ପ୍ରେମରେ ବିଫଳ ଯୁବକ ଯୁବତୀଙ୍କ ଗଳା କାଟିଲା
ନର୍ଲା: ପ୍ରେମ ନିବେଦନରେ ବିଫଳ ପରେ ଯୁବତୀଙ୍କ ଗଳା କାଟିଲା ଯୁବକ। ଯୁବତୀଙ୍କ ମାଆ ଛଡେଇବାକୁ ଯାଇଥିବାବେଳେ ମାଆକୁ ମଧ୍ୟ ଛୁରୀ ଭୂଷି ହତ୍ୟା କଲା ଅଭିଯୁକ୍ତ। ଗୁରୁତର ଯୁବତୀ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। କେସିଙ୍ଗା ଥାନା କର୍ଲାଖୁଣ୍ଟା ଗାଁରେ ଅଭାବନୀୟ!-->…