ବାଘଛାଲ ଜବତ ; ୨ ଗିରଫ
ଦେବଗଡ : ଦେବଗଡ ଜିଲା ବାରକୋଟ ଅନ୍ତର୍ଗତ ବଣାଇ ଛକରେ କ୍ରାଇମବ୍ରାଞ୍ଚ ଏସଟିଏଫ ଟିମ ଚଢାଉ କରି କଲରାପତରିଆ ବାଘ ଛାଲ ଜବତ କରିଛି। ଛାଲ ବିକ୍ରି ପାଇଁ ଡିଲ କରାଯାଉଥିବା ବେଳେ ଗତକାଲି କ୍ରାଇମବ୍ରାଞ୍ଚ ଟିମ ବିଶେଷ ସୂତ୍ରରୁ ଖବର ପାଇ ଚଢାଉ କରି ଛାଲ ସହ ସମ୍ପୃକ୍ତ ଘଟଣାରେ ୨ ବାଘଛାଲ!-->…