ଡୋଙ୍କ ପତ୍ନୀ

ଶ୍ରୀନଗର: ଛତିଶଗଡରେ ନକ୍ସଲଙ୍କ ଦ୍ୱାରା ଅପହୃତ ହୋଇଥିବା କୋବ୍ରା କମାଣ୍ଡୋ ରାକେଶ୍ୱର ସିଂ ମାନହାସଙ୍କୁ ଗୁରୁବାର ମୁକ୍ତ କରାଯିବା ପରେ ତାଙ୍କ ପତ୍ନୀ ମିନୁ ଅତ୍ୟନ୍ତ ଭାବବିହ୍ୱଳ ହୋଇପଡିଥିଲେ। ମିନୁ କହିଥିଲେ, ସ୍ୱାମୀଙ୍କୁ ମୁକ୍ତ କରାଯିବା ତାଙ୍କ ପାଇଁ ଜୀବନର ସବୁଠାରୁ ଖୁସି ମୁହୂର୍ତ୍ତ।

ଡ. ହରେକୃଷ୍ଣ ମହତାବଙ୍କ ରଚିତ ଓଡ଼ିଶା ଇତିହାସର ହିନ୍ଦୀ ସଂସ୍କରଣକୁ ଉନ୍ମୋଚନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ଆଜି ମଧ୍ୟାହ୍ନ ୧୨ଟାରେ ନୂଆଦିଲ୍ଲୀର ଜନପଥସ୍ଥିତ ଆମ୍ବେଦକର ଇଣ୍ଟରନ୍ୟାସନାଲ ସେଣ୍ଟର ଠାରେ ‘ଉତ୍କଳ କେଶରୀ’ ଡ. ହରେକୃଷ୍ଣ ମହତାବଙ୍କ ଦ୍ବାରା ରଚିତ ‘ଓଡ଼ିଶା ଇତିହାସ’ର ହିନ୍ଦୀ ଅନୁବାଦକୁ ଉନ୍ମୋଚନ କରିବେ। ଏହି ପୁସ୍ତକ ଏବେ ଓଡ଼ିଆ ଓ