କୋଭିଡ ପାଇଁ ନିର୍ବାଚନୀ ପ୍ରଚାର ସମୟ ୨ ଗୁଣ ବୃଦ୍ଧି
ନିର୍ବାଚନ କମିଶନ୍ ଆସାମ, କେରଳ, ପୁଡ଼ୁଚେରୀ, ତାମିଲ୍ନାଡ଼ୁ ଏବଂ ପଶ୍ଚିମବଙ୍ଗରେ ଆକାଶବାଣୀ ଓ ଦୂରଦର୍ଶନ ମାଧ୍ୟମରେ ଦଳୀୟ ପ୍ରଚାର ପାଇଁ ସମୟ ସୀମାକୁ ବୃଦ୍ଧି କରିଛନ୍ତି। ଏଥିପାଇଁ ମୋଟ୍ ୯୦ ମିନିଟ୍ର ସମୟସୀମା ଧାର୍ଯ୍ୟ କରାଯାଇଛି। ତେବେ ପ୍ରତ୍ୟେକ ଥର ଲାଗି ପ୍ରଚାରର ସମୟସୀମା ୩୦!-->…