ଏଠି କଣ ଚାଲିଛି

ହଠାତ୍ ଶୁଣିବାକୁ ମିଳିଲା ଓ ବିଭିନ୍ନ ସମ୍ବାଦପତ୍ର ଓ ଇଲେକଟ୍ରୋନିକ୍ସ ମିଡିଆରେ ପ୍ରକାଶ କରାଗଲା ଯେ, ଏନଟିପିସି ଦ୍ୱାରା ପରିଚାଳିତ ଅନୁଗୁଳ ଜିଲ୍ଲା ଅନ୍ତର୍ଗତ ତାଳଚେର ଥର୍ମାଲ ପାୱାର ଷ୍ଟେସନ୍ (ଟିଟିପିଏସ୍)ର ସମସ୍ତ ୟୁନିଟ୍ ୪୮ ଘଂଟା ପୂର୍ବରୁ ଅର୍ଥାତ ଗତ ମଙ୍ଗଳବାର ବନ୍ଦ କରିଦିଆଯାଇଛି

ଟିଟିପିଏସ୍କୁ ବନ୍ଦ ନ କରିବାକୁ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ

ଭୁବନେଶ୍ୱର: ହଜାର ହଜାର ପରିବାର ଏବଂ ସ୍ଥାନୀୟ ଅର୍ଥନୀତି ପ୍ରଭାବିତ ହେବାର ଆଶଙ୍କା ଥିବାରୁ ‘ତାଳଚେର ତାପଜ ବିଦ୍ୟୁତ୍ କେନ୍ଦ୍ର’କୁ ବନ୍ଦ ନ କରି ଏହାର ‘ଷ୍ଟେଜ୍-୩ ପ୍ରକଳ୍ପ’କୁ ତୁରନ୍ତ କାର୍ଯ୍ୟକାରୀ କରିବା ଲାଗି ‘ଏନ୍ଟିପିସି’କୁ ନିଦେ୍ର୍ଧଶ ଦେବାକୁ ଅନୁରୋଧ କରି ମୁଖ୍ୟମନ୍ତ୍ରୀ ନବୀନ

ରାଜଧାନୀରେ ଲାଗିଲା କଙ୍କାଳ ମହିଳାଙ୍କ ସ୍କେଚ୍

ଭୁବନେଶ୍ୱର: ଯାଆଁଳା ଫାଣ୍ଡି ପରିସରରୁ କଙ୍କାଳ ମିଳିବା ଘଟଣା ପରେ ପୋଲିସ୍ ପ୍ରସ୍ତୁତ କରିଥିବା ସ୍କେଚ୍କୁ ଜନଗହଳିପୂର୍ଣ୍ଣ ବିଭିନ୍ନ ସ୍ଥାନରେ ଲଗାଇଛି । ପୋଷ୍ଟରରେ ମହିଳାଙ୍କ ବୟସ, ଉଚ୍ଚତା ଓ ଅନ୍ୟାନ୍ୟ ତଥ୍ୟ ଦିଆଯାଇଛି । ପୂର୍ବରୁ କଙ୍କାଳର ସ୍କେଚ୍ ଜାରି କରିଥିଲା ପୋଲିସ୍ । ଜାରି

କମିଲା ପେଟ୍ରୋଲ, ଡିଜେଲ୍

ନୂଆଦିଲ୍ଲୀ: ଦିର୍ଘ ୧ବର୍ଷ ପରେ ତଥା କ୍ରମାଗତ ୨୪ ଦିନ ଧରି ତୈଳ ଦର ବୃଦ୍ଧି ପରେ ଆଜି ପେଟ୍ରୋଲ ଓ ଡିଜ୍ଲେର ମୁଲ୍ୟ ଲିଟର ପିଛା ଯଥାକ୍ରମେ ୧୮ ଓ ୧୭ ପଇସା ହ୍ରାସ ପାଇଛି । ସୂଚନା ଯୋଗ୍ୟ ଯେ, ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ବ୍ୟାରେଲ୍ ପିଛା ମୁଲ୍ୟ ଏବେ ୫୭ ଡଲାରକୁ ହ୍ରାସ ପାଇଛି ।

ମାସ୍କ, ସାମାଜିକ ଦୂରତା ଯାଞ୍ଚ ହେବ କଡାକଡି

ଭୁବନେଶ୍ୱର: ରାଜ୍ୟରେ ମହାମାରୀ କରୋନା ଭୁତାଣୁ ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିଲା ବେଳେ ଆସନ୍ତା ଠାରୁ ରାଜଧାନୀ ଭୁବନେଶ୍ୱରରେ କମିଶନରେଟ ପୋଲିସ୍ ମାସ୍କ ପରିଧାନ ଓ ସାମାଜିକ ଦୂରତା ରକ୍ଷା କଡାକଡି ଯାଞ୍ଚ କରିବେ । ତେବେ ଅମାନିଆଙ୍କ ଠାରୁ ପୋଲିସ୍ ଜୋରିମାନା ଆଦାୟ କରିବେ ବୋଲି

