ଉଦ୍ଧାର ନାଁରେ ଅଜଗର ମାରିଦେଲେ ଗାଁ ଲୋକେ ଓ ବନ କର୍ମଚାରୀ
ଭୁବନେଶ୍ବର: ଚନ୍ଦକା-ଡମପଡା ଅଭୟାରଣ୍ୟ ଭିତରୁ ଏକ ଅଜଗର ଶୀକାର କଲେ ବନ କର୍ମଚାରୀ ଓ ଗ୍ରାମବାସୀ। ଗତକାଲି ଡମପଡା ଅନ୍ତର୍ଗତ କଇଁମୁଣ୍ଡି ଗ୍ରାମର କିଛି ଲୋକ ଚନ୍ଦକା-ଡମପଡା ଅଭୟାରଣ୍ୟ ଭିତରେ ଏକ ୧୦ ଫୁଟିଆ ଅଜଗରକୁ କୌଣସି ଏକ ଜନ୍ତୁକୁ ଗିଳିଦେବା ପରେ ସେଠାରେ ପଡି ରହିଥିବା ଦେଖିବାକୁ!-->…