ଅଭିନେତା-ନିର୍ଦ୍ଦେଶକ ରାଜୀବ କପୁରଙ୍କ ୫୮ ବର୍ଷ ବୟସରେ ଦେହାନ୍ତ
ଲୋକପ୍ରିୟ ଚଳଚ୍ଚିତ୍ର ନିର୍ମାତା ତଥା ଅଭିନେତା ରାଜ କପୁରଙ୍କ ପୁଅ ଅଭିନେତା-ନିର୍ଦ୍ଦେଶକ ରାଜୀବ କପୁରଙ୍କ ଆଜି ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୮ ବର୍ଷ ବୟସ ହୋଇଥିଲା। ଦିବଂଗତ ଅଭିନେତା ରୂଷି କାପୁରଙ୍କ ପତ୍ନୀ ନୀତୁ କାପୁର ପ୍ରଥମେ ଇନଷ୍ଟାଗ୍ରାମରେ ଏହି ଖବର ଦେଇଛନ୍ତି।!-->…