ରାଜ୍ୟରେ ୧୬୦୦ ବିଜ୍ଞାନ ଶିକ୍ଷକ ପଦବୀ ଖାଲି

ଭୁବନେଶ୍ୱର: ରାଜ୍ୟରେ ୧୬୦୦ ବିଜ୍ଞାନ ଶିକ୍ଷକ ପଦବୀ ଖାଲି ପଡିଛି ବୋଲି ଆଜି ବିଧାନସଭାରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ପ୍ରଶ୍ନର ଉତରରେ ଆଜି ରାଜ୍ୟରେ ଥିବା ବିଜ୍ଞାନାଗାର ବାବଦରେ ବିସ୍ତୃତ ତଥ୍ୟ ମନ୍ତ୍ରୀ ଦେଇଛନ୍ତିି ।

ଦୋକାନ ଆଜବେଷ୍ଟସ ଭାଙ୍ଗି ଚୋରି : ଯୁବକ ଗିରଫ

ବାଲିକୁଦା: ବ୍ରାହ୍ଣଣଡିହି ଛକର ଦୋକାନରୁ ହୋଇଥିବା ଚୋରୀ ଘଟଣାରେ ଚୋର ପିକୁଲ ପରିଡ଼ାକୁ କୋର୍ଟ ଚାଲାଣ କରାଯାଇଜ୍ଝଛି । ତାର ଘର ଅନନ୍ତପୁର ଫାଣ୍ଡି ଅଧୀନ ଭୁଆଷୁଣି ଗାଁରେ । ଗତ ଜାନୁଆରୀ ମାସ ୯ ତାରିଖ ରାତିରେ ଏହି ଫାଣ୍ଡି ଅନ୍ତର୍ଗତ ବ୍ରାହଣଡ଼ିହି ଛକର ଲକ୍ଷ୍ମୀ ବଜାର ଠାରେ ଥିବା

ଓଡିଶା ସାମ୍ବାଦିକ ସଂଗଠନର ବୈଠକ

ଜଗତସିଂହପୁର: ଗତ ୨୩ତରିଖ ସ୍ଥାନୀୟ ଜଗତସିଂହପୁର ଯୋଗଧାରୀଠାରେ ଥିବା ସର୍କିଟ ହାଉସରେ ଉଡିଶା ସାମ୍ବାଦିକ ସଂଗଠନ ଜିଲ୍ଲା ୟୁନିଟ ପକ୍ଷରୁ ପ୍ରଥମ ସାଧାରଣ ପରିଷଦ ବୈଠକ ଜିଲ୍ଲା ସଭାପତି ବୀରବୀର ଦଳାଇଙ୍କ ଅଧ୍ୟକ୍ଷତାରେ ଅନୁÂିତ ହୋଇଯାଇଛି । ଏହି ବୈଠକରେ ଓଡିଶା ସାମ୍ବାଦିକ ସଂଗଠନ ରାଜ୍ୟ

ଗାନ୍ଧୀଙ୍କ ଓଡିଶା ଆଗମନର ୧୦୦ ବର୍ଷ ପୂର୍ତି ଅବସରରେ ଆଲୋଚନାଚକ୍ର

ଭୁବନେଶ୍ୱର: ଓଡ଼ିଶା ଇତିହାସ କଂଗ୍ରେସର ମିଳିତ ସହଯୋଗରେ ଉକôଳ ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗରେ ଓଡ଼ିଶାରେ ଗାନ୍ଧିଜୀଙ୍କ ଆଗମନର ଶତବାର୍ଷିକୀକୁ ସ୍ମରଣୀୟ କରିବା ପାଇଁ “ଗାନ୍ଧୀଙ୍କ ରାସ୍ତାରେ” ନାମକ ଏକ ଆଲୋଚନା ଚକ୍ର ଆୟୋଜିତ ହୋଇଯାଇଛି । ପ୍ରଖ୍ୟାତ ଲେଖକ ତଥା ସାହିତ୍ୟ ଅକାଦେମୀ

୧୧ଟି ପ୍ରସ୍ତାବକୁ କ୍ୟାବିନେଟ୍ର ମଞ୍ଜୁରୀ

ଭୁବନେଶ୍ୱର: ଗତକାଲି ଅନୁÂିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ୧୦ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଗ୍ରୀଡକୋ ସୁବିଧାରେ ବ୍ୟାଙ୍କ ଋଣ ପାଇବା ପାଇଁ ଆର୍ଥôକ ବର୍ଷ ୨୦୧୯-୨୦ ପାଇଁ ଦିଆଯାଇଥିବା ୧୫୦୦ କୋଟି ଟଙ୍କା ଏବଂ ୨୦୨୦-୨୧ ପାଇଁ ଦିଆଯାଇଥିବା ୨୬୦୦ କୋଟି ଟଙ୍କାର ବ୍ୟାଙ୍କ ଗ୍ୟାରେଂଟିର